Home Left

ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ହେଲେ ପିସିସି ସଦସ୍ୟ

ଦିଗପହଣ୍ଡି,୨୦।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଭାବେ ସୋମବାର ମନୋନୀତ ହୋଇଛନ୍ତି। ପ୍ରଫୁଲ୍ଲ ପୂର୍ବରୁ ଡିସିସି ଉପସଭାପତି ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ସାଂଗଠନିକ ଦକ୍ଷତା ଆଧାରରେ ତାଙ୍କୁ…

ପ୍ରଭାସଙ୍କୁ ଡେଟ୍‌ କରୁଛନ୍ତି କ୍ରିତି!

ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନ୍‌ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ‘ଆଦିପୁରୁଷ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି ଫିଲ୍ମଟି ଆସନ୍ତା ବର୍ଷ ଜାନୁୟାରୀରେ ରିଲିଜ୍‌ ହେବାକୁ ଯାଉଛି। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ,…

ବିଗ ବସ ଘରେ ବୟଫ୍ରେଣ୍ଡ ଆଦିଲଙ୍କ ସହ ନିକାହ କରିବାକୁ ଚାହୁଛନ୍ତି ରାକ୍ଷୀ

ମୁମ୍ବାଇ: ରିୟଲିଟି ଶୋ’ ବିଗ ବସ ସିଜନ ୧୬ ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲାଣି । ଏବେ ଦର୍ଶକଙ୍କ ଉତ୍କଣ୍ଠା ଜାଣିବାକୁ ଯେ ଏଥର ସିଜନରେ କେଉଁ ସେଲିବ୍ରିଟିମାନେ ଆସୁଛନ୍ତି । ଏଥର ଶୋ’ରେ ଏଣ୍ଟ୍ରି…

ଯୁବତୀ ଫୋନ୍‌ ନମ୍ବର ଦେବାକୁ ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ, ଭିଡିଓ ଦେଖିଲେ…

ଅନେକ ଯୁବକ ଥାନ୍ତି, ଯେଉଁମାନେ ଯୁବତୀଙ୍କଠାରୁ ହଁ ଶୁଣି ଖୁସି ହୁଅନ୍ତି ଆଉ ନା ଶବ୍ଦକୁ ଆଦୌ ସହିପାରନ୍ତି ନାହିଁ। ସେମାନେ ଭାବନ୍ତି ଯୁବତୀଙ୍କ ମନା କରିବା ଅର୍ଥ ସେମାନଙ୍କୁ ଅପମାନ ଦେବା। ତେଣୁ ଏଥିରେ କ୍ରୋଧିତ ହୋଇ କେତେ କ’ଣ…

ଅକ୍ଟୋବରରେ ରିଲିଜ ହେବ କୋଡ ନେମ: ତ୍ରିରଙ୍ଗା, ନୂଆ ଯୋଡି କରିବେ ଧମାକା

ମୁମ୍ବାଇ: ଖୁବଶୀଘ୍ର ବଡ ପରଦାରେ ନଜର ଆସିବେ ବଲିଉଡ କୁଇନ ପରିଣିତି ଚୋପ୍ରା ଓ ଆଗଧାଡିର ପଞ୍ଜାବୀ ଗାୟକ ହର୍ଡି ସଂଧୁ । ଏହି ଯୋଡିଙ୍କୁ ଦର୍ଶକେ ଫିଲ୍ମ ‘କୋଡ ନେମ: ତ୍ରିରଙ୍ଗାରେ ଦେଖିବାକୁ ପାଇବେ । ଆଉ ଫିଲ୍ମଟି ଆସନ୍ତା…

୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା: ରାଜ୍ୟର ସାଙ୍ଗଠନିକ ସ୍ଥିତିର କରିବେ ସମୀକ୍ଷା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଆସନ୍ତା ୨୯ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି.ନଡ୍ଡା। ଓଡ଼ିଶାରେ ପହଞ୍ଚିବା ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଜନତା ମଇଦାନରେ ୨୫ ହଜାର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବା ସହ ରାଜ୍ୟରେ ସାଙ୍ଗଠନିକ…

ରୋହିତଙ୍କ ସହ ରାହୁଲ କରିବେ ଓପନିଂ

ମୁମ୍ବାଇ,୧୯।୯ : ଆଉ କିଛି ଦିନ ପରେ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଭାରତ ପକ୍ଷରୁ ରୋହିତଙ୍କ ସହ ଆଉ କିଏ ଓପନିଂ କରିବେ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଅଧିନାୟକ ରୋହିତ ଶର୍ମା ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।…

ଖୁବ୍‌ଶୀଘ୍ର ଖୋଲିବ ଆସିଷ୍ଟାଣ୍ଟ ସେସନ୍ସ କୋର୍ଟ

ପୁରୁଷୋତ୍ତମପୁର,୧୯।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଖୁବ୍‌ଶୀଘ୍ର ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ ତଥା ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ଖୋଲିବାକୁ ଯାଉଛି। ଏନେଇ ସୋମବାର ଗଞ୍ଜାମ ଜିଲା ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା ଓ ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର ପୁରୁଷୋତ୍ତମପୁର…

ଶାହାରୁଖ-ଗୌରୀଙ୍କ ପ୍ରେମକାହାଣୀ ଏହି ଫିଲ୍ମଠୁ ବି ଅଧିକ

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖ ଏବଂ ଅଭିନେତ୍ରୀ କାଜଲଙ୍କ ଯୋଡ଼ି ଫିଲ୍ମ ପରଦାରେ ସୁପରହିଟ୍‌ ହୋଇଥାଏ। କିନ୍ତୁ ବାସ୍ତବ ଜୀବନରେ କିଙ୍ଗ୍‌ ଖାନ୍‌ଙ୍କ ସ୍ତ୍ରୀ ଗୌରୀଙ୍କ ପ୍ରେମ କାହାଣୀ ଫିଲ୍ମଠାରୁ ବି ଅଧିକ। ଉଭୟଙ୍କ ବିବାହକୁ ୩୨ ବର୍ଷ ହୋଇଥିଲେ ମଧ୍ୟ…

୩ ଫିଲ୍ମରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍‌ ହେଉଛନ୍ତି ଜଣେ। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଫିଲ୍ମରେ ଜବରଦସ୍ତ ଅଭିନୟ କରିଆସୁଛନ୍ତି। ଦୀର୍ଘବର୍ଷ ଧରି ଏହି ଅଭିନେତ୍ରୀ ଦମ୍‌ଦାର ଡ୍ୟାନ୍ସ ଏବଂ ବଡ଼ ବଜେଟ…

ବ୍ରହ୍ମାସ୍ତ୍ର ପାର୍ଟ-୨ରେ ନଜର ଆସିବେ ଦୀପିକା!

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦର୍ଶକ ଦେଖିବା ପାଇଁ ଅପେକ୍ଷା କରିଥିଲେ। ତେବେ ଫିଲ୍ମଟି ରିଲିଜ୍‌ ହେବାର ୧୦ ଦିନ ହୋଇଯାଇଥିଲେ ମଧ୍ୟ ଫିଲ୍ମକୁ ଦେଖିବାକୁ…

ଏଏପି ବିଧାୟକଙ୍କୁ ଇଡିର ନୋଟିସ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ପରେ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଏଏପି ବିଧାୟକ ତଥା ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ଦାୟିତ୍ୱରେ ଥିବା ଦୁର୍ଗେଶ ପାଠକଙ୍କୁ ସୋମବାର ସମନ ଜାରି କରିଛି । ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଟୁଇଟ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri