ପାର୍ଥ ଚାଟାର୍ଜୀଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କଲା ସିବିଆଇ
କୋଲକାତା,୧୫।୯: ଶିକ୍ଷକ ନିଯୁକ୍ତି ଦୁର୍ନୀତି ତଥା ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଗୁରୁବାର କୋଲକାତା କୋର୍ଟରେ ଆବେଦନ କରିଛି। ମାମଲାର ଯାଞ୍ଚ କରିବା ସହ ଚାଟାର୍ଜୀଙ୍କୁ ଅଧିକ ପଚରାଉଚରା…
ଅବସର ଘୋଷଣା କଲେ ଟେନିସ୍ ତାରକା
ନୂଆଦିଲ୍ଲୀ, ୧୫।୯: ପ୍ରସିଦ୍ଧ କିମ୍ବଦନ୍ତୀ ଟେନିସ୍ ତାରକା ରୋଜର ଫେଡେରର ଗୁରୁବାର ଟେନିସ୍ରୁ ଅବସର ଘୋଷଣା କରିଛନ୍ତି। ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ପରେ ୪୧ ବର୍ଷ ବୟସରେ ଟେନିସ୍ରୁ ଅବସର ନେଉଛନ୍ତି ବୋଲି ସେ ଟୁଇଟ୍ କରି ସୂଚନା ଦେଇଛନ୍ତି।…
ମଝିରେ ଅଟକିଗଲା ଲଞ୍ଚ: ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍ ଆମ୍ବୁଲାନ୍ସ
ତେନ୍ତୁଳିଖୁଣ୍ଟି,୧୫।୯(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ଡ୍ୟାମ୍ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଲଞ୍ଚ ଅଟକି ଯାଇଥିଲା। ଫଳରେ ଲଞ୍ଚରେ ଥିବା ଗୁଞ୍ଜମାଲି ଗ୍ରାମର ୨୫ଜଣ ଯାତ୍ରୀଙ୍କୁ ଏକ ବୋଟ୍ ଆମ୍ବୁଲାନ୍ସ ଉଦ୍ଧାର କରିଛି। କଳାହାଣ୍ଡି…
ଅଲଗା ହେଲେ ମୁନାୱାର୍ ଫାରୁକି-ନାଜିଲା!
ମୁମ୍ବାଇ: ଲକ୍ଅପ ବିଜେତା ମୁନାୱାର୍ ଫାରୁକି ତାଙ୍କ ଗର୍ଲଫ୍ରେଣ୍ଡ ନାଜିଲାଙ୍କ ମଧ୍ୟରେ ବ୍ରେକ୍ଅପ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଉଭୟ ଇନ୍ଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରୁନାହାନ୍ତି। ତେବେ ଦୁହିଁଙ୍କ ସମ୍ପର୍କରେ ଫାଟ ହୋଇଥିବା କୁହାଯାଉଛି। ମୁନାୱାର୍ ଶୋ’ସମୟରେ ଅଞ୍ଜଳି ଆରୋରାଙ୍କ ସହ ସମ୍ପର୍କ…
ଟ୍ରେନ୍ଲାଇନରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ
ଭଣ୍ଡାରିପୋଖରୀ,୧୫।୯(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ରେଳ ଧାରଣାରୁ ଗୁରୁବାର ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଲଓ୍ବେ ପୋଲିସ ଜବତ କରିଛି। ହେଲେ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଚୁଆଗଡିଆ ଦେଇ ଯାଇଥିବା ରେଳଧାରଣା ଉପରେ…
ବିଜ୍ଞାପନରେ ଏକାଠି ନଜର ଆସିବେ କାର୍ତ୍ତିକ-ରଶ୍ମିକା
ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଦମ୍ଦାର ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଭୁଲ ଭୁଲେୟାଁ-୨’ର ସଫଳତା ପରଠୁ ସେ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ କାର୍ତ୍ତିକ ଦକ୍ଷିଣ ଭାରତୀୟ ସିନେମାର ସୁପରହିଟ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ଏକ ଫଟୋ ଶେୟାର…
ଖାଦ୍ୟ ଦୋକାନରେ ବିଏମ୍ସିର ଚଢାଉ ଜାରି
ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ବିଏମ୍ସି ପକ୍ଷରୁ ଗୁରୁବାର କିଟ୍ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଦୋକାନରେ ଚଢାଉ କରାଯାଇଛି। ଏହି ଚଢାଉରେ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସାମିଲ ଥିଲେ। ଦୋକାନଗୁଡିକରେ ଖାଦ୍ୟର ମାନ ପରୀକ୍ଷା କରିବା ସହ ଲାଇସେନ୍ସ…
୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଚଳଚ୍ଚିତ୍ର ‘ମହାଭାରତ’!
ମୁମ୍ବାଇ: ମହାଭାରତ ସିରିୟଲ ଟେଲିଭିଜନରେ ଏକ ବହୁ ଆଦୃତ ସିରିଏଲର ମାନ୍ୟତା ପାଇଥିଲା । ଏବେ ଏହି ମହାଭାରତ ଉପରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଯୋଜନା ଚାଲିଥିବା ଶୁଣିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ଫିଲ୍ମ ହେରାଫେରି ଓ ୱେଲକମ ଭଳି…
ଜମି ବିବାଦ: ଶୁଣିଲାଣି ପ୍ରଶାସନ, ଜବରଦଖଲ ଉଚ୍ଛେଦ କଲା ସ୍ବୟଂ ସହାୟକ ଗୋଷ୍ଠୀ
ଦାରିଙ୍ଗବାଡ଼ି,୧୫ା୯(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଜୋହନପଲି ସାହିର ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଜମିକୁ ନେଇ ବିବାଦ ଦେଖାଦେଇଛି। ଏହି କାରଣରୁ ମାତୃଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଉକ୍ତ ଜମିରୁ ଜବରଦଖଲ ହଟାଇଛନ୍ତି। ଏଥିପାଇଁ…
ଆଉ ଗାଳି ଦେବେନି ପଙ୍କଜ
ମୁମ୍ବାଇ: ପଙ୍କଜ ତ୍ରିପାଠୀ ଏବେ ଏକ ଜଣାଶୁଣା ଚେହେରା । ଏବେ ପର୍ଯ୍ୟନ୍ତ ସେ କିଛି ଚଳଚ୍ଚିତ୍ର ଓ ସୁପରହିଟ ୱେବ ସିରିଜରେ କାମ କରି ଦର୍ଶକଙ୍କ ନିକଟତର ହୋଇ ସାରିଛନ୍ତି । ବିଶେଷ ଭାବେ ତାଙ୍କୁ ୱେବ ସିରିଜ ମିର୍ଜାପୁରରେ…
‘କଂଗ୍ରେସ ଯୋଗୁ ମୋଦି ୨ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି’
ଜୟପୁର,୧୫।୯: ରାଜସ୍ଥାନରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଘୋଷଣା କରିଛନ୍ତି। ଗୁରୁବାର ସେ ରାଜସ୍ଥାନର ଝୁଞ୍ଜୁନୁରେ ପହଞ୍ଚି କଂଗ୍ରେସକୁ ଟାର୍ଗେଟ କରିଥିଲେ। କଂଗ୍ରେସ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ସେ…
ଟ୍ରକ-ବାଇକ୍ ମୁହାଁମୁହିଁ: ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ
କର୍ଲାମୁଣ୍ଡା/ମଦନପୁର୧୫।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ରିଷି-ରାମପୁର ରାସ୍ତା ପରମାନନ୍ଦପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କ୍ଷମା ବାଗ (୪୦)। ଆହତମାନେ ହେଲେ ମଦନପୁରର…
Archives


