Posted inଜାତୀୟ

୩ ବର୍ଷ ପରେ ଚେନ୍ନାଇରୁ ଜାଫ୍‌ନା ଉଡ଼ିଲା ବିମାନ

ଚେନ୍ନାଇ,୧୩।୧୨: ୩ ବର୍ଷ ପରେ ସୋମବାର ଚେନ୍ନାଇରୁ ଶ୍ରୀଲଙ୍କାର ଜାଫ୍‌ନାକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। କୋଭିଡ୍‌ କାରଣରୁ ଚେନ୍ନାଇରୁ ଜାଫ୍‌ନା ବିମାନ ଚଳାଚଳ ବନ୍ଦ କରାଯାଇଥିଲା। ସୋମବାର ସକାଳ ପ୍ରାୟ ୧୧ଟା ୨୫ ମିନିଟରେ ଏଲିଆନ୍ସ ଏୟାର ସର୍ଭିସ ଜାଫ୍‌ନା ବିମାନ ବନ୍ଦରରେ ଅବତରଣ କରିଥିଲା। ତେବେ ୧୪ ଜଣ ବଛା ବଛା ବିମାନଯାତ୍ରୀଙ୍କୁ ନେଇ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଓ୍ବେଲ୍‌କମ୍‌ ସେରିମୋନିର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ୧୦୦ରୁ ୧୧୫ ନମ୍ବର ରଖିଲେ ଛାତ୍ରୀଛାତ୍ର

ମୁମ୍ବାଇ, ୧୮ା୩: ମୁମ୍ବାଇ ୟୁନିଭର୍ସିଟି (ଏମ୍‌ୟୁ)ର ପଞ୍ଚମ ସେମିଷ୍ଟର ଗଣିତ ପରୀକ୍ଷାରେ ୬ ଜଣ ଛାତ୍ରୀଛାତ୍ର ପୂରା ନମ୍ବରଠାରୁ ଅଧିକ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।...

ସୁଶାନ୍ତଙ୍କ ପରେ ଆତ୍ମହତ୍ୟା କଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୧୨।୧୧-ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ମନରୁ ନ ଯାଉଣୁ ବଲିଉଡର ଆଉ ଜଣେ ଖ୍ୟାତନାମା ଅଭିନେତା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ବଲିଉଡ ଅଭିନେତା ଆସିଫ ବସ୍ରା(୫୩) ଆତ୍ମହତ୍ୟା...

ବଜାରରେ ସିନ୍ଥେଟିକ୍‌ ଜିରା: ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଚାଲିଛି ଚୋରା ବେପାର

ନୂଆଦିଲ୍ଲୀ,୨୦।୧୧: ଏବେ ବଜାରରେ ସିନ୍ଥେଟିକ୍‌ ଜିରା ମିଳୁଛି। ପ୍ରକୃତ ଜିରା ସହିତ ମିଶାଇ ଏହାକୁ ବିକ୍ରି କରାଯାଉଛି। ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଏହାର ଚୋରା ବେପାର...

୨୧୬ ଫୁଟ ‘ଷ୍ଟାଚ୍ୟୁ ଅଫ ଇକ୍ୱେଲିଟି’କୁ ରାଷ୍ଟ୍ରକୁ ସମର୍ପିତ କରିବେ ମୋଦି

ହାଇଦ୍ରାବାଦ,୫ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ୱୃତିରେ ହାଇଦ୍ରାବାଦରେ “ଷ୍ଟାଚ୍ୟୁ ଅଫ୍ ଇକ୍ୱେଲିଟି”ର ଲୋକର୍ପଣ କରି ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ...

ପ୍ରାର୍ଥୀଙ୍କ ବିଶ୍ୱାସ ଗର୍ଭସ୍ଥ ସନ୍ତାନ ଦେବ ବିଜୟ

ପାଟନା,୧୮ ।୧୦: ବିହାର ବିଧାନସଭା ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ସବୁ ପ୍ରାର୍ଥୀ ବିଜୟ ଲକ୍ଷ୍ୟ ହାସଲରେ ଲାଗି ପଡିଛନ୍ତି । ଏତିକିବେଳେ ଜେଡିୟୁର...

ସଭର୍‌କରଙ୍କ ବିରୋଧୀ ଆଣ୍ଡାମାନ ଜେଲ୍‌ରେ ୨ ଦିନ କାଟନ୍ତୁ: ରାଉତ

ମୁମ୍ବାଇ,୧୮।୧(ପି.ଟି.): ହିନ୍ଦୁତ୍ୱ ବିଚାରଧାରା ସମ୍ପନ୍ନ ଭି.ଡି. ସଭର୍‌କରଙ୍କୁ ଭାରତରତ୍ନ ପ୍ରଦାନ କରିବା ଲାଗି ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି। ଏହାକୁ ବିରୋଧ କରୁଥିବା...

ଦେଶରେ ଆଜି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୦।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୪ ନୂଆ...

ହଠାତ୍‌ କର୍ମଚାରୀଙ୍କ ଘରେ ପହଞ୍ଚିଲେ ରତନ ଟାଟା, ଆଉ ତା’ପରେ

ପୁନେ,୧୩।୧:ଶିଳ୍ପପତି ରତନ ଟାଟା ନିଜର ସରଳତା ଏବଂ ମାନବିକତା ଗୁଣ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ସେ ପୁଣି ଥରେ ଉଦାହରଣ ସୃଷ୍ଟି କରିନ୍ତି। ରତନ...

Advertisement
Archives

Model This Week