କାମ ସରିନି, ମାଟିତଳୁ ଉଠିଗଲା ପାଇପ୍
ବରଗଡ଼ ଅଫିସ୍,୨୬।୭:ବରଗଡ଼ ଓ ସୁବର୍ଣ୍ଣପୁର ଜିଲା ଅଧୀନ ୧୪୧ଗ୍ରାମର ୩୧,୩୫୦ହେକ୍ଟର ମରୁଡ଼ିଗ୍ରସ୍ତ ଚାଷଜମିକୁ ଜଳଯୋଗାଣ ପାଇଁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାମ ଚାଲିଛି। ଏହାଦ୍ୱାରା ଅଣଜଳସେଚିତ ଜମିକୁ ପାଣି ମାଡ଼ିବ ବୋଲି ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ମାତ୍ର…
ମଙ୍କିପକ୍ସକୁ ନେଇ ଗାଇଡ୍ଲାଇନ୍ ଜାରି
ନୂଆଦିଲ୍ଲୀ,୨୫।୭:ଦିଲ୍ଲୀରେ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏବେ ଆଲର୍ଟ ହୋଇଯାଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ସରକାରଙ୍କ ଡିଜିଏଚ୍ଏସ୍ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ସ୍ବାସ୍ଥ୍ୟ ସୁବିଧା ପାଇଁ ମଙ୍କିପକ୍ସର କୌଣସି ସନ୍ଦିଗ୍ଧ ମାମଲାର ସୂଚନା ସଂପୃକ୍ତ ଜିଲା…
ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ ଅଭିଯୋଗ
ଭଣ୍ଡାରିପୋଖରୀ, ୨୫।୭ (ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ନପଙ୍ଗ ପଞ୍ଚାୟତ ଜୋରାଗଡିଆ-ଭାଟଣା ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ରାଉତଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୨୯୯/୨୨) ରୁଜୁ କରିଛି। ଏହି ଘଟଣାକୁ ନେଇ…
ଝାଡ଼ଖଣ୍ଡରେ ଭାଜପାକୁ ଲାଗିପାରେ ଝଟ୍କା: ୧୬ ବିଧାୟକ ଜେଏମ୍ଏମ୍ର ସମ୍ପର୍କରେ
ରାଞ୍ଚି,୨୫।୭: ଝାଡ଼ଖଣ୍ଡରେ କ୍ଷମତାସୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ପକ୍ଷରୁ ଏକ ବଡ ଦାବି କରାଯାଇଛି। ସୋମବାର ଜେଏମ୍ଏମ୍ ମହାସଚିବ ସୁପ୍ରିୟ ଭଟ୍ଟାଚାର୍ଯ୍ୟଙ୍କ ଅନୁଯାୟୀ, ଭାଜପାର ୧୬ଜଣ ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ହେମନ୍ତ ସୋରେନ ସରକାରଙ୍କୁ…
ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ ଘଟଣା ନିଲମ୍ବିତ ଶିକ୍ଷକ ଗିରଫ
ବାସୁଦେବପୁର/ପଦ୍ମପୁର, ୨୫।୭ (ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର କ୍ଲଷ୍ଟରର ସୁନାମୁହିଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ମାଡ଼ ଘଟଣାରେ ନିଲମ୍ବିତ ଶିକ୍ଷକ କଳ୍ପତରୁ ମଲିକଙ୍କୁ ସୋମବାର ଅପରାହ୍ନରେ ଚାନ୍ଦିମାଳ ବଜାରରୁ ପୋଲିସ ଗିରଫ କରିଛି। ଆହତ ଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗ…
୪୧ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଭଦ୍ରକ ଅଫିସ,୨୫।୭: ଭଦ୍ରକ ପୁରୁଣାବଜାର ଥାନା ପୋଲିସ ରବିବାର ସନ୍ଧ୍ୟାରେ ଜଣେ ଯୁବକଙ୍କଠାରୁ ୪୧ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଏକ ବୁଲେଟ ଗାଡ଼ି ଜବତ ସହ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଗରଦପୁର କାଜିବଜାରର ଅତାଉଲ୍ଲା ସାହା। ଏନେଇ…
ନିର୍ବାଚନ ପରବର୍ତ୍ତୀ ହିଂସାରେ ୭ ଗିରଫ
କୋଲକାତା,୨୫।୭: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଶ୍ରୀଧର ଦାସଙ୍କ ମୃତ୍ୟୁ ଘଟଣାରେ ସୋମବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ସିବିଆଇ) ୭ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଣବ ବରକାଇଟ୍, ପ୍ରୀତମ ରୟ ସରକାର, ରତନ ରୟ ସରକାର, ଲିଟନ ଶିଲ,…
ଧରାପଡ଼ିଲେ ସାଇବର ଠକ
ବୈଶିଙ୍ଗା,୨୫ା୭(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଦଳିଆ ଗ୍ରାମର ଜଣେ ଯୁବକଙ୍କୁ ସାଇବର ଠକେଇ ଅଭିଯୋଗରେ ପୋଲିସ କୋର୍ଟ ଚାଲାଣ କରିଛି। ସେ ହେଲେ ଚାରୁଚନ୍ଦ୍ର ସିଂଙ୍କ ପୁଅ ତୁଫାନ। ଏନେଇ ଥାନାରେ ଏକ ମାମଲା(ନଂ.୨୧୪/୨୨)ରୁଜୁ ହୋଇଛି। ସୂଚନାଯୋଗ୍ୟ, ଗତ…
ଆରଆଇଙ୍କୁ ଗୋଡ଼ାଇ ପିଟିଲେ ପଥର ମାଫିଆ
ନୀଳଗିରି,୨୫ା୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନ ବାଘମରା ଗାଁରେ ସୋମବାର ସଜନାଗଡ଼ ଆର୍ଆଇ ସନ୍ତୋଷ କୁମାର ବେହେରାଙ୍କୁ ପଥର ମାଫିଆମାନେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଆକ୍ରମଣରେ ଆର୍ଆଇ ବେହେରା ଲହୁଲୁହାଣ ହୋଇଛନ୍ତି। ଏହାସହ ତାଙ୍କ ମୋବାଇଲ ଓ ପର୍ସ…
ଦକ୍ଷିଣ ଇରାନ ବନ୍ୟାରେ ଗଲା ୨୧ ଜୀବନ
ତେହରାନ, ୨୫।୭: ପ୍ରବଳ ବର୍ଷା କାରଣରୁ ସାଉଥର୍ନ ଇରାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋଟର୍ର୍ ଅନୁସାରେ ବନ୍ୟାରେ ପ୍ରାୟ ୨୧ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା କାରଣରୁ ରାଉଡବଲ ନଦୀର ଜଳସ୍ଥର ବୃଦ୍ଧି ପାଇବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ…
ବାବୁସାନଙ୍କୁ ଅବାଟରେ ନ ଯିବାକୁ ନିବେଦନ କଲେ ପ୍ରଂଶସକ
ଭୁବନେଶ୍ୱର,୨୫।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି, ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ଘଟଣାକୁ ୩ ତିନି ଦିନ ବିତିଥିଲେ ସୁଦ୍ଧା ଚର୍ଚ୍ଚା ଥମିବାର ନା ନେଉନି। ଘଟଣା ପରେ…
ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ
ବ୍ରଜରାଜନଗର,୨୫ା୭(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ମଣ୍ଡଳିଆ ଛକରେ ଯୌତୁକ ଲାଗି ସ୍ତ୍ରୀଙ୍କୁ କିରୋସିନ ଢାଳି ପୋଡି ମାରିବା ଅଭିଯୋଗରେ ପୋଲିସ ସୋମବାର ସ୍ବାମୀ ଆକତାବ ଆଲମ (୩୫)ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ମଣ୍ଡଳିଆ ଅଞ୍ଚଳରେ ରହୁଥିବା ଆକତାବଙ୍କ…
Archives


