Posted inଜାତୀୟ

ଜେଲ୍‌ରୁ ବାହାରିଲେ କୋଚ୍ଚର ଦମ୍ପତି

ମୁମ୍ବାଇ,୧୦।୧: ଭିଡିଓକନ ଋଣ ଜାଲିଆତି ମାମଲାରେ ‘ସିବିଆଇ’ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ‘ଆଇସିଆଇସିଆଇ’ ବ୍ୟାଙ୍କର ପୂର୍ବତନ ‘ସିଇଓ’ ଚନ୍ଦା କୋଚ୍ଚର୍‌ ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଫଳରେ ମଙ୍ଗଳବାର ଦମ୍ପତି ଜେଲରୁ ବାହାରିଛନ୍ତି। ସୋମବାର ଚନ୍ଦା କୋଚ୍ଚର୍‌ ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ମୁକ୍ତ କରିବା ଲାଗି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଚନ୍ଦା ମୁମ୍ବାଇର ବାଇକୁଲା ମହିଳା କାରାଗାରରୁ ବାହାରିଥିବା ବେଳେ ସ୍ବାମୀ ଆର୍ଥର ରୋଡ ଜେଲରୁ ମୁକ୍ତ ହୋଇଥିବା ଅଧିକାରୀ ଜଣକ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୨ରେ ‘ଭିଡିଓକନ ଗ୍ରୁପ’କୁ ୩,୨୫୦ କୋଟି ଟଙ୍କା ଋଣ ମଞ୍ଜୁରିରେ ଅନିୟମିତତାକୁ ନେଇ ସିବିଆଇ ଡିସେମ୍ବରରେ ଚନ୍ଦା ଓ ତାଙ୍କ ସ୍ବାମୀ ଦୀପକଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଘେରିଲେ ରାହୁଲ, ଘୃଣାର ବୁଲଡୋଜରକୁ ବନ୍ଦ କରି ପାୱାର ପ୍ଲାଣ୍ଟ ଆରମ୍ଭ କରନ୍ତୁ…

ନୂଆଦିଲ୍ଲୀ, ୨୦।୪ : ଜାହାଙ୍ଗୀରପୁରୀରେ ବୁଲଡୋଜର ଚଳାଇବା ଏବଂ ଦେଶରେ କୋଇଲା ସଙ୍କଟ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆମକୁ ଘରକୁ ପଠାନ୍ତୁନି ସାର୍‌, ପାରୋଲରେ ନ ଯିବାକୁ ଅନୁରୋଧ କଲେ କଏଦୀ…

ଗାଜିଆବାଦ୍‌,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜେଲ୍‌ରେ ଭିଡ଼ କମ୍‌ କରିବା ଲାଗି କଏଦୀଙ୍କୁ ପାରୋଲ୍‌ରେ ପଠାଇବା ଲାଗି ନିର୍ଦ୍ଦେଶ ଜାରି...

ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର...

ବୁଷ୍ଟର ଡୋଜ୍‌ ପାଇଁ ଅନୁମତି ଲୋଡ଼ିଲା ସେରମ୍‌ ଇନଷ୍ଟିଚ୍ୟୁଟ୍‌…

ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ଆମେରିକାେ ସମେତ ୨୫ ଦେଶରେ ପହଞ୍ଚିଛି। ଓମିକ୍ରନ ଭାରିଆଣ୍ଟର ବଢୁୁଥିବା ବିପଦକୁ...

ରାସ୍ତା ଉପରେ କଲେଜ ଛାତ୍ରୀଙ୍କୁ ଛୁରା ମାଡ଼ କଲେ ପ୍ରେମିକ

ଚେନ୍ନାଇ,୨୩।୯: କଲେଜ ଯାଉଥିବା ବେଳେ ଜଣେ ୨୧ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଛୁରି ଭୁଷି ହତ୍ୟା କରିଛନ୍ତି। ଚେନ୍ନାଇର ତାମ୍ବାରାମ ରେଲଓ୍ବେ ଷ୍ଟେଶନ ବାହାରେ...

ଟ୍ରମ୍ପ୍‌ଙ୍କୁ ପଚାରିଲେ ଥରୁର୍‌: ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ତ ନେଲ; ପ୍ରତିଷେଧକ ଟୀକା ପ୍ରଥମେ ଆମକୁ ଦେବ ତ !

ନୂଆଦିଲ୍ଲୀ,୮।୪: କରୋନା ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅନୁରୋଧ ରକ୍ଷାକରି ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌ ପଠାଇଛି। ଏନେଇ କଂଗ୍ରେସ ପକ୍ଷରୁ ଶଶି ଥରୁର୍‌...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୩୦।୩: କେନ୍ଦ୍ର ସରକାରୀଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର...

୨୦ ଦିନ ବନ୍ଦ ରହିବ ଆମିଷ ଦୋକାନ

ବେଙ୍ଗାଲୁରୁ,୨୮ା୧: କର୍ନାଟକର ବେଙ୍ଗାଲୁରୁରେ ଆମିଷ ଦୋକାନ ବନ୍ଦ ରହିବ। ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।...

Advertisement
Archives

Model This Week