Home Left

ଡେଲି ମାର୍କେଟର ୩ ଦୋକାନ ସିଲ୍‌

ଅନୁଗୋଳ ଅଫିସ, ୨୪ା୯: ଟିକସ ପ୍ରଦାନ ନ କରିବା, ଆବର୍ଜନା କରିବା ଏବଂ ପଲିଥିନ୍‌ ବିକ୍ରି କରୁଥିବା ଯୋଗୁ ଅନୁଗୋଳ ପୌରପାଳିକା ପକ୍ଷରୁ ଡେଲି ମାର୍କେଟ୍‌ର ୩ ଦୋକାନକୁ ଶୁକ୍ରବାର ସିଲ୍‌ କରାଯାଇଛି। ସୂଚନା ଅନୁଯାୟୀ, ଡେଲି ମାର୍କେଟର ଗୋଟିଏ ଦୋକାନରେ…

ସମନ୍ବୟ ରଖି ପରିଚାଳନା କର

ଅନୁଗୋଳ ଅଫିସ,୨୪ା୯: ଅନୁଗୋଳ ଜିଲାରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜାକୁ ବ୍ୟବସ୍ଥିତ ତଥା ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଏବଂ ଅତିରିକ୍ତ ଜିଲାପାଳ (ସାଧାରଣ)…

‘ଶାକୁନ୍ତଳମ’ର ଫାଷ୍ଟ ଲୁକ୍ ରିଲିଜ

ଚେନ୍ନାଇ: ଏବେ ସାଉଥ୍ ଫିଲ୍ମର ଜଲୱା ଦେଖିବାକୁ ମିଳିଛି । ନିକଟରେ ସାଉଥର ଆଉ ଏକ ଐତିହାସିକ ଫିଲ୍ମର ଫାଷ୍ଟ ଲୁକ ରିଲିଜ ହୋଇଛି । ଯାହା ପୁଣିଥରେ ‘ବାହୁବଳୀ’କୁ ମନେପକାଇ ଦେଇଛି । ଏହାର ନାମ ରହିଛି ‘ଶାକୁନ୍ତଳମ’ ।…

ରିଟେଲ ବ୍ୟବସାୟରେ ଓଲାମ୍‌ ଏଗ୍ରିର ପ୍ରବେଶ

ଭୁବନେଶ୍ୱର,୨୪ା୯: ଦେଶର ପ୍ରମୁଖ ଚାଉଳ ଉତ୍ପାଦନକାରୀ କମ୍ପାନୀ ଓଲାମ୍‌ ଏଗ୍ରି ପକ୍ଷରୁ ଓଡ଼ିଶା ବଜାରରେ ଦୀର୍ଘଦିନରୁ ସ୍ଥାପନ କରାଯାଇଥିବା ଉପସ୍ଥିତି ଅନୁସାରେ କମ୍ପାନୀ ଖୁଚୁରା ବଜାରରେ ମଧ୍ୟ ପ୍ରବେଶ କରଛି। ଏହାର ଦୀର୍ଘସ୍ଥାୟୀ ହିଭେନ୍‌ସ ହାର୍ଭେଷ୍ଟ ଓ ଟ୍ରୁ ଆର୍ଥ ବ୍ରାଣ୍ଡ୍‌କୁ…

ସିବିଓଆଇ ପକ୍ଷରୁ ଋଣ ଶିବିର

ଭୁବନେଶ୍ୱର,୨୪ା୯: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ସିବିଓଆଇ) ପକ୍ଷରୁ ନିକଟରେ ଉଭୟ କଟକ ଓ ଭୁବନେଶ୍ୱରରେ ୨ଟି ମେଗା କ୍ଲଷ୍ଟର ଋଣ ଶିବିରର ଆୟୋଜନ କରାଯାଇଥିଲା। ଏହି ଅବସରରେ ସିବିଓଆଇର କୋଲକାତାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଅଜୟ କୁମାର ସିଂ…

୬ ହଜାର ହେକ୍ଟର ହେବ ଜଳସେଚିତ

ଅନୁଗୋଳ ଅଫିସ, ୨୪ା୯: ରାଜ୍ୟ ସରକାରଙ୍କ ପାର୍ବତୀଗିରି ବୃହତ୍‌ ଉଠା ଜଳସେଚନ ଯୋଜନାରେ ଉପକୃତ ହେବ ଅନୁଗୋଳ। ଏହି ଯୋଜନାରେ ଅନୁଗୋଳ ଜିଲାରେ ୩ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ ୨୩୯ କୋଟି ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ…

ଭାଇଜାନଙ୍କୁ ସାଲ୍ୟୁଟ କଲେ ମେଗାଷ୍ଟାର ଚିରଞ୍ଜିବ

ମୁମ୍ବାଇ: ମେଗାଷ୍ଟାର ଚିରଞ୍ଜିବଙ୍କ ଫିଲ୍ମ ‘ଗଡ ଫାଦର’ରେ ବଲିଉଡ ଭାଇଜାନ ସଲମାନ ଖାଁ ବି ନଜର ଆସିବେ । ଏହି ଫିଲ୍ମରେ ସଲମାନ କେମିଓ ଭୂମିକାରେ ନଜର ଆସିବେ ଓ ଚିରଞ୍ଜିବଙ୍କ କ୍ରାଇମ ପାର୍ଟନର ଭୂମିକାରେ ଦେଖାଦେବେ । ନିକଟରେ ଗଡଫାଦରର…

ଆଇସିଆଇସିଆଇ ବ୍ୟାଙ୍କ୍‌ର ‘ଫେଷ୍ଟିଭ୍‌ ବୋନାଞ୍ଜା’

ନୂଆଦିଲ୍ଲୀ,୨୪ା୯: ଚଳିତ ବର୍ଷର ପାର୍ବଣଋତୁକୁ ନଜରରେ ରଖି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଫେଷ୍ଟିଭ୍‌ ବୋନାଞ୍ଜା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ବ୍ୟାପକ ପ୍ରକାର ଅଫର ସହ ରିହାତି ଓ ୨୫ହଜାର ଟଙ୍କାର କ୍ୟାଶବ୍ୟାକ୍‌ ସୁବିଧାକୁ ମଧ୍ୟ…

ଷ୍ଟାର୍‌ କିରଣରେ ପ୍ରସାରଣ ହେବ ମହାବାହୁ ଚଳଚ୍ଚିତ୍ର

ଭୁବନେଶ୍ୱର,୨୪ା୯: ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର କିରଣରେ ଆସନ୍ତା ରବିବାର ସୁପରହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ‘ମହାବାହୁ’ର ପ୍ରସାରଣ ହେବ। ଉକ୍ତ ଚ୍ୟାନେଲ୍‌ ପ୍ରତି ସପ୍ତାହ ଶେଷ(ରବିବାର)ରେ ଦର୍ଶକମାନଙ୍କୁ ନୂଆ ଚଳଚ୍ଚିତ୍ର ଭେଟି ଦେଉଛି। ଫଳରେ ସାରା ପରିବାର ରବିବାର…

ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ

କାମାକ୍ଷାନଗର, ୨୪।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଲୁଟେରା ଗୋଷ୍ଠୀ ସକ୍ରିୟ ହୋଇଉଠିଛନ୍ତି। ସେମାନେ ମୁଖ୍ୟତଃ ପାଇକାରୀ ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବ୍ୟବସାୟୀମାନେ ଟଙ୍କା ଆଦାୟ କରି ଫେରୁଥିବାବେଳେ ରାସ୍ତାରେ ଆକ୍ରମଣ କରି ଲୁଟ୍‌ପାଟ୍‌ କରୁଛନ୍ତି। ଗତ ୮ ତାରିଖରେ ଢେଙ୍କାନାଳ…

ନୂଆ ଟିଭିଏସ୍‌ ଜୁପିଟର କ୍ଲାସିକ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୨୪ା୯: ଦେଶର ପ୍ରମୁଖ ୨ ଓ ୩ ଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ନୂଆ ଟିଭିଏସ୍‌ ଜୁପିଟର କ୍ଲାସିକ୍‌ର ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ବରିଷ୍ଠ ଉପସଭାପତି (ମାର୍କେଟିଂ) ଅନିରୁଦ୍ଧ ହାଲ୍‌ଦାର କହିଛନ୍ତି,…

ଆପଣ ଜାଣିଛନ୍ତି କି ପୃଥିବୀରେ ପିମ୍ପୁଡ଼ିଙ୍କ ସଂଖ୍ୟା କେତେ?

ପୃଥିବୀରେ ପିମ୍ପୁଡ଼ିଙ୍କ ସଂଖ୍ୟା ଅଧିକ ରହିଛି ବୋଲି ଆମେ ଶୁଣିଛେ। ଯାହାକୁ ଆକଳନ କରିବା ଆମ ପକ୍ଷେ ସମ୍ଭବ ନୁହେଁ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପୃଥିବୀରେ ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ କିମ୍ବା ୨୦ କ୍ୱାଡ୍ରିଲିଅନ ପିମ୍ପୁଡ଼ି ଅଛନ୍ତି ବୋଲି ଅନୁମାନ କରାଯାଇଛି। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri