Posted inଫୁରସତ

୮ ଯୁବତୀଙ୍କୁ ବିବାହ କରିଛନ୍ତି ଏହି ମଡେଲ, ଏବେ ପୁଣି ନୂଆ ସନ୍ଧାନରେ, କାରଣ ଜାଣିଲେ…

ବ୍ରାଜିଲର ମଡେଲ ଅର୍ଥର ଓ ଉର୍ସୋ ସବୁବେଳେ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କାରଣ ସେ ଅନେକ ଯୁବତୀଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୮ ଜଣଙ୍କୁ ବିବାହ କରିଛନ୍ତି। ଏଥିମଧ୍ୟରୁ ସେ ୪ଜଣଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଏଭଳି ପରିସ୍ଥିତିରେ ସେ ଏବେ ନୂଆ ସ୍ତ୍ରୀ ଖୋଜୁଛନ୍ତି।

 ब्राज़ील के मॉडल आर्थर ओ उसरो (Arthur O Urso) हमेशा सुर्खियों में रहते हैं. वजह है उनकी कई महिलाओं के साथ शादी. अब तक उन्होंने 8 महिलाओं से शादी की है. इनमें से उन्होंने 4 को तलाक दे दिया है. ऐसे में अब उन्हें नए बीवी की तलाश है.

ଏକ ରିପୋର୍ଟ ଅନୁଯାୟୀ, ବ୍ରାଜିଲର ସାଓ ପାଉଲୋରେ ଏକ କାର୍ଯ୍ୟକ୍ରମରେ ଅର୍ଥର ଅନେକ ମହିଳାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ। ୩୬ ବର୍ଷୀୟ ଏହି ମଡେଲ କହିଥିଲେ, ସେ ତାଙ୍କର ସମସ୍ତ ସ୍ତ୍ରୀଙ୍କୁ ସମାନ ସମୟ ଦିଅନ୍ତି। କେବଳ ଏତିକି ନୁହେଁ, ସେ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ବି ଏକ ଟାଇମ୍‌ ଟେବୁଲ ପ୍ରସ୍ତୁତ କରିଛନ୍ତି।

ସେ ଏହା ପୂର୍ବରୁ କହିଥିଲେ ଯେ, ଅନେକ ମହିଳାଙ୍କୁ ଏକାଠି ରଖିବା ସହଜ ନୁହେଁ। ଏଭଳି ପରିସ୍ଥିତିରେ ଅର୍ଥର ବର୍ତ୍ତମାନ ଛାଡ଼ପତ୍ର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ନିକଟରେ ସେ ତାଙ୍କର ପେପର ବିବାହ ବାର୍ଷିକୀ ପାଳନ କରିଥିଲେ, କିନ୍ତୁ ସମାରୋହ ପରେ ସେ ତାଙ୍କର ୪ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ।

 उसने पहले कहा था कि कई महिलाओं को एक साथ रखना आसान नहीं होता है. ऐसे में आर्थर अब तलाक के दौर से गुजर रहे हैं. उन्होंने हाल ही में अपनी कागजी शादी की सालगिरह मनाई, लेकिन समरोह के बाद, उन्होंने 4 पत्नियों से तलाक ले लिया.

ବର୍ତ୍ତମାନ ଅର୍ଥର କେବଳ ୪ ମହିଳାଙ୍କ ସହ ଆଇନଗତ ଭାବରେ ବିବାହ କରିଛନ୍ତି। ୨୦୨୧ରେ ଅର୍ଥର ବ୍ରାଜିଲର ଏକ କ୍ୟାଥୋଲିକ୍‌ ଚର୍ଚ୍ଚରେ ଏକ ପ୍ରତୀକାତ୍ମକ ସମାରୋହ ଆୟୋଜନ କରି ତାଙ୍କର ସମସ୍ତ ବିବାହକୁ ସରକାରୀ କରିଥିଲେ।

 उन्होंने आगे कहा, 'हम अच्छी तरह से रहते थे, कुछ मामूली असहमति के साथ, लेकिन तब तक जोड़ों के जीवन में कुछ भी असामान्य नहीं था. हालांकि, पड़ोसियों की चिंता ने रिश्ते पर दबाव डाला.

କିନ୍ତୁ ସେତେବେଳେ କିଛି ସ୍ଥାନୀୟ ଲୋକ ଏହାକୁ ଗ୍ରହଣ କରି ନ ଥିଲେ। ସେଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଇଥିଲା। ଅର୍ଥର କହିଥିଲେ, ‘ଅବଶ୍ୟ ଆମେ ସମସ୍ତେ ଚିନ୍ତିତ ଥିଲୁ। ପ୍ରଥମେ ଡରି ଯାଇଥିଲୁ, କିନ୍ତୁ ଆମେ ସବୁ ସମସ୍ୟାର ସମାଧାନ କରି ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲୁ। ସେ ଆହୁରି ମଧ୍ୟ କହିଛନ୍ତି, ‘କିଛି ଛୋଟମୋଟ ମତଭେଦ ସହିତ ଆମେ ଭଲ ଭାବରେ ଜୀବନ ଅତିବାହିତ କରୁଛୁ। ଯେଉଁ ୪ ଜଣଙ୍କୁ ଛାଡ଼ପତ୍ର ଦେଇଛି ସେମାନଙ୍କ ସହ ଆପୋସ ସମାଧାନରେ ଏପରି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

ଜନ୍ମାଷ୍ଟମୀରେ ମହାଲକ୍ଷ୍ମୀ ରାଜଯୋଗ: ସେପ୍ଟେମ୍ୱର ୪ରୁ ଗରିବ ରହିବେନି ୪ ରାଶି, ବଢିବ ଆୟ…

ଏହି ବର୍ଷ ଜନ୍ମାଷ୍ଟମୀ ପର୍ୱ ସେପ୍ଟେମ୍ୱର ୪ ତାରିଖରେ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ‘ଜନ୍ମାଷ୍ଟମୀ’ର ପବିତ୍ର ପର୍ୱର ଠିକ ପରଦିନ, ଅର୍ଥାତ ସେପ୍ଟେମ୍ୱର ୫…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

PM ମୋଦିଙ୍କ ଜନ୍ମଦିନକୁ ନେଇ ବଡ଼ ପ୍ରସ୍ତୁତି: ୨୫ ରାଜ୍ୟର CM କରିବେ…

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ଦେଶବ୍ୟାପୀ ଏକ ମାସ ଧରି ଚାଲିବାକୁ ଥିବା ‘ସେବା ସଙ୍କଳ୍ପ’ ଅଭିଯାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri