ସରକାରୀ ଯୋଜନା ସାତସପନ, ଭଙ୍ଗାଘରେ ବିତୁଛି ଜୀବନ

ସିଂହପୁର,୮।୧୨(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରୀ ପଞ୍ଚାୟତ ଜରୀ ଗ୍ରାମ ତୋଟା ସାହିର ଅଲେଖ ମଳିକଙ୍କ ପାଇଁ ସରକାରୀ ଯୋଜନା ସାତସପନ ପାଲଟିଛି। ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା କୁଡିଆରେ ଜୀବନ କାଟୁଛନ୍ତି। ସୂଚନାଯୋଗ୍ୟ, ଜରୀ ଗ୍ରାମର ଅଲେଖ ମଳିକଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଗୋଟିଏ ପୁଅ ଅଲେଖ ଏବେ ଯକ୍ଷ୍ମା(ଟିବି) ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ହେଲା ଚିକିସତ୍ିତ ହେଉଛନ୍ତି। ହେଲେ ଚିକିସତ୍ାରେ ଅର୍ଥ ବାଧକ ସାଜିଛି। ଭଙ୍ଗା କୁଡିଆରେ ରହିଥିଲେ ମଧ୍ୟ ଆବାସ ଯୋଜନା ତାଲିକାରେ ନାଁ ନ ଥିବାରୁ କେବେ ଘର ମିଳିବ ତାହା ଜଣାପଡିନାହିଁ। ଆଜି ପର୍ଯ୍ୟନ୍ତ ରାଶନ କାର୍ଡରୁ ମଧ୍ୟ ବଞ୍ଚିତ ଅଛନ୍ତି ଅଲେଖ। ଅଧିକାଂଶ ଦିନ କାମ କରି ପାରୁନଥିବାରୁ ଉପାସ ରହୁଥିବା ସେ କହିଛନ୍ତିି। ସରକାରୀ ଚାକିରିଆ ରାଶନ କାର୍ଡର ସୁବିଧା ପାଉଥିବା ବେଳେ ଏଭଳି ଗରିବ ବାଦ୍‌ ପଡିବା ଆଶ୍ଚର୍ଯ୍ୟର କଥା। ତେବେ ପରିବାରକୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବାକୁ ଜିଲାପାଳଙ୍କଠାରେ ସଂପୃକ୍ତ ପରିବାର ଲୋକ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ: ଆଳିର ୧୧ଗାଁ ସିଲ୍‌

କେନ୍ଦ୍ରାପଡା ଅଫିସ/ଆଳି (ଡି.ଏନ୍‌.ଏ.), ୭।୪- କେନ୍ଦ୍ରାପଡ଼ା ଜିଲାର ପ୍ରଥମ କରୋନା ସଂକ୍ରମିତଙ୍କୁ ସୋମବାର ଚିହ୍ନଟ କରାଯାଇଛି। ଆଳି ଅଞ୍ଚଳରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ...

ମା’ କାଳିଜାଈଙ୍କ ଦର୍ଶନ କଲେ ରାଜ୍ୟପାଳ

କୃଷ୍ଣପ୍ରସାଦ,୭ା୯(ଡି.ଏନ୍‌.ଏ.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ମା’ କାଳିଜାଈଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଗରୁଡ଼ ଭାସମାନ ଲଞ୍ଚରେ ରାଜ୍ୟପାଳ ଅପରାହ୍ନ ୩ଟାରେ...

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) – ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବୃଦ୍ଧାଙ୍କ ମୃତ୍ୟୁ, ସ୍ବାବ୍‌ ନମୁନା ପରୀକ୍ଷା ହୋଇ ନ ଥିବାରୁ ମୃତଦେହ ନିକଟକୁ ଗଲେନି ଗ୍ରାମବାସୀ

ଦେବଗଡ଼,୧୮।୫:  ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଘୁରୁଡୁଖମଣ ଗ୍ରାମରେ ହୋମ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ ବୃଦ୍ଧାଙ୍କର ରବିବାର ମୃତ୍ୟୁ ଘଟିଛି। ବୃଦ୍ଧାଙ୍କର ମୃତ୍ୟୁର...

ଦୁର୍ବ୍ୟବହାର ଅଭିଯୋଗ; ଏସ୍‌ପିଙ୍କ ଅଫିସ ଆଗରେ ପୋଲିସ ସଂଘର ଧାରଣା

ଛତ୍ରପୁର,୧୭ା୧୦(ଡି.ଏନ.ଏ.)- ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ବୁଧବାର ଶପଥପାଠ କରିଛନ୍ତିି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ପତିତପାବନ...

ଦେବୀ ସୁଭଦ୍ରାଙ୍କ ରଥରେ ବିରାଜମାନ କଲେ ସୁଦର୍ଶନ

ପୁରୀ ଅଫିସ,୨୩।୬: ରଥରେ ୩ ଠାକୁର ବିଜେ ପରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ଲାଗି ପ୍ରସ୍ତୁତି ହେଉଛନ୍ତି। ଅନ୍ୟପଟେ ଦେବୀ ସୁଭଦ୍ରାଙ୍କ ରଥରେ ସୁଦର୍ଶନ ବିରାଜମାନ...

୧୭ରୁ ଫୁଲବାଣୀ, ବାଲିଗୁଡ଼ା ୪ ଦିନ ଶଟ୍‌ଡାଉନ୍‌: ସିଲ୍‌ ହେବ ପ୍ରବେଶ ପଥ

ବାଲିଗୁଡା,୧୫।୭(ଡି.ଏନ.ଏ.): କନ୍ଧମାଳ ଜିଲା ଫୁଲବାଣୀ ପୌରପରିଷଦ ଓ ବାଲିଗୁଡା ଏନ୍‌ଏସି ଅଞ୍ଚଳକୁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୭ଟାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୫ା୪-ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।...

Advertisement
Archives

Model This Week