Advertisement

କୋବି ଫସଲକୁ ନଷ୍ଟ କଲେ ଦୁର୍ବୃତ୍ତ: ମୁଣ୍ଡରେ ହାତ ଦେଇ ବସିଲେ ଚାଷୀ

କଣ୍ଟାପଡ଼ା,୧୨।୧୧(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ନାହାଳପୁର ଗ୍ରାମରେ ଜଣେ ଚାଷୀଙ୍କ କୋବି ଫସଲକୁ ଦୁର୍ବୃତ୍ତ ନଷ୍ଟ କରିଦେଇଛନ୍ତି। ବାବାଜି ସାହୁ ନାମକ ଚାଷୀ କରଜ କରି କୋବିଚାଷ କରିଥିଲା ବେଳେ ଶୁକ୍ରବାର ସନ୍ଧ୍ୟାରେ ବିଲରୁ କାମ ସାରି ଘରକୁ ଫେରିଥିଲେ। ଶନିବାର ସକାଳୁ ଜମିକୁ ଯାଇ ଦେଖନ୍ତି ତ କେହି ଦୁର୍ବୃତ୍ତ କୋବିଗଛକୁ ହାଣି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଏ ନେଇ ଚାଷୀଙ୍କ ଚିନ୍ତା ବଢ଼ିଥିବା ବେଳେ କିଏ ଏଭଳି କରିଛି ତାହା ଜଣାପଡ଼ି ନାହିଁ। ତେବେ କରଜ କରି ବାବାଜି ଚାଷ କରିଥିବାରୁ ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ୬ରୁ ରାତି ୯ ଖୋଲାରହିବ ଶ୍ରୀମନ୍ଦିର

ପୁରୀ ଅଫିସ,୩୧।୧: ସର୍ବସାଧାରଣଙ୍କ ପାଇଁ ମଙ୍ଗଳବାର ଶ୍ରୀମନ୍ଦିର ଖୋଲିବ। ତେବେ ଶ୍ରୀମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। ଦୈନିକ ସକାଳ...

ନୀଳାଚଳ ଇସ୍ପାତ ନିଗମ ଲିଃରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି: ବିଜୁବାବୁଙ୍କ ଦ୍ୱିତୀୟ ଇସ୍ପାତ ସ୍ବପ୍ନ ହେବ ନିଲାମ

ଯାଜପୁର ଅଫିସ,୯ା୧: କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)ରେ ଥିବା ୬ଟି ଅଂଶୀଦାରଙ୍କ ପୁଞ୍ଜି ପ୍ରତ୍ୟାହାର ହେବ। ଏନେଇ ବୁଧବାର କେନ୍ଦ୍ର କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ...

ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର

ବାରିପଦା ଅଫିସ,୨ା୧୦- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଭାଲୁଘେରା ଜଙ୍ଗଲରୁ ମଙ୍ଗଳବାର ଏକ ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ...

ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି । ଏନେଇ ଛତ୍ରପୁର ଏନ୍‌ଏସି କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।...

ଜଗତ୍‌ସିଂହପୁର: ଦକ୍ଷ ଯଜ୍ଞକୁ ଆଧାର କରି ମୂର୍ତ୍ତି ନିର୍ମାଣ

ଜଗତ୍‌ସିଂହପୁର ଅଫିସ, ୨୯ା୯: ଜଗତ୍‌ସିଂହପୁର ସହରରେ ଚଳିତ ବର୍ଷ ଦୁର୍ଗାପୂଜା ନେଇ ନିଆରା ମାହୋଲ ଦେଖିବାକୁ ମିଳିଛି। ବିଭିନ୍ନ କ୍ଲବ ଏବଂ ଦୁର୍ଗାପୂଜା କମିଟି ପକ୍ଷରୁ...

ନନ୍ଦନକାନନ: ୩ ଦିନରେ ୧୨ ଜନ୍ତୁ ମୃତ

ବାରଙ୍ଗ,୨୧ା୩ (ଡି.ଏନ୍‌.ଏ.): ରାଜ୍ୟରେ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ନନ୍ଦନକାନନରେ ଜୀବଜନ୍ତୁମାନଙ୍କ ମୃତ୍ୟୁହାର କମିବାର ନଁ। ଧରୁ ନାହିଁ। ଗତ ବୁଧବାରଠାରୁ ଶୁକ୍ରବାର...

ଲକ୍‌ଡାଉନ୍‌: ଲୁଣ ଉତ୍ପାଦନ ନେଇ ଚିନ୍ତାରେ ଚାଷୀ

ଗଞ୍ଜାମ, ୧।୪(ଡି.ଏନ୍‌.ଏ.): ଗଞ୍ଜାମ-ହୁମା ୧୬ ନଂ. ଜାତୀୟ ରାଜପଥ ପାର୍ଶରେ କେନ୍ଦ୍ର ସରକାରଙ୍କ ୧୪୭୨ ଏକର ଲୁଣ ଚାଷ ଜମି ରହିଛି । ସେଥିମଧ୍ୟରୁ ହୁମା...

୨ ବର୍ଷ ହେଲା ଗାଁରୁ ବାସନ୍ଦ ଗୀତାଙ୍କ ପରିବାର

ପୁରୀ ଅଫିସ, ୬ା୮: ଦୁଇବର୍ଷ ତଳେ ଘରେ ପଶି ଚୋରି ନେଇ ଥାନାରେ ଅଭିଯୋଗ କ୍ରମେ ଗ୍ରାମର କେତେଜଣ ଲୋକଙ୍କୁ ପୋଲିସ ଗିରଫ କରିଥିଲା। ଏହି...

Advertisement
Archives

Model This Week