ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଖେଳାଳି
ଦୁବାଇ,୮।୯: ୟୁଏଇରେ ଖେଳାଯାଉଥିବା ଏସିଆ କପରେ ବୁଧବାର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ରୋମାଞ୍ଜକର ମୁକାବିଲା ହୋଇଥିଲା। ଶେଷରେ ଏହି ମ୍ୟାଚ୍ରେ ବାଜି ମାରିନେଇଥିଲା ପାକିସ୍ତାନ। ପାକିସ୍ତାନ ମାତ୍ର ଗୋଟିଏ ଉଇକେଟରେ ଜିତିବାରେ ସଫଳ ହୋଇଥିଲା। ପ୍ରାୟ ଜିତିଥିବା ଖେଳକୁ ହାରିବା…
ଜଟଣୀରେ ହେବ ୨୦୦ ଶଯ୍ୟାର କ୍ୟାନ୍ସର ହସ୍ପିଟାଲ
ଭୁବନେଶ୍ୱର, ୮।୯(ବ୍ୟୁରୋ): ଜଟଣୀସ୍ଥିତ ନାଇଜର ପରିସରରେ ଏକ କ୍ୟାନ୍ସର ହସ୍ପିଟାଲ ସ୍ଥାପନ କରାଯିବ। ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଓ ଟାଟା କ୍ୟାନ୍ସର ମେମୋରିଆଲ ସେଣ୍ଟର ମଧ୍ୟରେ ବୁଧବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଲୋକସେବା…
ପାକିସ୍ତାନଠାରୁ ହାରିବା ପରେ ଆଫଗାନିସ୍ତାନ ପ୍ରଶଂସକ ପିଟିଲେ ପାକ୍ ଦର୍ଶକଙ୍କୁ : ଭିଡିଓ ଭାଇରାଲ
କାବୁଲ, ୮ ।୯: ଏସିଆ କପରେ ବୁଧବାର ହୋଇଥିବା ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ ପରେ ଷ୍ଟାଡିୟମରେ ହଙ୍ଗାମା ହୋଇଛି । ପାକିସ୍ତାନଠାରୁ ରୋମାଞ୍ଚକର ପରାଜୟ ପରେ ଆଫଗାନିସ୍ତାନ ପ୍ରଶଂସକମାନେ ଏତେ ପରିମାଣରେ ରାଗି ଯାଇଥିଲେ କି ଷ୍ଟାଡିୟମରେ ଭଙ୍ଗାରୁଜା ଆରମ୍ଭ କରି ଦେଇଥିଲେ…
ମୁମ୍ବାଇ ବ୍ଲାଷ୍ଟର ଅଭିଯୁକ୍ତ ୟାକୁବ ମେମନଙ୍କ କବରକୁ ନେଇ ବିବାଦ, ଭିଆଇପି ଟ୍ରିଟମେଣ୍ଟକୁ ନେଇ ପ୍ରଶ୍ନ କଲା ଭାଜପା
ନୂଆଦିଲ୍ଲୀ,୮ ।୯: ମୁମ୍ବାଇ ବ୍ଲାଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାକୁବ ମେମନଙ୍କ କବରକୁ ନେଇ ଉଠିଛି ବିବାଦ । କବରର ସାଜ ସଜାକୁ ନେଇ ଭାରତୀୟ ଜନତା ପାର୍ଟି(ଭଜପା) ପ୍ରଶ୍ନ ଉଠାଇଛି । ଭାଜପା କହିଛି ଜଣେ ଦୋଷୀଙ୍କ କବରକୁ କାହିଁକି…
ଓଡ଼ିଶାର ବୟନଶିଳ୍ପ ଆକର୍ଷଣର କେନ୍ଦ୍ରବିନ୍ଦୁ: ମନ୍ତ୍ରୀ
ଭୁବନେଶ୍ବର, ୮।୯(ବ୍ୟୁରୋ): ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ୩ୟ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ ଅନୁଷ୍ଠିତ ହେବ। ରାଜ୍ୟ ବାହାରର ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରିବା ଏବଂ ଓଡ଼ିଶାର ବୟନ ଶିଳ୍ପକୁ ପ୍ରମୁଖ ସ୍ଥାନ ଦେବା ଲକ୍ଷ୍ୟରେ ବୁଧବାର…
ବିଓଆଇର ୧୧୭ ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୮।୯: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ର ୧୧୭ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ-୬ ରେ ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ଅବସରରେ…
ଓଡ଼ିଶା ବଜାରରେ କନ୍ଷ୍ଟ୍ରକ୍ସନ ଲିଡର ‘ସାନି’
ଭୁବନେଶ୍ୱର,୮।୯ : ଅନ୍ତଃରାଷ୍ଟ୍ରୀୟ ବଜାରରେ ବେଶ୍ ଜଣାଶୁଣା ତଥା କନ୍ଷ୍ଟ୍ରକ୍ସନ ଲିଡର ଭାବେ ପରିଚିତ ସାନି ବର୍ତ୍ତମାନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଏପରିକି ସାନି ହେଭି ଇଣ୍ଡଷ୍ଟ୍ରି ଲିମିଟେଡ୍ ପକ୍ଷରୁ ବୁଧବାର ସ୍ଥାନୀୟ ପଳାଶୁଣୀଠାରେ ତା’ର ଶାଖା କାର୍ଯ୍ୟାଳୟ ସହ…
୨.୫ କୋଟିର ଋଣ ମଞ୍ଜୁର କଲା ୟୁବିଓଆଇ
ଭୁବନେଶ୍ୱର,୮।୯: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଓଆଇ)ର ବାଲୁଗଁା ଶାଖା ନବୀକରଣ ପରିସର ସହ ୟୁନିୟନ ଗୋଲ୍ଡ ଲୋନ୍ ପଏଣ୍ଟ ଏବଂ ଏଟିଏମ୍ ଲବି ଆଦିର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ ମୁଖ୍ୟ…
ଏଏମ୍ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ
ଭୁବନେଶ୍ୱର,୮।୯: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ୍ (ଏଏମ୍-ଏନ୍ଏସ୍) ଇଣ୍ଡିଆ ପକ୍ଷରୁ ବୁଧବାର ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଓଡ଼ିଶା ଜଗରନଟ୍ସର ଖେଳାଳିମାନଙ୍କୁ ଉସତ୍ାହିତ କରିବା ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏପରିକି ନିକଟରେ ପୁଣେଠାରେ ଶେଷ…
ଶିକ୍ଷା କରେ ସାମୂହିକ ବିକାଶ
ଶିକ୍ଷା ଦ୍ୱାରା ସାମୂହିକ ବିକାଶ ସମ୍ଭବ ହୋଇପାରିଥାଏ। ଶିକ୍ଷାଦ୍ୱାରା ଜଣେ ସାକ୍ଷର ହୋଇଥାଏ। ଜଣେ ସାକ୍ଷର ବିଭିନ୍ନ ସରକାରୀ ଯୋଜନାର ଲାଭ ସହଜରେ ଗ୍ରହଣ କରି ପାରିଥାଏ। ତେଣୁ ସାକ୍ଷରତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ…
ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଦାବି ସମାଜବାଦୀ ପାର୍ଟିିର ୧୦୦ ବିଧାୟକ ଭାଜପାରେ ସାମିଲ ହେବାକୁ ପସ୍ତୁତ
ଲକ୍ଷ୍ନୌ,୮ ।୯: ଉତ୍ତର ପ୍ରଦେଶ ବାରାବାଙ୍କି ଜନପଦ ଗସ୍ତରେ ଯାଇଥିବା ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜିଲା ଭ୍ରମଣରେ ଯାଇଥିଲେ । ପ୍ରଥମେ ସେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କର ଗୋପନୀୟ ଜନପ୍ରତିନିଧି ଓ ପାର୍ଟି ପଦାଧିକାରୀଙ୍କ…
ବନ୍ୟାବେଳେ ଦୋସା ଭିଡିଓ କରି ତେଜସ୍ବୀ ସୂର୍ଯ୍ୟା ହଟହଟା
ବେଙ୍ଗାଲୁରୁ,୮ା୯: ଲଗାଣ ବର୍ଷାରେ କର୍ନାଟକର ବେଙ୍ଗାଲୁରୁ ଉବୁଟୁବୁ ହେଉଥିବାବେଳେ ସ୍ଥାନୀୟ ଏମ୍ପି ତେଜସ୍ବୀ ସୂର୍ଯ୍ୟା ଦୋସା ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି। ବେଙ୍ଗାଲୁରୁ ସାଉଥ୍ ଆସନର ଭାଜପା ଏମ୍ପି ତଥା ଦଳର ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ବୀ…
Archives


