କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ
ନୂଆଦିଲ୍ଲୀ,୧୨।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୫୬୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…
ଆଜି ରାଜ୍ୟରୁ ୫୮୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୫୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୧,୭୮୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୪୦ ଜଣ ଚିହ୍ନଟ ହୋଇଥିବା…
ଉପ ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମେ ପିତାଙ୍କୁ ଭେଟିବେ ତେଜସ୍ୱୀ
ପାଟନା,୧୨ ।୮: ବିହାରର ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପତ୍ନୀ ରେଚଲଙ୍କ ସହ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ସେ ପିତା ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିବେ । ତେଜସ୍ୱୀ କହିଛନ୍ତି, ଏହି ସାକ୍ଷାତକାର ସମୟରେ ସେ ପିତା ଲାଲୁ ପ୍ରସାଦ…
ବଣରେ ପରିଣତ ୯ ଲକ୍ଷର ନୀଳକଣ୍ଠେଶ୍ୱର ଗ୍ରାମୀଣ ପାର୍କ
କେନ୍ଦ୍ରାପଡ଼ା ଅଫିସ, ୧୨ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ପଞ୍ଚାୟତ ଦେଉଳି ଗ୍ରାମ ଓ ମହାକାଳପଡ଼ା ବ୍ଲକ ବଳିପାଳ ପଞ୍ଚାୟତ କଳପଡା ଗ୍ରାମ ମଝିରେ ନୀଳକଣ୍ଠେଶ୍ୱର (ବିଲ ମହାଦେବ) ମନ୍ଦିର। ମନ୍ଦିର ପାଖକୁ ଲାଗି ୨୦୨୦ ମସିହାରେ ଗ୍ରାମୀଣ ପାର୍କ…
ହର ଘର ତ୍ରିରଙ୍ଗା ଅଭିଯାନ: ୧୦ ଦିନରେ ବିକ୍ରି ହେଲାଣି ୧ କୋଟିରୁ ଅଧିକ ଜାତୀୟ ପତାକା
ନୂଆଦିଲ୍ଲୀ,୧୨ ।୮: ସାରା ଦେଶରେ ଥିବା ଭାରତୀୟ ଡାକ ବିଭାଗର ୧.୫ ଲକ୍ଷ ଡାକ ଘର (ପୋଷ୍ଟ ଅଫିସ) ମାଧ୍ୟମରେ ୧୦ ଦିନରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି ହୋଇଥିବା ଜଣାପଡିଛି । ଏକ ଅଫିସିଆଲ ଷ୍ଟେଟମେଣ୍ଟରେ ଏହା…
ବିଲୁପ୍ତି ପଥେ ବାଇଚଢ଼େଇ: ଚିନ୍ତାରେ ପରିବେଶପ୍ରେମୀ
ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.): ସମୟ ଥିଲା କାନରେ ବାଜୁଥିଲା ବାଇଚଢ଼େଇର କିଚିରି ମିଚିରି ଶବ୍ଦ। ବାଇଚଢ଼େଇକୁ ନେଇ ରହିଛି ଅନେକ କାହାଣୀ, ଗପ, ଗୀତ। ମା’ର ବାଇଚଢ଼େଇ ଗୀତ ଶିଶୁ ଆଖିରେ ଭରି ଦେଉଥିଲା ନିଦ। ମୌସୁମୀ ବର୍ଷା ଆଗମନ ପୂର୍ବରୁ ସୂଚନା ଦିଏ…
ବତିଘରେ ଇଂରେଜଙ୍କ କମାଣ ମୂକସାକ୍ଷୀ ପାଲଟିଛି
ମହାକାଳପଡ଼ା,୧୨ା୮(ଡି.ଏନ୍.ଏ.): ପୂର୍ବ ଉପକୂଳ ବଙ୍ଗୋସାଗର ସଂଲଗ୍ନ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବତିଘର ରହିଛି। ବିଗତଦିନରେ କୁଜଙ୍ଗ ରାଜାଙ୍କ ଶାସନ ଅଧୀନରେ ଏହା ଥିଲା ନିର୍ଜନ ଦ୍ୱୀପ। ଏହି ନିର୍ଜନ ଦ୍ୱୀପ ବ୍ରିଟିଶ ଶାସକ ଗୋରା ସାହେବମାନେ ଚତୁଃପାର୍ଶ୍ୱସ୍ଥ ଜଳ ରାଶି ମଝିରେ…
କଂଗ୍ରେସ ବିଧାୟକଙ୍କ ଜ୍ୱାଇଁଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ, ୬ ମୃତ
ଅହମଦାବାଦ,୧୨ ।୮: ଗୁଜରାଟର ଆନନ୍ଦ ଜିଲାରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ହୋଇଛି । ଏଠାରେ ଥିବା ରୋଜିତ୍ରା ତହସିଲର ଡାଲି ଗାଁରେ କାର, ଅଟୋ ଓ ବାଇକ ମଧ୍ୟରେ ଦୁର୍ଘଟଣା ହୋଇଛି, ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା…
ରୁଆ ହୋଇଥିବା ଧାନତଳି ପଚିଯିବା ଆଶଙ୍କା
ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.): ଚାଷ ପାଇଁ ଚଳିତ ବର୍ଷ ପାଗଯୋଗ ଠିକ୍ ନାହିଁ। ବିଳମ୍ବିତ ମୌସୁମୀ ସାଙ୍ଗକୁ ଧାନତଳି ପକା ଯାଇଥିଲା। ତା’ ମଧ୍ୟରୁ ଅନେକ ବିହନ ଗଜା ହେଲାନାହିଁ ତ ପୁଣି ଯେତିକି ତଳି ଉତୁରି ଥିଲା ତା’ ମଧ୍ୟରୁ ନୂଆ କରି…
ସିଏଜି ରିପୋର୍ଟରେ ତଟାଞ୍ଚଳ ଅସୁରକ୍ଷିତ
କେନ୍ଦ୍ରାପଡ଼ା ଅଫିସ,୧୨ା୮: ସମୁଦ୍ର ଓ ଭୂଭାଗକୁ ଛୁଇଁଥିବା ଉପକୂଳ ଅଞ୍ଚଳର ସୁରକ୍ଷା ଆବଶ୍ୟକ। ଏହି ଅଞ୍ଚଳରେ ବନ୍ୟା, ସାମୁଦ୍ରିକ ଝଡ଼ ସହ ସୁନାମି ଭୟ ରହିଛି। କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟ ଓ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଏହାର ସୁରକ୍ଷା ପାଇଁ ଅନୁଦାନ…
ଏଥର ଅମରନାଥ ଗୁମ୍ଫା ଆକୃତିର ତୋରଣ
କଟକ ଅଫିସ,୧୨ା୮: କରୋନା ମହାମାରୀ ଯୋଗୁ କଟକରେ ଗତ ୨ ବର୍ଷ ଧରି ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳିତ ହୋଇଥିଲା। ହେଲେ ଚଳିତବର୍ଷ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଦୁର୍ଗାପୂଜା ଧୁମ୍ଧାମ୍ରେ ପାଳନ କରିବା ପାଇଁ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି…
ଉଦ୍ଘାଟନ ହୋଇପାରୁନି ସିଆର୍ଆର୍ଆଇ ଥାନା
କଟକ ଅଫିସ,୧୨ା୮: କଟକ ବିଦ୍ୟାଧରପୁର ନିକଟ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆର୍ଆର୍ଆଇ) ଥାନାର ନୂତନ କୋଠା ପ୍ରାୟ ୮ ମାସ ହେବ ନିର୍ମାଣ ସରିଛି। ଉକ୍ତ କୋଠାରେ ଥାନାର ବୋର୍ଡ ଲଗାଯାଇଛି। ହେଲେ ଏବେବି ସେଠାରେ ଫାଣ୍ଡି କାର୍ଯ୍ୟ ଚାଲିଛି।…
Archives


