Posted inଖେଳ

ସମ୍ମାନିତ ହେଲେ ପନ୍ତଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ଆଣିଥିବା ଡ୍ରାଇଭର-କଣ୍ଡକ୍ଟର

ଡେରାଡୁନ,୩୧।୧୨: ଭାରତୀୟ କ୍ରିକେଟ ଟିମ୍‌ର ତାରକା କ୍ରିକେଟର ଋଷଭ ପନ୍ତ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ରୁର୍‌କି ନିକଟରେ ତାଙ୍କର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେତେବେଳେ ସେଠାରେ ବସ୍‌ ଡ୍ରାଇଭର ସୁଶୀଲ କୁମାର ଏବଂ କଣ୍ଡକ୍ଟର ପରମଜିତ ପ୍ରଥମେ ପହଞ୍ଚିଥିଲେ। ଦୁହେଁ ଦେବଦୂତ ଭଳି ପନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରାଇଥିଲେ। ଏଭଳି ମହାନ କାର୍ଯ୍ୟକୁ ନେଇ ଏହି ଦୁଇଜଣଙ୍କୁ ସମ୍ମାନିତ କରାଯାଇଛି।

ସୁଶୀଲ ଏବଂ ପରମଜିତଙ୍କୁ ପାନିପତ ଡିପୋ ତରଫରୁ ସମ୍ମାନିତ କରାଯାଇଛି। ଏହାଛଡ଼ା ଉତ୍ତରାଖଣ୍ଡ ସରକାର ମଧ୍ୟ ଉଭୟଙ୍କୁ ସମ୍ମାନିତ କରିବେ ବୋଲି ଘୋଷଣା କରିଛନ୍ତି। ଦୁହେଁ ମାନବିକତା ରଖି ପ୍ରଶଂସାଯୋଗ୍ୟ କାମ କରିଛନ୍ତି। ସେମାନଙ୍କର ସମ୍ମାନ ନିଶ୍ଚିତ ଭାବେ କରିବା ଉଚିତ ବୋଲି ସରକାର କହିଛନ୍ତି।

ପାନିପତ ଡିପୋର ଜେନେରାଲ ମ୍ୟାନେଜର କୁଲଦୀପ ଝାଙ୍ଗରା ଉଭୟଙ୍କୁ ସମ୍ମାନିତ କରି କହିଛନ୍ତି, ସୁଶୀଲ-ପରମଜିତ ଜଣେ ଆହତ ବ୍ୟକ୍ତିଙ୍କୁ ବଞ୍ଚାଇ ଭଲ କାମ କରିଛନ୍ତି। କାରଣ ପରେ ସେ ଋଷଭ ପନ୍ତ ବୋଲି ସେମାନେ ଜାଣିଥିଲେ। ଆମେ ତାଙ୍କୁ ନେଇ ଗର୍ବ କରୁଛୁ। ଉତ୍ତରାଖଣ୍ଡ ସରକାର ମଧ୍ୟ ଦୁହିଁଙ୍କୁ ସମ୍ମାନିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରଶିଦଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୬।୭: ଷ୍ଟାର ଲେଗ୍‌ ସ୍ପିନର ରଶିଦ ଖାଁଙ୍କୁ ମଙ୍ଗଳବାର ଆଫଗାନିସ୍ତାନ ଟି୨୦ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ୟୁଏଇରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪...

ଟୁର୍‌ ଡି’ ଫ୍ରାନ୍ସ ଆୟୋଜନ ନେଇ ସନ୍ଦେହ

ପ୍ୟାରିସ,୨ା୪ (ଏଏଫ୍‌ପି)-ଚଳିତ ବର୍ଷ ଟୁର୍‌ ଡି’ ଫ୍ରାନ୍ସ ସାଇକ୍ଲିଂ ରେସ୍‌ ହେବ କି ନା ସେ ନେଇ ଆୟୋଜକଙ୍କ ତରଫରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ।...

ସୁପ୍ରିମକୋର୍ଟଙ୍କ ଶରଣରେ ବିସିସିଆଇ

ନୂଆଦିଲ୍ଲୀ,୨୦।୧: ଭାରତରେ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଗତ ଜୁଲାଇ ୨୭ରେ ଶେଷ ହେବାକୁ ଥିବାବେଳେ ବୋର୍ଡ ସଚିବ ଜୟ ଶାହାଙ୍କ...

ଝାଡ଼ଖଣ୍ଡରେ ପରିବା ବିକୁଛନ୍ତି ଏହି ଖେଳାଳି

ରାଞ୍ଚି,୩୦।୬: ଆର୍ଥିକ ସମସ୍ୟା ଯୋଗୁ ଝାଡଖଣ୍ଡର ରାମଗଡ ଜିଲାରେ ପରିବା ବିକୁଛନ୍ତି ଏହି ମହିଳା ଖେଳାଳି। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ପ୍ରଶାସନ ପକ୍ଷରୁ...

ଦେଓଧର ଟ୍ରଫି: ଫାଇନାଲରେ ଭାରତ ସି’ : ମୟଙ୍କ, ଶୁବମନଙ୍କ ଶତକ

ରାଞ୍ଚି,୨।୧୧(ପି.ଟି.)- ଦୁଇ ଓପନର ଶୁବମନ ଗିଲ୍‌, ମୟଙ୍କ ଅଗ୍ରଓ୍ବାଲଙ୍କ ଦମ୍‌ଦାର ଶତକୀୟ ପାଳି ଓ ଅଫ୍‌ ସ୍ପିନର ଜଲାଜ ସାକସେନାଙ୍କ ୭ ଉଇକେଟ ସଫଳତା ସହାୟତାରେ...

ହଲ୍‌ ଅଫ୍‌ ଫେମ୍‌ ଓପନ୍‌ପେସ୍‌-ଡାନିଏଲ୍‌ ସେମିଫାଇନାଲରେ

ନ୍ୟୁପୋର୍ଟ, ୨୦ା୭ (ପି.ଟି.): ଭାରତର ଭେଟେରାନ ଟେନିସ ଖେଳାଳି ଲିଆଣ୍ଡର ପେସ୍‌ ଏଟିପି ହଲ୍‌ ଅଫ୍‌ ଫେମ୍‌ ଓପନ ଟେନିସ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ଆମେଚର ଇଭେଣ୍ଟରେ ପେସାଦାର ବକ୍ସରଙ୍କୁ ଅନୁମତି

ନୂଆଦିଲ୍ଲୀ,୩୧।୮(ପି.ଟି.)- ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛି। ଘରୋଇ ଆମେଚର ଇଭେଣ୍ଟରେ ପେସାଦାର ବକ୍ସରଙ୍କୁ ଅଂଶଗ୍ରହଣ କରିବା ପାଇଁ ତତ୍କାଳ...

ପାକିସ୍ତାନ ଖେଳାଳିଙ୍କ ଇଚ୍ଛା ପୂରଣ କଲେ ବିରାଟ କୋହଲି

ଦୁବାଇ,୩୦।୮: ଏସିଆ କପ ୨୦୨୨ର ଏକ ମ୍ୟାଚ୍‌ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ...

Advertisement
Archives

Model This Week