Home Left

ହଠାତ୍‌ ଟୁଇଟର୍‌ ଛାଡିଲେ କରଣ ଜୋହର

ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ହଠାତ୍‌ ଟୁଇଟର୍‌କୁ ଅଲବିଦା କହିଛନ୍ତି। ସେ ଏକ ଟୁଇଟ୍‌ କରି ଟୁଇଟର୍‌ରୁ ବିଦାୟ ନେଇଛନ୍ତି। ସେ ତାଙ୍କର ଶେଷ ଟୁଇଟ୍‌ରେ ଲେଖିଛନ୍ତି, ମୁଁ ଆହୁରି ସକରାତ୍ମକ ଶକ୍ତି ପାଇଁ ସ୍ଥାନ ପ୍ରସ୍ତୁତ…

‘ଜଣେ ବ୍ୟକ୍ତି କଶ୍ମୀର ସମସ୍ୟାର ସମାଧାନ କରିପାରିଲେ ନାହିଁ’ ନାମ ନ ନେଇ ନେହେରୁଙ୍କୁ ଟାର୍ଗେଟ କଲେ ମୋଦି

ଅହମଦାବାଦ,୧୦ ।୧୦: ତିନି ଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେ ଭରୁଚ ଜିଲାର ଆମୋଦରେ ୮ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପରିଯୋଜନା ସମର୍ପିତ କରିଛନ୍ତି । ଏହାସହ ଦେଶର ପ୍ରଥମ ବଲ୍କ ଡ୍ରଗ ପାର୍କର…

ଦୁୁର୍ଘଟଣା ପରେ ବଦଳିଗଲା ଚେହେରା

ମୁମ୍ବାଇ: ଏମିତି ସମୟ ଥିଲା ଯେତେବେଳେ ଅଭିନେତ୍ରୀ ଅନୁ ଅଗ୍ରୱାଲ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଥିଲେ । ଫିଲ୍ମ ‘ଆଶିକି’ରେ କାମ କରି ଅନୁ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ହେଲେ ଏକ ଦୁର୍ଘଟଣା ଅନୁଙ୍କ ଜୀବନକୁ…

ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଜିତିଲା ଭାରତ

ପର୍ଥ,୧୦।୧୦: ଅଷ୍ଟ୍ରେଲିଆରେ ୨୦୨୨ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବା ଭାରତ ସୋମବାର ପର୍ଥରେ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିଛି। ଏହି ମ୍ୟାଚରେ ଭାରତ ପଶ୍ଚିମ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି। ସୁର୍ଯ୍ୟକୁମାର ଯାଦବ ଏବଂ…

ଉତ୍ତରପ୍ରଦେଶରେ ବନ୍ୟା, ଗଲାଣି ୩୪ ଜୀବନ

ଲକ୍ଷ୍ନୌ,୧୦।୧୦: ଲଗାଣ ବର୍ଷା ଯୋଗୁ ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ…

ସଞ୍ଜୟ ରାଉତଙ୍କୁ ଆଶ୍ୱସ୍ତି ନାହିଁ

ମୁମ୍ବାଇ,୧୦।୧୦: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ କୋର୍ଟରୁ ଝଟ୍‌କା ମିଳିଛି। ସଞ୍ଜୟଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହି ଦିନ ତାଙ୍କ ଜାମିନ ଆବେଦନ ମଧ୍ୟ ଶୁଣାଣି ହେବ।…

ଏଭରେଷ୍ଟ ଚଢିଲେ ବିଗ ବି!

ମୁମ୍ବାଇ: ବଲିଉଡର ମେଗାଷ୍ଟାର ବିଗ ବି ଅଭିତାଭ ବଚ୍ଚନ ମଙ୍ଗଳବାର ପାଳନ କରୁଛନ୍ତି ତାଙ୍କର ୮୦ ତମ ଜନ୍ମଦିନ । ତାଙ୍କର ଏହି ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସାମ୍ନାକୁ ଆସିଛି ତାଙ୍କ ଅଭିନୀତ ଫିଲ୍ମ ‘ଉଁଚାଇ’ର ଫାଷ୍ଟ ଲୁକ ।…

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ଫସିଲେ ଏଏପି ନେତା

ନୂଆଦିଲ୍ଲୀ,୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ନେଇ ଫସିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ଗୁଜରାଟ ଅଧ୍ୟକ୍ଷ ଗୋପାଳ ଇଟାଲୀୟା। ନ୍ୟାଶନାଲ କମିଶନ ଫର୍‌ ୱମେନ (ଏନ୍‌ସିଡବ୍ଲ୍ୟୁ) ଅକ୍ଟୋବର ୧୩ରେ ଗୋପାଳଙ୍କୁ କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ ଦେଇଛନ୍ତି। …

ସେମିଫାଇନାଲରେ ଭାରତ

ସିଲହଟ,୧୦।୧୦: ମହିଳା ଏସିଆ କପ୍‌ର ଏକ ମ୍ୟାଚ୍‌ରେ ଭାରତ ଥାଇଲାଣ୍ଡକୁ ନଅ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଥାଇଲାଣ୍ଡ ଦଳ ଭାରତ ସମ୍ମୁଖରେ ୩୮ ରନ୍‌ ଲକ୍ଷ୍ୟ ସ୍ଥିର କରିଥିଲା ଏବଂ ଭାରତୀୟ ଦଳ ୬ ଓଭରରେ ଗୋଟିଏ…

ପୃଥିବୀ ମାନଚିତ୍ରରୁ ଆମକୁ ପୋଛି ଦେବାକୁ ଚେଷ୍ଟା କରୁଛି ରୁଷିଆ: ଜେଲେନସ୍କି

କିଭ୍‌,୧୦।୧୦: କ୍ରିମିଆରୁ ରୁଷିଆକୁ ସଂଯୋଗ କରୁଥିବା ଏକ ବ୍ରିଜ୍‌କୁ ୟୁକ୍ରେନ୍‌ ସେନା ସୋମବାର ଉଡାଇଦେବା ପରେ ରୁଷିଆ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇପଡିଛି। ରୁଷିଆ ସୋମବାର ୟୁକ୍ରେନର ଅନେକ ଆବାସିକ ଅଞ୍ଚଳରେ ୭୫ଟି କ୍ଷେପଣାସ୍ତ୍ର ମାଡ କରିଛି। କିଭ୍‌ର ମେୟର ଭିଟାଲୀ କ୍ଲିଚକୋ…

ଭାଉଜଙ୍କୁ ହତ୍ୟା କଲେ ଦିଅର

ଖୋର୍ଦ୍ଧା ଅଫିସ,୧୦ା୧୦: ବାଣପୁର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଅଶାନ୍ତିରୁ ଦିଅର ହାତରେ ଭାଉଜଙ୍କ ଜୀବନ ଯାଇଛି। ତେବେ ଆକ୍ରମଣକାରୀ ଫେରାର ଅଛନ୍ତି। ମୃତକ ହେଲେ ମିନାକ୍ଷୀ ରାଉତରାୟ। ପୋଲିସ ଘଟଣାର ତଦନ୍ତ ଆରମ୍ଭ…

ଡିପ୍ରେସନକୁ ନେଇ ଏମିତି କହିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଆଜି ସେ ଜଣେ ସଫଳ ଅଭିନେତ୍ରୀ ଏବଂ ତାଙ୍କ ବୈବାହିକ ଜୀବନରେ ବହୁତ ଖୁସିରେ ମଧ୍ୟ ଅଛନ୍ତି। କିନ୍ତୁ ଦୀପିକା ଜୀବନରେ ଅନେକ ସଂଘର୍ଷ ଦେଇ ଗତି କରିଥିଲେ। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri