Home Left

ଭିତରକାଠ ଦର୍ଶନରୁ ଭକ୍ତ ବଞ୍ଚିତ

ପୁରୀ ଅଫିସ,୧୯।୮:ଶ୍ରୀମନ୍ଦିରରେ ଭକ୍ତଙ୍କୁ ଭିତରକାଠ ଦର୍ଶନ ମିଳିପାରୁନାହିଁ। ଦୂରଦୂରାନ୍ତରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସବୁ ସମୟରେ ଭିତରକାଠ ଦର୍ଶନ ପାଉନାହାନ୍ତି। ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସାଧାରଣତଃ ବାହାରକାଠରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ପଷ୍ଟ ଭାବେ ଦେଖିବା ସମ୍ଭବପର ହୋଇ…

ଭାଇ ମୁହଁରେ ମୁଖାଗ୍ନି ଦେଲେ ଭଉଣୀ

କଟକ ଅଫିସ,୧୯ା୮:ପୋଲିସ ଓ ଡାକ୍ତରଙ୍କ ମଣିଷପଣିଆ ପାଇଁ କର୍କଟ ରୋଗରେ ମୃତ୍ୟୁ ଘଟିଥିବା ଭାଇ ମୁହଁରେ ମୁଖାଗ୍ନି ଦେଇଛନ୍ତି ଭଉଣୀ। ଗୁରୁବାର କଟକ ଖାନ୍‌ନଗର ସ୍ବର୍ଗଧାମଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଝାରସୁଗୁଡା ଜିଲା ବେଲପାହାଡ ଅଞ୍ଚଳର ଫଗୁଲାଲ ମାଝି(୨୫) କର୍କଟ…

ଦୁଇବର୍ଷ ପରେ ମୁମ୍ବାଇରେ ପାଳନ ହେବ ଦହି ହାଣ୍ଡି, ମୁଖ୍ୟମନ୍ତ୍ରୀ କହିଲେ ସାହସିକ ଖେଳ

ମୁମ୍ବାଇ,୧୯ ।୮: ଦେଶର ଅଧିକାଂଶ ଭାଗରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଉଛି । ଏମିତିତ ସାରା ଦେଶରେ ଜନ୍ମାଷ୍ଟମୀକୁ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ହେଲେ ମୁମ୍ବାଇରେ ଏହି ଉତ୍ସବ ପାଳନର ବିଧି ଟିକେ ଅଲଗା । ଜନ୍ମାଷ୍ଟମୀ…

ବନ୍ୟାପାଣିରେ ପହଁରି ଅଟ୍ରି ଗଲେ ବିଧାୟକ

ଖୋର୍ଦ୍ଧା ଅଫିସ,୧୯ା୮:ମହାନଦୀର ଜଳସ୍ତର ବଢ଼ିବା ଯୋଗୁ ଏହାର ଶାଖା ନଦୀ ରଣନଦୀରେ ବନ୍ୟାଜଳ ପ୍ରଭାବିତ ହେଉଛି। ଫଳରେ ଖୋର୍ଦ୍ଧା ଜିଲା ଅଟ୍ରି ସ୍ଥିତ ଉଷ୍ଣ ପ୍ରସ୍ରବଣରେ ୫ରୁ ୬ ଫୁଟର ବନ୍ୟାପାଣି ଲହଡି ମାରୁଛି। ଉଷ୍ମ ପ୍ରସ୍ରବଣ ସମ୍ପୂର୍ଣ୍ଣ ଭାବେ ବୁଡି…

ମାନବିକତା ହିଁ ସର୍ବୋତ୍ତମ

ସାମାଜିକ କାର୍ଯ୍ୟକର୍ତ୍ତା, ମାନବସେବାକୁ ବ୍ରତ କରି ନିଜ ଜୀବନକୁ ବାଜି ଲଗାଉଥିବା ଅଥବା ଜୀବନବଳି ଦେଇଥିବା ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ ଅଗଷ୍ଟ ୧୯। ଏହି ଦିନ ସାରା ବିଶ୍ୱ ମାନବିକତା ଦିବସ ପାଳିଥାଏ। ସମ୍ପ୍ରତି ବିଶ୍ୱ କରୋନା, ମଙ୍କିପକ୍ସ ଭଳି…

ଡାକ୍ତରଙ୍କୁ ହଜାରେ କୋଟିର ମାଗଣା ଉପହାର ଦେଇଛି ଡୋଲୋ କମ୍ପାନୀ

ନୂଆଦିଲ୍ଲୀ,୧୯।୮(ପି.ଟି.):ଜ୍ୱର ଓ ଯନ୍ତ୍ରଣା ଉପଶମ କରୁଥିବା ୬୫୦ ମିଲିଗ୍ରାମ ଡୋଲୋ ଟାବ୍‌ଲେଟ ଲେଖିବା ନିମନ୍ତେ ସମ୍ପୃକ୍ତ କମ୍ପାନୀ ଡାକ୍ତରମାନଙ୍କୁ ୧,୦୦୦ କୋଟି ଟଙ୍କାର ମାଗଣା ଉପହାର ଦେଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଭିଯୋଗ କ୍ରମେ ଏକ ଏନ୍‌ଜିଓ ଏହି…

ଅଡୁଆରେ ଅଭିନେତା ସୁରଜ ପାଞ୍ଚୋଲି

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଜିଆ ଖାନ୍‌ଙ୍କ ମା’ ରାବିଆ ଖାନ୍‌ ଅଭିନେତା ସୁରଜ ପାଞ୍ଚୋଲିଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ତାଙ୍କ ବୟାନ ରେକର୍ଡ କରିଛନ୍ତି। ଆଦିତ୍ୟ ପଞ୍ଚୋଲି ଏବ ଜରିନା ଓ୍ବହାବଙ୍କ ପୁଅ ସୁରଜ ତାଙ୍କ ପ୍ରେମିକା ଜିଆଙ୍କୁ ଶାରୀରିକ…

ବ୍ରିଟେନରେ ଜନ୍ମାଷ୍ଟମୀ ପାଳିଲେ ଋଷି ସୁନକ, ପତ୍ନୀଙ୍କ ସହ ପହଞ୍ଚିଲେ ଇସ୍କନ ମନ୍ଦିର

ଲଣ୍ଡନ,୧୯ ।୮: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢୁଥିବା ମୂଳ ଭାରତୀୟ ଋଷି ସୁନକ ବ୍ରିଟେନରେ ଜନ୍ମାଷ୍ଟମୀ ପାଳନ କରିଛନ୍ତି । ଏହି ଅବସରରେ ସେ ଇଣ୍ଟରନ୍ୟାଶନାଲ ସୋସାଇଟି ଫର କୃଷ୍ଣା କନସିୟସନେସ(ଇସ୍କନ) ମନ୍ଦିର ସମାରୋହରେ ଯୋଗ ଦେଇଥିଲେ । ପତ୍ନୀ…

ଟ୍ରମ୍ପଙ୍କ ଗସ୍ତ ଲାଗି ୩୮ ଲକ୍ଷ ଖର୍ଚ୍ଚ କରିଥିଲା କେନ୍ଦ୍ର

ନୂଆଦିଲ୍ଲୀ,୧୯।୮:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୦୨୦ ଫେବୃୟାରୀ ୨୪ ଓ ୨୫ରେ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ସ୍ତ୍ରୀ ମେଲାନିଆ, ଝିଅ ଇଭାଙ୍କା ଏବଂ ଜ୍ୱାଇଁ ଜାରେଡ୍‌ କୁଶ୍‌ନର ଅହମଦାବାଦ, ଆଗ୍ରା ଓ ନୂଆଦିଲ୍ଲୀ ଭ୍ରମଣ କରିଥିଲେ। ସେମାନଙ୍କର…

ୟୁକ୍ରେନ୍‌ରେ ଗୁଟେରସ୍‌, ଏର୍ଡୋଗାନ୍‌

ଲଭିଭ୍‌, ୧୯ା୮:ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଏବଂ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ମଧ୍ୟସ୍ଥତା କରିଆସିଥିବା ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ଗୁରୁବାର ଏହି ପୂର୍ବ ୟୁରୋପୀୟ ଦେଶୀ ଲଭିଭ୍‌ ସହରରେ ପହଞ୍ଚିଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ…

ଭାଇରାଲ ଭିଡିଓରେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ

ହେଲସିଙ୍କି,୧୯।୮:ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଏକ ପାର୍ଟିରେ ତାଙ୍କ ବନ୍ଧୁମାନଙ୍କ ସହ ନିଶାଗ୍ରସ୍ତ ଅବସ୍ଥାରେ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ଦଳ ଏହାର କଡ଼ା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀଙ୍କ ଡ୍ରଗ୍ସ ପରୀକ୍ଷା ଲାଗି ବିରୋଧୀମାନେ ଦାବି…

‘ଶେଷରେ ଅଲୋଡ଼ା କିନ୍ନରକୁ ଭରସାକଲେ ମାତାପିତା’

ଭୁବନେଶ୍ୱର,୧୯।୮:ସାଧାରଣତଃ ମାତାପିତାଙ୍କଠାରୁ କିନ୍ନର ଶିଶୁଟିଏ ଜନ୍ମ ନେଲେ ତାକୁ ଅଲୋଡ଼ା ଭାବି ନବଜାତ ଶିଶୁଟିକୁ ଏଣେତେଣେ ଛାଡି ଦେଇଥାନ୍ତି। କିନ୍ତୁ କିଏ ଜାଣେ ଦୁର୍ଲଭ ମାନବ ଜନ୍ମ ପାଇଥିବା ସେହି ଶିଶୁଟି ପରବର୍ତ୍ତୀ ସମୟରେ କିନ୍ନର ହୋଇ ବି କେଉଁ ବିରଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri