ବିବାଦୀୟ ମନ୍ତବ୍ୟକୁ ନେଇ ସଫେଇ ଦେଲେ ଶିବରାଜ
ନୂଆଦିଲ୍ଲୀ,୨୧।୧୦: ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶିବରାଜ ପାଟିଲ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ଶୁକ୍ରବାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଯଦି ଆପଣ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରନ୍ତି ତେବେ ଏହା ଜିହାଦ ଅଟେ। କିନ୍ତୁ ଆପଣ…
ଦେଶରେ ୨,୧୧୯ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୧।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୧୧୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୧୦ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା…
ଅସୁରକ୍ଷିତ ଭାବେ ଚାଲିଛି ହ୍ୟୁମ୍ ପାଇପ୍ ଫ୍ୟାକ୍ଟ୍ରି
ସମ୍ବଲପୁର,୨୧ା୧୦(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ମାନେଶ୍ୱର- ଜୟନ୍ତପୁର ରାସ୍ତା କଡରେ ଥିବା ହ୍ୟୁମ୍ ପାଇପ୍ ଫ୍ୟାକ୍ଟ୍ରିରେ ସେପ୍ଟେମ୍ବର ୨୫ରେ କାମ କରୁଥିବା ସମୟରେ ସତ୍ୟ ମିର୍ଦ୍ଧା (୧୯) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଶ୍ରମିକମାନେ ଜୋତା, ହେଲ୍ମେଟ ଓ ଅନ୍ୟାନ୍ୟ…
ଗଞ୍ଜାମରେ ଜିଲାସ୍ତରୀୟ ୬୩ତମ ପୋଲିସ ସ୍ମୃତି ଦିବସ
ଛତ୍ରପୁର,୨୧ା୧୦(ଡି.ଏନ୍.ଏ.): ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆଠାରେ ଗଞ୍ଜାମ ପୋଲିସ ପକ୍ଷରୁ ଜିଲାସ୍ତରୀୟ ୬୩ତମ ପୋଲିସ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ପରେଡରେ ଗଞ୍ଜାମ ଏସ୍ପି ବିଜ୍ରେଶ କୁମାର ରୟ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ଚଳିତ…
ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କଲା ପୋଲିସ। ଶୁକ୍ରବାର ଭୁବନେଶ୍ୱରର ସତ୍ୟବିହାର ଘରୁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ନେଇଥିଲା। ବ୍ଲାକ୍ମେଲର ଅର୍ଚ୍ଚନାଙ୍କୁ ଏହି ଘଟଣାରେ ସ୍ବାମୀ ଜଗବନ୍ଧୁ ସାହାର୍ଯ୍ୟ କରୁଥିଲେ ବୋଲି…
୬୩ତମ ପୋଲିସ ଶହୀଦ ଦିବସ ପାଳିତ
ମାଲକାନଗିରି,୨୧।୧୦(ଡି.ଏନ.ଏ.): ମାଲକାନଗିରି ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରେ ଶୁକ୍ରବାର ୬୩ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଅନେକ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଦେଶରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ…
କୋମ୍ବିଂ ଅପରେଶନ ବେଳେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ
ମାଲକାନଗିରି,୨୧।୧୦(ଡି.ଏନ.ଏ.): ମାଲକାନଗିରି ଜିଲା ପୋଲିସକୁ ପୁଣି ଏକ ବଡ ସଫଳତା ମିଳିଛି। ଚଳିତ ମାସ ୧୯ତାରିଖରେ ମାଲକାନଗିରି ଏସଓଜି ଯବାନମାନେ ମାଓବାଦୀ ବିରୋଧୀ ଅଭିଯାନ ନିମନ୍ତେ ତୁଳସୀ ପାହାଡ଼ ଅଭିମୁଖେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ । ତୁଳସୀ ପାହାଡ଼ ଅନ୍ତର୍ଗତ…
ସାଉଥ୍ ଫିଲ୍ମକୁ ନେଇ ଏମିତି କହିଲେ ସଞ୍ଜୟ
ବଲିଉଡ ଅଭିନେତା ସଞ୍ଜୟ ଦତ୍ତ କିଏ ବା ନ ଜଣେ। ନିଜର ଦମ୍ଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ଏବେ କନ୍ନଡ ଫିଲ୍ମ କେଡିରେ ନଜର ଆସିବେ। ଏହାକୁ ପ୍ରେମ ନିର୍ଦ୍ଦୋନା ଦେଇଥିବା ବେଳେ ଫିଲ୍ମଟି କନ୍ନଡ ସମେତ…
ଓକିଲଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତ ରଶ୍ମିରଞ୍ଜନ ଦାଶ ଗିରଫ
କାମାକ୍ଷାନଗର, ୨୧।୧୦(ଡି.ଏନ୍.ଏ.):ଢେଙ୍କାନାଳ ଜିଲା କାମାକ୍ଷାନଗରର ଆଇନଜୀବୀ ଶଶଧର ମହାନ୍ତିଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଅଭିଯୁକ୍ତ ଧରାପଡ଼ିଛନ୍ତି। ପୂର୍ବରୁ ପୋଲିସ ଜଣଙ୍କୁ ଧରିଥିଲା। ଏହାପରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୩ରେ ପହଞ୍ଚତ୍ଥିବା ଗୁରୁବାର କାମାକ୍ଷାନଗର ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା…
ଭାଇଚାରାର ସହର ଭାଗ ଭାଗ
ଢେଙ୍କାନାଳ ଅଫିସ, ୨୧।୧୦: ସରିଛି ଗଣପର୍ବ ଲକ୍ଷ୍ମୀପୂଜା। ଆନନ୍ଦ ଉଲ୍ଲାସର ସହ ମା’ଙ୍କୁ ବିଦାୟ ଦେଇଛନ୍ତି ସହରବାସୀ। ଭବ୍ୟ ଭସାଣି ଶୋଭାଯାତ୍ରାର ଝଲକ୍ ସବୁଆଡ଼େ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିବାବେଳେ ଏଥିରେ ଯୋଡ଼ିହୋଇଛି ହିଂସାକାଣ୍ଡ, ରକ୍ତପାତର ଅଲୋଡ଼ା ଅଧ୍ୟାୟ। ୧୧ ଦିନାତ୍ମକ ପୂଜା…
ଗାମ୍ବିଆ ଶିଶୁ ମୃତ୍ୟୁ ଘଟଣାରେ ଉଦ୍ବେଗ ପ୍ରକାଶ କଲେ ଡବ୍ୟୁଏଚ୍ଓ ମୁଖ୍ୟ ବୈଜ୍ଞାନିକ
ପୁଣେ,୨୧।୧୦: ଗାମ୍ବିଆରେ ଶିଶୁ ମୃତ୍ୟୁ ମାମଲାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ୟୁଏଚ୍ଓ) ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ ଉଦ୍ବେଗ ପ୍ରକାଶ କରିଛନ୍ତି। ପୁଣେରେ ବିକାଶଶୀଳ ଦେଶଗୁଡିକର ଭ୍ୟାକ୍ସିନ ଉତ୍ପାଦନକାରୀ ନେଟୱାର୍କ (ଡିସିଭିଏମଏନ)ର ବାର୍ଷିକ ସାଧାରଣ ସଭା ଅବସରରେ ସ୍ବାମୀନାଥନ…
କାର୍ଯ୍ୟରେ ଲାଗୁନି ଅତ୍ୟାଧୁନିକ ପରିସ୍ରାଗାର
ବ୍ରହ୍ମପୁର ଅଫିସ,୨୧ା୧୦: ସ୍ବଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ବାର୍ତ୍ତା ନେଇ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସହରରେ ଅତ୍ୟାଧୁନିକ ପରିସ୍ରାଗାର ସ୍ଥାପନ କରାଯାଇଛି। କିନ୍ତୁ ଏ ଗୁଡିକ ବ୍ୟବହୃତ ହେଉ ନ ଦେଖିବାକୁ ମିଳିଛି। ଫଳରେ ସାଧାରଣ ଜନତା…
Archives


