Home Left

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜି-୭ ଡକାଇଲା ଜରୁରୀ ବୈଠକ

କିଭ୍‌,୧୦।୧୦: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ସୋମବାର ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଅନେକ ସହର ଉପରେ ରୁଷିଆ ସୈନ୍ୟ ମିଶାଇଲ ମାଡ଼ କରିଛି। ଏହି ଆକ୍ରମଣରେ ୮ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ…

ହରମନପ୍ରୀତ୍‌, ରିଜଓ୍ବାନ ହେଲେ ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୦।୧୦: ଭାରତ ଅଧିନାୟିକା ହରମନପ୍ରୀତ୍‌ କୌର ଏବଂ ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନ ସେପ୍ଟେମ୍ବର ମାସ ପାଇଁ ମହିଳା ଓ ପୁରୁଷ ବିଭାଗରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ…

ସ୍ବାମୀ-ସ୍ତ୍ରୀ ଗଣ୍ଡଗୋଳରୁ ହତ୍ୟାକାଣ୍ଡ

ଆସିକା,୧୦।୧୦(ଡି.ଏନ୍‌.ଏ.): ଆସିକା ଏନ୍‌ଏସି ଅଶୋକା ସିନେମା ଛକ ନିକଟରେ ରବିବାର ଏକ ଭଡା ଘରେ ରହୁଥିବା ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୋଲିସ ହତ୍ୟାକାରୀ ସ୍ବାମୀ ସୀମାଞ୍ଚଳ ମିଶ୍ରଙ୍କୁ ଧରାକୋଟ ନିକଟସ୍ଥ ମୁଣ୍ଡମରାଇରୁ ଧରି ଥାନାରେ ଅଟକ ରଖିଥିଲା।…

ରାସ୍ତା ମରାମତି ନ ହେଲେ ଧାରଣା

ଭଦ୍ରକ ଅଫିସ, ୧୦ା୧୦: ଭଦ୍ରକ ସଦର ବ୍ଲକର ଚାରିତିରା-କାଜିପୋଖରୀ ଓ ବରପଦା ପଖିଆଗୁଡ଼ି ହନୁମାନ ଛକଠାରୁ ମିଟୁଆଣି ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ରାସ୍ତାର ମରାମତି ଦାବିରେ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଭଦ୍ରକ-ଆନନ୍ଦପୁର ରାସ୍ତାର ବରପଦା ଛକରେ ଧାରଣା ଦେବାକୁ ସମ୍ପୃକ୍ତ ଗ୍ରାମବାସୀମାନେ…

ବାହାଘରର ୩ ମାସରେ ନବବଧୂଙ୍କୁ ନିର୍ଯାତନା, ଥାନାରେ ପହଞ୍ଚିଲା ମାମଲା

ବ୍ରହ୍ମପୁର ଅଫିସ,୧୦ା୧୦: ଅଧିକ ଯୌତୁକ ଦାବି କରି ଜଣେ ନବବଧୂଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୧୮୩/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଜୁଲାଇ ୩ରେ ବ୍ରହ୍ମପୁରର…

ଧାମନଗର ଉପନିର୍ବାଚନ: ୧୩୪ ବୁଥ୍‌ର ନାମ ପରିବର୍ତ୍ତନ

ଭଦ୍ରକ ଅଫିସ, ୧୦ା୧୦: ଧାମନଗର ଉପ ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ରାଜ୍ୟସ୍ତରୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର…

ପାର୍ବଣରେ ବନ୍ଧା ହେଲେଣି ୮୮୨ ଜୁଆଡି

ଛତ୍ରପୁର,୧୦ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୂଜା ପାର୍ବଣ ଋତୁ ଆସିଲେ ଜୁଆଖେଳ ଆସର ଜମିଥାଏ। ଦଶହରା ପୂର୍ବରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଓ କାଜୀପୂଜା ପର୍ଯ୍ୟନ୍ତ ଏହି ଖେଳ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥାଏ । ଉଭୟ ପୁରୁଷ, ମହିଳା, ଯୁବକ…

ଭତ୍ତା, ରାଶନ ପାଇଁ ବୃଦ୍ଧ ମା’ବାପାଙ୍କୁ ବାନ୍ଧି ନିର୍ଯାତନା

ବାଲେଶ୍ୱର ଅଫିସ, ୧୦।୧୦-ଭତ୍ତା, ରାଶନ କାର୍ଡ ପାଇଁ ଏକ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ପୁଅ ଘରେ ବାନ୍ଧି ୮ ମାସ ହେଲା ନିର୍ଯାତନା ଦେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସୋମବାର ଜିଲାପାଳଙ୍କଠାରେ ଅଭିଯୋଗ ହେବା ପରେ ଘଟଣା ପଦାକୁ…

ଧକ୍କା ଦେଲା ସରକାରୀ ଗାଡ଼ି: ୫ ଗୁରୁତର

ଭବାନୀପାଟଣା,୧୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆଠାରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଜଳ ସମ୍ପଦ ବିଭାଗର ଏକ ସରକାରୀ ଗାଡ଼ି ବାଇକ୍‌ରେ ଯାଉଥିବା ଲୋକଙ୍କୁ ପଛକୁ ପଛ ଧକ୍କା ଦେଇଛି। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ…

ପୈତୃକ ଗ୍ରାମରେ ପହଞ୍ଚିଲା ମୁଲାୟମଙ୍କ ପାର୍ଥିବ ଶରୀର: ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି(ଏସ୍‌ପି)ର ପ୍ରତିଷ୍ଠାତା ମୁଲାୟମ୍‌ ସିଂହ ଯାଦବଙ୍କ ସୋମବାର ସକାଳେ ପରଲୋକ ଘଟିଛି। ଅପରାହ୍ନରେ ତାଙ୍କର ପାର୍ଥିବ ଶରୀର ପୈତୃକ ଗ୍ରାମ ଉତ୍ତରପ୍ରଦେଶର ସୈଫଇରେ ପହଞ୍ଚିଛି।  ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନରେ ହଜାର…

ଶ୍ରମିକଙ୍କ ଗୋଡ଼ ହାତ କଟା ଘଟଣା: ଥାନାରେ ରୁଜୁ ହେଲା ମାମଲା

ଆର୍‌.ଉଦୟଗିରି,୧୦।୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା କଲବା ଗାଁର ଦାଦନ ଶ୍ରମିକ ଶାଙ୍କ ମୁର୍ମୁଙ୍କ ଗୋଡ଼ ହାତ କଟା ଘଟଣାର ଦୀର୍ଘଦିନ ପରେ ପୋଲିସ ଏକ ମାମଲା ରୁଜୁ କରିଛି। ଶାଙ୍କଙ୍କ ସ୍ତ୍ରୀ ସୁଶୀଳା ମୁର୍ମୁଙ୍କ ଏତଲାକୁ ଭିତ୍ତିକରି ଅଡ଼ବା ପୋଲିସ…

ହଠାତ୍‌ ଟୁଇଟର୍‌ ଛାଡିଲେ କରଣ ଜୋହର

ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ହଠାତ୍‌ ଟୁଇଟର୍‌କୁ ଅଲବିଦା କହିଛନ୍ତି। ସେ ଏକ ଟୁଇଟ୍‌ କରି ଟୁଇଟର୍‌ରୁ ବିଦାୟ ନେଇଛନ୍ତି। ସେ ତାଙ୍କର ଶେଷ ଟୁଇଟ୍‌ରେ ଲେଖିଛନ୍ତି, ମୁଁ ଆହୁରି ସକରାତ୍ମକ ଶକ୍ତି ପାଇଁ ସ୍ଥାନ ପ୍ରସ୍ତୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri