Home Left

ଏଣିକି ଲିଙ୍ଗରାଜଙ୍କ ପୂଜା, ପ୍ରସାଦ ପାଇଁ ହେବ ଅନଲାଇନ ବୁକିଂ

ଭୁବନେଶ୍ୱର,୮।୯(ବ୍ୟୁରୋ): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଅନଲାଇନ୍‌ ସମନ୍ବିତି ମନ୍ଦିର ପରିଚାଳନା ବ୍ୟବସ୍ଥା ବା ଆଇଟିଏମଏସ ଲାଗୁ ହେବ । ଏପରି ହେଲେ ଭକ୍ତ ଦର୍ଶନ, ପୂଜା କିମ୍ବା ପ୍ରସାଦ ପାଇଁ ଅନ୍‌ଲାଇନରେ ବୁକିଂ କରିପାରିବେ। ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ…

ଆଡଭାନ୍ସ ବୁକିଂରେ ଏତିକି କୋଟି ଟଙ୍କା ରୋଜଗାର କଲା ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ପ୍ରତୀକ୍ଷାର ହେବ ଅନ୍ତ। ଆଉ ମାତ୍ର ଗୋଟିଏ ଦିନ ଅର୍ଥାତ୍‌ ୯ରେ ରିଲିଜ୍‌ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ କେମେଷ୍ଟ୍ରି ଦର୍ଶକ…

ସୃଷ୍ଟି ହେଲା ଲଘୁଚାପ: ୯ରୁ ପ୍ରବଳ ବର୍ଷା!

ଭୁବନେଶ୍ୱର, ୮।୯(ବ୍ୟୁରୋ): ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ…

ଦୁରାରୋଗ୍ୟ ବ୍ୟାଧି ସନ୍ଦେହକରି ମହିଳାଙ୍କୁ ଛାଡ଼ି ସ୍ବାମୀ, ପୁଅ ଫେରାର

ଅମରପାଲି,୮ା୯(ଡି.ଏନ.ଏ.): ଦୁରାରୋଗ୍ୟ ବ୍ୟାଧି ହୋଇଥିବା ସନ୍ଦେହ କରି ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମେତ ପୁଅ ବୋହୁ ଗୁରୁତର ଅବସ୍ଥାରେ ଘରେ ଛାଡି ଫେରାର ହୋଇ ଯାଇଛନ୍ତି। ସେ ରହୁଥିବା ପଡାବାସୀ ମଧ୍ୟ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି । ଏହି…

ସାମ୍ନାକୁ ଆସିଲା ନୟନତାରାଙ୍କ ଫାଷ୍ଟ ଲୁକ୍‌, ‘ଗଡ୍‌ଫାଦର’ରେ ଆସିବେ ନଜର

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ନୟନତାରା ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଗଡ୍‌ଫାଦର’କୁ ନେଇ ଚର୍ଚ୍ଚାରେ। ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ନୟନତାରାଙ୍କ କେମେଷ୍ଟ୍ରି ଦର୍ଶକ ଖୁବ୍‌ଶୀଘ୍ର ଦେଖିବାକୁ ପାଇବେ। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା। ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ।…

ନାସା ଯିବେ କଳାହାଣ୍ଡି ପୁଅ ହ୍ରିଙ୍କାର ମିଶ୍ର

ଭବାନୀପାଟଣା,୮।୯(ସ୍ବ.ପ୍ର.): ଓଡ଼ିଆ ପୁଅଙ୍କ ସଫଳତା। ନାସାରେ ରକେଟ ଲଞ୍ଚ କାର୍ଯ୍ୟକ୍ରମରେ କାମ କରିବାର ସୁଯୋଗ ପାଇବେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଜଣେ ମେଧାବୀ ଛାତ୍ର ହ୍ରିଙ୍କାର ମିଶ୍ର। ତୁଳସୀ ଦୁଇପତ୍ରରୁ ବାସିବା ଭଳି ଛାତ୍ର ଜଣଙ୍କ ପ୍ରତିଭା ପିଲାଟି ବେଳୁ…

ସ୍ବତନ୍ତ୍ର ଡୁଡ୍‌ଲ ଯୋଗେ ଭୁପେନ ହଜାରିକାଙ୍କୁ ମନେ ପକାଇଲା ଗୁଗ୍‌ଲ

ଲୋକପ୍ରିୟ ସଙ୍ଗୀତକାର ତଥା ଚଳଚ୍ଚିତ୍ର ନିର୍ମାତା ଭୁପେନ ହଜାରିକାଙ୍କ ଆଜି ୯୬ତମ ଜନ୍ମଜୟନ୍ତୀ। ଏହି ଅବସରରେ ଗୁଗଲ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରି ଭୁପେନଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏହି ଡୁଡଲରେ ସ୍ବର୍ଗତ ସଙ୍ଗୀତକାର ହରମୋନିୟମ ବଜାଉଥିବା ଦେଖାଯାଇଛି।…

‘କଚ୍ଚା ବାଦାମ’ ପରେ ପ୍ରସିଦ୍ଧ ହେଲେ ଏହି ସ୍ନାକ୍ସ ବିକାଳି

ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯେଉଁଠି ଲୋକେ ରାତାରାତି ପ୍ରସିଦ୍ଧ ହୋଇଯାଆନ୍ତି। କାହାର ଭାଗ୍ୟ କେତେବେଳେ ଏଠି ଉଜ୍ଜ୍ୱଳ ହୋଇଥାଏ ତାହା କହି ହୁଏ ନାହିଁ। ଆପଣଙ୍କର ନିଶ୍ଚିତ ମନେ ଥିବ ଜଣେ ବାଦାମ ବିକାଳି ‘କଚ୍ଚା ବାଦାମ’ ଗୀତ…

୧୦ କୋଟି ଟଙ୍କାର ତିମି ବାନ୍ତି ଜବତ

ଲକ୍ଷ୍ନୌ,୮।୯: ଉତ୍ତରପ୍ରଦେଶ ପୋଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ତିମି ବାନ୍ତି ଚୋରା ଚାଲାଣ କରୁଥିବା ଚାରିଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ଏକ ଗ୍ୟାଙ୍ଗ୍‌ର ସଦସ୍ୟ। ଏସଟିଏଫ କହିଛି ଯେ, ଲକ୍ଷ୍ନୌର ଗୋମତିନଗର ଅଞ୍ଚଳରୁ ୪.୧୨୦ କିଲୋଗ୍ରାମ ତିମି ବାନ୍ତି…

ପାକିସ୍ତାନ କ୍ରିକେଟରଙ୍କ ପ୍ରେମରେ ପଡିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା କଛି ନା କିଛ କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ହେଲ ସେ ଏଥର ଏମିତି କାମ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ତେବେ ଏଥର ସେ ଚର୍ଚ୍ଚାକୁ…

ଟ୍ରେନ୍‌ରେ ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତର

ଭୁବନେଶ୍ୱର, ୮।୯(ବ୍ୟୁରୋ): ଟ୍ରେନ୍‌ରେ ଜଣେ ମହିଳା ଯାତ୍ରୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦେବଦୂତ ସାଜିଥିଲେ ଓଡ଼ିଆ ଡାକ୍ତର। ବିନା ସରଞ୍ଜାମରେ ତାଙ୍କର ସଫଳ ତଥା ନିରାପଦ ପ୍ରସବ କରାଇ ଏବେ ସେ ଚର୍ଚ୍ଚାରେ। ମହିଳାଙ୍କର ଏକ କନ୍ୟା ସନ୍ତାନ ହୋଇଥିବାବେଳେ…

ବଜ୍ରପାତରେ ୩ ଜଣଙ୍କ ଜୀବନ ଗଲା

ଲୋଇସିଂହା,୮ା୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଜଡ଼ାମୁଣ୍ଡାରେ ବଜ୍ରପାତ ଘଟି ଜଣେ ନାବାଳକଙ୍କ ସହ ୩ ଜଣଙ୍କ ଜୀବନ ଯାଇଛି। ମୃତକ ହେଲେ ପ୍ରଶାନ୍ତ ମୁଣ୍ଡା(୨୭), କାହ୍ନୁ ତାଣ୍ଡି(୨୦) ଓ ଚନ୍ଦନ ଝାଙ୍କର (୧୨)। ଗୁରୁତର ଅବସ୍ଥାରେ ସେମାନଙ୍କୁ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri