କାର୍ତ୍ତିକ ବ୍ରତ ପାଇଁ ମଙ୍ଗଳବାରଠୁ ପଞ୍ଜିକରଣ କରିପାରିବେ ହବିଷ୍ୟାଳି
ପୁରୀ ଅଫିସ,୧୩।୯: ଅକ୍ଟୋବର ୧୦ରୁ ମହାକାର୍ତ୍ତିକ ବ୍ରତ ଆରମ୍ଭ ହେଉଛି । ଚଳିତ ବର୍ଷ ହଜାର ହଜାର ହବିଷ୍ୟାଳି ଶ୍ରୀ କ୍ଷେତ୍ରରେ ସମାଗମ ହେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମାଗଣା ରହଣି ସହ ମହାପ୍ରସାଦ ସେବନ, ପୂଜାନୀତି,…
କମୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୧୩।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୩୬୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
ରାସ୍ତାକୁ ଗୋରୁ ଛାଡ଼ିଲେ ଜରିମାନା
ଅନୁଗୋଳ ଅଫିସ, ୧୩ା୯:ଅନୁଗୋଳ ସହରର ବିଭିନ୍ନ ରାସ୍ତାରେ ବୁଲା ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ଏପରି କି ଦୁର୍ଘଟଣା ଘଟି କେତେବେଳେ ଗୋରୁ ତ ଆଉ କେତେବେଳେ ବାଇକ୍ ଆରୋହୀଙ୍କ ଜୀବନ ଯାଉଛି।…
ସରୁନି ସଡ଼କ ସଂଘର୍ଷ
ବଇଣ୍ଡା, ୧୩ା୯ (ଡି.ଏନ.ଏ.):ଗଁାକୁ ଗମନାଗମନରେ ହେଉଛି ଅସୁବିଧା। ବିଶେଷକରି ବର୍ଷାଋତୁରେ ଯାତାୟାତ କଷ୍ଟକର ହୋଇପଡ଼ୁଛି। କାଦୁଅ, ପାଣିରେ ପଶି ଲୋକଙ୍କୁ ଚଳପ୍ରଚଳ ହେବାକୁ ପଡ଼ୁଛି। ତେଣୁ ମାଟି ରାସ୍ତାକୁ ପକ୍କା କରିବାକୁ ଦାବି କରି ଆସୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ…
ତୋରଣରେ ସ୍ବର୍ଣ୍ଣମନ୍ଦିର
ଭୁବନ,୧୩।୯(ଡି.ଏନ୍.ଏ.):ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି କଳାସଂସ୍କୃତିର ସହର ଭୁବନ। ପ୍ରତିଯୋଗିତାପୂର୍ଣ୍ଣ ମହୋତ୍ସବରେ ୧୩ ମଣ୍ଡପ ସାମିଲ ହୋଇଥିବାବେଳେ ମୂର୍ତ୍ତି, ମେଢ଼, ସାଜସଜ୍ଜାକୁ ନେଇ ଆରମ୍ଭ ହୋଇଛି ପ୍ରତିଦ୍ୱନ୍ଦ୍ୱିତା। ଏଥିରେ ନିଜକୁ ସାମିଲ କରିଛି ପୋଥାଳ ସାହି ପୂଜା କମିଟି। ଚଳିତବର୍ଷ…
୨୦୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ
ଗୋପାଳପୁର,୧୩ା୯(ଡି.ଏନ୍.ଏ.):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ଜିଲାରେ ବର୍ଷା ଲାଗିରହିଛି। ଫଳରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିଷି ତହସିଲ ଅନ୍ତର୍ଗତ ମେଣ୍ଢରାଜପୁର ଗାଁର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ବର୍ତ୍ତମାନ ଚାଷୀମାନଙ୍କ ପାଇଁ ଏହା ମୁଣ୍ଡବ୍ୟଥାର…
ଭଙ୍ଗାଯାଉନି ଗିରି ମାର୍କେଟ କୋଠା
ବ୍ରହ୍ମପୁର ଅଫିସ,୧୩ା୯:ବ୍ରହ୍ମପୁର ସହରର ହୋଲ୍ସେଲ୍ ବାଣିଜ୍ୟ ପେଣ୍ଠସ୍ଥଳୀ କହିଲେ ଗିରି ମାର୍କେଟ ବେଶ୍ ପରିଚିତ। ଏହି ମାର୍କେଟ ପ୍ରାୟ ୫୦ ବର୍ଷ ପୁରୁଣା। ଉକ୍ତ ମାର୍କେଟ ଉପରେ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ଅନେକ ବ୍ୟବସାୟୀ ନିର୍ଭରଶୀଳ। ଏହି ମାର୍କେଟ…
ହ୍ବାଇଟ୍ ସ୍ପାଇଡର: ୮ ମାସରେ ଭୁବନେଶ୍ୱରରୁ ୧୦୯ ଗିରଫ
ଭୁବନେଶ୍ୱର,୧୩।୯ (ବ୍ୟୁରୋ):ରାଜଧାନୀରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ କମିଶନରେଟ ପୋଲିସ ୨୦୨୧ ଅଗଷ୍ଟ ୧୫ରେ ‘ହ୍ବାଇଟ୍ ସ୍ପାଇଡର’ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲା। ଚଳିତବର୍ଷ ଜାନୁୟାରୀରୁ ଅଗଷ୍ଟ ଅର୍ଥାତ୍ ୮ ମାସ ମଧ୍ୟରେ ଏହି ଅଭିଯାନରେ ୧୦୯ ଜଣଙ୍କୁ…
ଜଳକାରେ ତୃତୀୟ ବନ୍ୟା
ରୂପସା, ୧୩।୯(ଡି.ଏନ.ଏ.):ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ସୋମବାର ଚଳିତବର୍ଷର ତୃତୀୟ ଥର ପାଇଁ ବନ୍ୟା ଆସିଛି। ଲଘୁଚାପଜନିତ ଲଗାଣବର୍ଷା ଯୋଗୁ ୫ଶହରୁ ଊଦ୍ଧର୍ବ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ବନ୍ୟାକୁ ନେଇ ଚାଷୀକୁଳ…
ଭିଜିଲାନ୍ସ ଜାଲରେ ଫରେଷ୍ଟର୍
ଭବାନୀପାଟଣା,୧୩।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା କର୍ଲାପାଟ ରେଞ୍ଜ ଶଗଡା ଫରେଷ୍ଟର୍ ଯୋଗେନ୍ଦ୍ର ମାଝୀ ସୋମବାର ବିଳମ୍ବିତ ରାତିରେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଚଢ଼ାଉ ସମୟରେ ତାଙ୍କ ନିକଟରୁ ୨ ଲକ୍ଷ ତିନି ହଜାର ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଥିଲା। ହେଲେ ପଚାରାଉଚୁରା…
ଆଜି ରାଜ୍ୟରେ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୩।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯୩…
ହାଇଦ୍ରାବାଦ ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରି ଫାଟି ଅଗ୍ନିକାଣ୍ଡ ଘଟଣା, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୩ ।୯: ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ସୋମବାର ରାତିରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ବିଲଡିଂର ଗ୍ରାଉଣ୍ଡ ଫ୍ଲୋରରେ ଇଲେକ୍ଟ୍ରିକ ସ୍କୁଟର ଶୋ’ରୁମ ଥିଲା । ଏହାର…
Archives


