ନାବାଳିକାଙ୍କ ଜବରଦସ୍ତ ବିବାହ ବନ୍ଦ କର

ଇସ୍‌ଲାମାବାଦ,୧୮।୧(ଆଇଏଏନ୍‌ଏସ୍‌): ଧର୍ମୀୟ ସଂଖ୍ୟାଲଘୁଙ୍କୁ ନ୍ୟାୟ ପ୍ରଦାନରେ ପାକିସ୍ତାନ କ୍ରମାଗତ ଭାବେ ବିଫଳ ହୋଇଆସିଛି। ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯିବା ସହ ସେମାନଙ୍କୁ ଦୁଇଗୁଣ ବୟସର ପୁରୁଷଙ୍କ ସହ ବିବାହ କରିଦିଆଯାଉଛି। ପାକିସ୍ତାନରେ ନାବାଳିକା ଅପହରଣ ଓ ବାଲ୍ୟ ବିବାହ ସାଧାରଣ ଘଟଣା ହୋଇଛି। ବଳପୂର୍ବକ ଧର୍ମାନ୍ତରୀକରଣ ଏବଂ ନାବାଳିକା ବିବାହ ତୁରନ୍ତ ବନ୍ଦ କରିବା ଲାଗି ଜାତିସଂଘ ପାକିସ୍ତାନକୁ ପରାମର୍ଶ ଦେଇଛି। ଏହିସବୁ କାର୍ଯ୍ୟରେ ମୌଳବାଦୀ ଧର୍ମୀୟ ସଂଗଠନ ସମ୍ପୃକ୍ତିର ସ୍ପଷ୍ଟ ସୂଚନା ମିଳୁଥିବା ଅଧିକାର ବିଶେଷଜ୍ଞମାନେ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ରେ ଦାଖଲ କରିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଅପହରଣ, ବଳପୂର୍ବକ ଧର୍ମ ପରିବର୍ତ୍ତନ ଓ ବାଲ୍ୟ ବିବାହରେ ସେମାନଙ୍କ ସହ ଦେଶର ସୁରକ୍ଷା ବଳ ଏବଂ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ସମାନ ଭାବେ ଦୋଷୀ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ପ୍ଲମ୍ବର ମ୍ୟାନ୍‌, ଆଉ ତା’ ପରେ…

ଲଣ୍ଡନ,୩ା୧୧: ବ୍ରିଟେନର ଜଣେ ମହିଳାଙ୍କ ବାଥ୍‌ରୁମ୍‌ରେ ଜଣେ ୫୭ ବର୍ଷୀୟ ପ୍ଲମ୍ବର ଗୁପ୍ତ କ୍ୟାମେରା ଲଗାଇଥିଲେ। ଏହା ଦ୍ୱାରା ମହିଳାଙ୍କ ସମସ୍ତ ବାଥ୍‌ରୁମ୍‌ ଦୃଶ୍ୟ ଏହି...

ଫିଲିପାଇନ୍ସରେ ୨ଟି ଭୂକମ୍ପ ବଡ ବଡ କୋଠା କ୍ଷତିଗ୍ରସ୍ତ: ୮ ମୃତ, ୧୨ ଆହତ

ମନିଲା,୨୭।୭: ଫିଲିପାଇନ୍ସର ଲୋଜେନ ଦ୍ୱୀପର ଉତ୍ତରରେ ଥିବା ଦ୍ୱୀପ ଗୁଡିକରେ ଶନିବାର ୨ଟି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ...

ମ୍ୟାଲେରିଆ ଚିହ୍ନିବାକୁ ନୂଆ ଉପାୟ

କାନବେରା, ୧୨।୧୨ : ବିଶ୍ୱବ୍ୟାପୀ ପ୍ରତିବର୍ଷ ମ୍ୟାଲେରିଆରେ ଅନେକ ହଜାର ଲୋକ ପ୍ରାଣ ହରାଉଛନ୍ତି। ବହୁ ସମୟରେ ଉପଯୁକ୍ତ ନିଦାନ ଅଭାବ ଯୋଗୁ ସଂକ୍ରମିତ ବ୍ୟକ୍ତି...

ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ

କାବୁଲ, ୧୭।୭: ପାକିସ୍ତାନରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ନାଜିବୁଲ୍ଲା ଅଲିଖିଲ୍‌ଙ୍କ ଝିଅଙ୍କୁ ଶୁକ୍ରବାର ଇସ୍‌ଲାମାବାଦରୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଆଫଗାନିସ୍ତାନ...

ପୃଥିବୀକୁ କରୋନା ଟିକା ଯୋଗାଣରେ ଭାରତ ଆଗୁଆ, ସ୍ବୀକାର କଲା ଆମେରିକା…

ଓ୍ବାଶିଂଟନ,୨୬।୧୦ : କୋଭିଡ ମହାମାରୀ ସହ ଲଢ଼େଇ ସମୟରେ ଭାରତ ନିଜର ସାମର୍ଥ୍ୟକୁ ହୃଦୟଙ୍ଗମ କରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ପୃଥିବୀକୁ କରୋନା...

ପାକିସ୍ତାନକୁ ଆର୍ଥିକ ସହାୟତା, ହାଇସ୍ପିଡ ଟ୍ରେନ୍ ଟେକନିକ ଯୋଗାଇ ଦେବ ଚାଇନା

ବେଜିଂ,୩ ।୧୧: ପାକସ୍ତାନ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ବେଜିଂ ଗସ୍ତରେ ଅଛନ୍ତି । ବୁଧବାର ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ୍ କରିଛନ୍ତି...

ଭଗ୍ନାବଶେଷ ତଳେ ଜୀବନ ଗଲା

ବିନିଶ୍‌,୨୮ା୭: ଉତ୍ତର ସିରିଆରେ ଯୁଦ୍ଧବିମାନରୁ ଆକ୍ରମଣ ବେଳେ ଏକ ବିଲ୍ଡିଂ ଉପରେ ବୋମାମାଡ଼ ହୋଇଛି। ୫ ବର୍ଷର ଝିଅଟି ଝୁଲନ୍ତା ଅବସ୍ଥାରେ ଥିବା ତା’ର କୁନି...

ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଯିବା ପରେ ଏହି ସୁପରମଡେଲ ପିନ୍ଧିଲେ ବୁର୍ଖା, ୟୁଜର୍ସ କହିଲେ…

କାବୁଲ,୧୯ା୮: ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଚାଲିଯିବା ପରେ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଲକ୍ଷଲକ୍ଷ ଲୋକ ଏହି ଘଟଣାକୁ ନେଇ ପ୍ରତିକ୍ରିୟା...

Advertisement
Archives

Model This Week