ମା’ ହେବା ଖବରକୁ ନେଇ ଏମିତି କହିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ସ୍ବାମୀ ମହସିନ ଅଖତରଙ୍କ ସହ ଆଜିକାଲି ଖୁସିର ସମୟ ବିତାଉଛନ୍ତି। ନିକଟରେ ମହସିନ ସୋସିଆଲ ମିଡିଆରେ ଏକ କୁନି ଝିଅ ସହ ଫଟୋ ଶେୟାର କରିଥିଲେ। ମହସିନ୍ କୁନି ଝିଅକୁ ନିଜ କୋଳରେ…
ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ
ଚେନ୍ନାଇ,୧୫।୯: ଚେନ୍ନାଇର ଆଭାଡି ବାୟୁ ସେନା ବେସ୍ରେ ପୋଷ୍ଟିଂ ହୋଇଥିବା ଜଣେ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମୃତକ ଯବାନ ଜଣଙ୍କ ହେଲେ ୨୨ ବର୍ଷୀୟ ଯବାନ ଜଣକ ହେଲେ ନୀରବ ଚୌହାନ। ଗୁରୁବାର ଭୋର…
ଦଲେର୍ ମେହେନ୍ଦିଙ୍କୁ ଆଶ୍ୱସ୍ତି
ଚଣ୍ଡିଗଡ,୧୫।୯: ମାନବ ଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ଭୋଗୁଥିବା ପଞ୍ଜାବୀ ଗାୟକ ଦଲେର୍ ମେହେନ୍ଦିଙ୍କୁ ଗୁରୁବାର ପଞ୍ଜାବ-ହରିୟାଣା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ପଟିଆଲା କୋର୍ଟ ଦେଇଥିବା ଦଣ୍ଡକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ…
ଦିନେ ପ୍ରତିଯୋଗୀ ହୋଇ ଆସିଥିଲେ, ଆଜି ବିଚାରପତି ଭାବେ ନେଉଛନ୍ତି ସର୍ବାଧିକ ପାଉଣା
ବମ୍ବେ: ଆରମ୍ଭ ହେବା ଦିନରୁ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ-୧୩’। ଏଥିରେ ନେହା କକ୍କଡ, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିଆ ପ୍ରମୁଖ ବିଚାରପତି ଭାବେ ନଜର ଆସୁଛନ୍ତି। ଶୋ’ ଲାଗି ସେମାନେ ମୋଟା ଅଙ୍କର ପାଉଣା…
୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା
ପାଟନା,୧୫।୯: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି। ଯଦି ଦେଶରେ ଏକ ଅଣ-ଭାଜପା ସରକାର ଗଠନ ହୁଏ ତେବେ ସମସ୍ତ ପଛୁଆ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା…
ଓଡ଼ିଶାରେ ଖୁବ୍ଶୀଘ୍ର ଆରମ୍ଭ ହେବ ୫ଜି ସେବା
ଭୁବନେଶ୍ୱର,୧୫।୯(ବ୍ୟୁରୋ): ଓଡ଼ିଶାରେ ଖୁବ୍ଶୀଘ୍ର ୫ଜି ସେବା ଆରମ୍ଭ ହେବ। ଏ ନେଇ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ସୂଚନା ଦେଇଛନ୍ତି। ଏହାସହ ୫ଜି ସେବାରେ କୌଣସି ରେଡିଏଶନର ପ୍ରଭାବ ନାହିଁ, ତେଣୁ ଆଶ୍ୱସ୍ତି ରୁହନ୍ତୁ ବୋଲି ଅଶ୍ୱିନୀ ବୈଷ୍ଣବ…
ଟି୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ଆଫଗାନିସ୍ତାନ
କାବୁଲ,୧୫।୯: ଏସିଆ କପ୍ ୨୦୨୨ରେ ଚମତ୍କାର ପ୍ରଦର୍ଶନ ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଗୁରୁବାର ଟି୨୦ ବିଶ୍ୱକପ୍ ଲାଗି ଦଳ ଘୋଷଣା କରିଛି। ମହମ୍ମଦ ନବୀଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୧ରେ ହୋଇଥିବା ଟି୨୦ ବିଶ୍ୱକପ୍ରେ ମଧ୍ୟ ନବୀ…
ରାଜ୍ୟରେ ୨ରୁ ୩ ଦିନ ଯାଏ ଗୁଳୁଗୁଳି!
ଭୁବନେଶ୍ୱର,୧୫।୯(ବ୍ୟୁରୋ): ଆଗାମୀ ୨ ରୁ ୩ ଦିନ ଯାଏ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନ ଥିବାରୁ ଦିନ ତାପମାତ୍ରା ପାଇବ। ଏହାସହ ଉପକୂଳ ଓଡିଶା ସମେତ ପାର୍ଶବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ…
ଫାର୍ମହାଉସରେ ସଲମାନଙ୍କୁ ହତ୍ୟା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ନିରନ୍ତର ବିପଦ ରହିଛି। ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଥରେ ଏହି ପ୍ଲାନ୍ ବିଫଳ ହେବା ପରେ ବିଷ୍ଣୋଇ ଗ୍ୟାଙ୍ଗ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଆଉ ଏକ…
ରାଜନୀତିରେ ଏଣ୍ଟ୍ରି କରିବେ କେଆର୍କେ: କହିଲେ ‘ଦେଶରେ ସୁରକ୍ଷିତ ରହିବାକୁ ହେଲେ ଅଭିନେତା ନୁହେଁ, ନେତା ହେବା ଜରୁରୀ’
ବମ୍ବେ: କେତେବେଳେ ଅଭିନେତା ତ କେତେବେଳେ ନୂଆ ଫିଲ୍ମ ରିଲିଜ ଉପରେ ଟିପ୍ପଣୀ ଦେଇ ବିବାଦରେ ରହିଥାନ୍ତି କମାଲ ଆର୍ ଖାଁ ଓରଫ କେଆର୍କେ। ନିକଟରେ ଏଭଳି କିଛି କାଣ୍ଡ ଲାଗି ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ସେଠାରୁ ବାହାରିବା ପରେ…
ଲଖିମପୁର ମାମଲା: ବଳାତ୍କାର ପରେ ଦୁଇ ଭଉଣୀଙ୍କୁ କରାଯାଇଛି ହତ୍ୟା
ଲଖିମପୁର,୧୫ ।୯: ଉତ୍ତର ପ୍ରଦେଶର ଲଖିମପୁର ଖେରି ମାମଲାରେ ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି । ଲଖିମପୁର ଖେରି ଜିଲାର ନିଘାସନ ଥାନା ଅଞ୍ଚଳରେ ଥିବା ଏକ ଗାଁରେ ବୁଧବାର ପାଖାପାଖି ସନ୍ଧ୍ୟା ୬ଟାରେ ଦଳିତ ସମ୍ପ୍ରଦାୟର ଦୁଇ ଭଉଣୀଙ୍କ ମୃତଦେହ…
ସୋମନାଥ ଦର୍ଶନ ପାଇଁ ପହଞ୍ଚିଲେ ଆଲିଆ-ରଣବୀର
ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୬୪.୨୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଏଭଳି ପରିସ୍ଥିତିରେ ଫିଲ୍ମର ପୂରା ଷ୍ଟାର କାଷ୍ଟ…
Archives


