Home Left

‘ସତ୍ୟ ପ୍ରେମ କି କଥା’ର ଫାଷ୍ଟ ଲୁକ ଆଉଟ

ମୁମ୍ବାଇ: ସାଜିଦ ନାଡିୟାଡୱାଲାଙ୍କ ଆଗାମୀ ଫିଲ୍ମ ‘ସତ୍ୟ ପ୍ରେମ କି କଥା’ର ଫାଷ୍ଟ ଲୁକ ରବିବାର ଆଉଟ ହୋଇଛି । ଏହି ଫିଲ୍ମରେ କିଆରା ଆଡଭାନୀ ଓ କାର୍ତ୍ତିକ ଆର୍ଯ୍ୟନ ଲିଡ ରୋଲରେ ନଜର ଆସିବେ । ଆକ୍ଟର ଫିଲ୍ମର ପ୍ରଥମ…

ପେସା ରୋଷେଇ, ନିଶା ଅମ୍ପାୟରିଂ

ଧଳା ପ୍ୟାଣ୍ଟ, ଧଳା ଟି-ସାର୍ଟ ସହ ଆଖିରେ କଳା ଚଷମା ଓ ମୁଣ୍ଡରେ ଧଳା ଟୋପି ପିନ୍ଧି ସେ ପଡିଆକୁ ଆସନ୍ତି ଜଣେ ଅମ୍ପାୟରଭାବେ, ଖେଳ ଓ ଖେଳାଳୀଙ୍କ ନିର୍ଣ୍ଣାୟକ ସାଜି। ତାଙ୍କ ହାତର ଚାଳନା ଓ ନିଷ୍ପତିକୁ ଅନାଇ ରୁହନ୍ତି…

ପ୍ରଥମ ଉପାର୍ଜନରେ ବହି କିଣିଥିଲି: ଲେଖିକା ମାନିନୀ ମିଶ୍ର

ସେଇ ସମୟର ସମ୍ବଲପୁର ଜିଲାର ଗୋଟିଏ ଛୋଟ ଅଥଚ ପ୍ରସିଦ୍ଧ ଗାଁ ବରପାଲି । ଛୋଟ ବେଳେ ମଙ୍ଗାର ଠକ୍‌ ଠକ୍‌ , ବାନ୍ଧର ରଙ୍ଗଭରା ସୁନ୍ଦର ସୁନ୍ଦର ଜୀବନ୍ତ କଳା, ଖୋଷାକୁ ଶିଝେଇ ମଠା ସୂତା କାଢ଼ିବା ଇତ୍ୟାଦି ଦେଖି…

ଶରୀର ପାଇଁ ଉପକାରୀ

ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ। ଯେମିତିକି: ଅଦା-ରସୁଣ: ଭୋକ ବୃଦ୍ଧି କରାଇବା ସହ ଗ୍ୟାସ୍‌, ଆର୍ଥ୍ରାଇଟିସ୍‌, ସ୍ପଣ୍ଡିଲାଇଟ୍ସ, ଥଣ୍ଡା କାଶ ସମସ୍ୟାରୁ ଅଦା ମୁକ୍ତି…

ଘରେ ଅଶାନ୍ତି ଲାଗି ରହୁଛି କି? ଏସବୁ ବାସ୍ତୁଟିପ୍ସ ଆପଣାଇ…

* ଅନେକ ସମୟରେ ଦେଖାଯାଏ, କିଛି ବାସ୍ତୁଦୋଷ ଥିଲେ ଘରେ ସର୍ବଦା କଳହ ଲାଗିବା ସହ ଅଭାବ ଦେଖା ଦେଇଥାଏ। ଏପରି ସ୍ଥଳେ କାଚ ଗିନାରେ କିଛି ଲୁଣ ନେଇ ଗାଧୁଆ ଘରେ ରଖିଦେଲେ କ୍ରମେ ବାସ୍ତୁଦୋଷ ଆପେ ଆପେ ସମାଧାନ…

ପୋଲାଣ୍ଡ-ହଙ୍ଗେରିରେ ଶିକ୍ଷକଙ୍କ ଅଭାବ: କମ୍‌ ଦରମା ଯୋଗୁ ପାଠ ପଢ଼ାଇବାକୁ ଅମଙ୍ଗ…

ଓ୍ବାରର୍ସ/ବୁଧାପେଷ୍ଟ, ୪।୯ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ପୋଲାଣ୍ଡ ଏବଂ ହଙ୍ଗେରିରେ ଅନୁଭୁତ ହେବାରେ ଲାଗିଛି। ଉଭୟ ଦେଶ ୟୁକ୍ରେନ ଶରଣାର୍ଥୀଙ୍କ ସମସ୍ୟା ସହ ମୁକାବିଲା କରୁଥିବାରୁ ଏହି ସମସ୍ୟା ଆହୁରି ଖରାପ ହେବାକୁ…

ପ୍ରେରଣା

ଯାହାଙ୍କ ମାର୍ଗଦର୍ଶନ ପିଲାଙ୍କୁ ଭଲ ମଣିଷ କରି ଗଢ଼ିବାରେ ବିଶେଷ ଭୂମିକା ବହନ କରେ, ଯାହାଙ୍କ କେଇ ପଦ କଥା ଅବା ପରାମର୍ଶ ପିଲାଙ୍କୁ ସଫଳତାର ଶିଖର ଛୁଇଁବା ଲାଗି ପ୍ରେରଣା ଯୋଗାଏ, ସେ ହେଉଛନ୍ତି ଗୁରୁ। ଗୁରୁଦିବସ ଉପଲକ୍ଷେ ବିଶେଷ…

କଲ୍‌ଗର୍ଲ ଯୋଗାଣକାରୀ ମହିଳାଙ୍କ ପାଖରେ ଏସ୍‌ପିଙ୍କ ଫୋନ୍‌: ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ଡିଆଇଜି…

ପାଟନା, ୪।୯ : ବିହାରର ମାଧେପୁରାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ନେଇ ସ୍ଥାନୀୟ ପୋଲିସ ବିଭାଗ ଅସୁବିଧାରେ ପଡ଼ିଛି। ଜିଲାର ଏସ୍‌ପିଙ୍କ ମୋବାଇଲ ଫୋନ କଲ୍‌ଗର୍ଲ ଯୋଗାଉଥିବା ଜଣେ ମହିଳାଙ୍କ ନିକଟରୁ ଜବତ କରାଯାଇଥିଲା। ଏହା ପରେ…

ଆଜି ରାଜ୍ୟରେ ୨୨୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୪।୯(ବ୍ୟୁରୋ): ରାଜ୍ୟରେ ରବିବାର ୨୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୪୧ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୧୨୯ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୯୨ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା…

ବେୱଫା ଚା’ ବାଲା: ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ କମ ଦାମରେ ଚା’…

ରାୟପୁର, ୪।୯ : ଆମେ ଏମ୍‌ବିଏ ଚା’ ବାଲା, ଗ୍ରାଜୁଏଟ ଚା’ ବାଲା, ଏମଏସ୍‌ସି ଚା’ ବାଲାଙ୍କ ବିଷୟରେ ତ ଶୁଣିଛେ। କିନ୍ତୁ ଛତିଶଗଡର ବାଲୋଦାବଜାର ରାସ୍ତାରେ ଏପରି ଏକ ଚା’ ଦୋକାନ ଅଛି, ଯାହା ଯୁବବର୍ଗମାନଙ୍କ ପାଇଁ ଏକ ବିଶେଷ…

ଆଜି ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ,୪।୯: ଏସିଆ କପ୍‌ ଟି୨୦ କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍‌ ଖେଳିବ ଭାରତ। ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର୍‌-୪ରେ ପ୍ରବେଶ କରିଥିବା ବେଳେ ହଂକଂ ବିପକ୍ଷରେ ବୃହତ ବିଜୟ ସହିତ ପାକିସ୍ତାନ ଦଳ ପ୍ରବେଶ କରିଥିଲା।…

ନିଜସ୍ବ ଗୃହ ନାହିଁ, ମନ୍ଦିର ପିଣ୍ଡାରେ ଅଙ୍ଗନୱାଡି କେନ୍ଦ୍ର

ଧରାକୋଟ,୪।୯(ଡି.ଏନ୍‌.ଏ.): କୋମଳମତି ଶିଶୁମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି। ତିନିରୁ ପାଞ୍ଚ ବର୍ଷ ବୟସର ପିଲାମାନଙ୍କର ଏହା ହେଉଛି ପ୍ରାକ ଶୈଖିକ କେନ୍ଦ୍ର । ଏଣୁ ଅଭିଭାବକମାନେ ବହୁ ଆଶା ଓ ଭରସା କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri