Home Left

ଗୁଳିକାଣ୍ଡ ପରେ ଏଏସ୍‌ଆଇଙ୍କ ସ୍ତ୍ରୀ, ପୁଅ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ବର,୨୯।୧(ବୁରୋ): ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକାଣ୍ଡ ଘଟଣା ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ପୋଲିସ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଗିରଫ କରି ପଚରାଉଚରା କରୁଛି। ହେଲେ ଗୁଳିକାଣ୍ଡର କାରଣ ଜଣାପଡି ନ ଥିବା…

୨ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ନୂଆଦିଲ୍ଳୀ,୨୯।୧: ଦେଶର ରାଜଧାନୀ ଦିଲ୍ଲୀରୁ ଦୁଇ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଉଭୟ ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ)ର ସଦସ୍ୟ ବୋଲି କୁହାଯାଉଛି। ସାଧାରଣତନ୍ତ୍ର ଦିବସ ପୂର୍ବରୁ ସେମାନେ ଦିଲ୍ଲୀର ଅନେକ ଅଞ୍ଚଳରେ କାନ୍ଥରେ…

ହଠାତ୍‌ ମାଡ଼ ହେଲା ପକ୍ଷୀ: ବିମାନର ଜରୁରିକାଳୀନ ଅବତରଣ

ଲକ୍ଷ୍ନୌ,୨୯।୧: ଲକ୍ଷ୍ନୌରୁ କୋଲକାତା ଯାଉଥିବା ଏୟାର ଏସିଆ ବିମାନରେ ହଠାତ୍‌ ପକ୍ଷୀ ମାଡ଼ ହୋଇଛି। ପରେ ବିମାନକୁ ଜରୁରିକାଳୀନ ଅବତରଣ କରାଯାଇଛି। ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିଲା, ଏହି ସମୟରେ ପାଇଲଟ ପକ୍ଷୀ ମାଡ଼ ଯୋଗୁ ରନୱେରେ ବିମାନକୁ ଅଟକାଇଥିଲେ।…

ପ୍ରେଗ୍ନେନସି ଖବର ଭିତରେ କିଛି ଏମିତି ଅବତାରରେ ନଜର ଆସିଲେ କ୍ୟାଟ୍ରିନା

ମୁମ୍ବାଇ: ବେଶ କିଛିଦିନ ହେବ ଆଲୋଚନା ହେଉଛି କି ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ ମାଆ ହେବାକୁ ଯାଉଛନ୍ତି । ବିଶେଷ କରି ସେ ଯେତେବେଳେ ଢିଲା ଢିଲା ପୋଷାକରେ ନଜର ଆସୁଛନ୍ତି ସେତେବେଳେ ଏହି ଆଲୋଚନା ଆହୁରି ବଢି ଯାଉଛି…

ଦେଶରେ ଘୃଣା ସୃଷ୍ଟି ହେବାକୁ ଦେବୁ ନାହିଁ: ସୁରଜେୱାଲା

ନୂଆଦିଲ୍ଲୀ,୨୯।୧: ‘ଭାରତ ଯୋଡୋ ଯାତ୍ରା’ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗରର ଲାଲ ଚୌକରେ ତ୍ରିରଙ୍ଗା ଉଡାଇଛନ୍ତି। ରାହୁଲ ତ୍ରିରଙ୍ଗା ଉଡାଇବା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ ମଧ୍ୟ ଟାର୍ଗେଟ କରିଛି। କଂଗ୍ରେସର ବରିଷ୍ଠ ନେତା…

ଫେବୃୟାରୀ ପହିଲାରୁ ବଦଳୁଛି ଟୁଇଟର ନିୟମ

ନୂଆଦିଲ୍ଲୀ,୨୯।୧: ଏଲନ ମସ୍କଙ୍କ ଏଣ୍ଟ୍ରି ପରେ ଟୁଇଟରରେ ପ୍ରତ୍ୟେହ ଟୁଇଟରରେ କିଛି ନା କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏବେ କମ୍ପାନୀ ଏହାର ଆକାଉଣ୍ଟ ସସ୍‌ପେଣ୍ଡ ପଲିସି ବଦଳାଇଛି। ଫେବୃୟାରୀ ପହଲାରୁ ଏହି ନୂଆ ପରିବର୍ତ୍ତନ ଲାଗୁ ହେବାକୁ ଥିବା…

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲେ ଏହି ଏଏସ୍‌ଆଇ, ସ୍ପଷ୍ଟ କଲେ ଏସ୍‌ଡିପିଓ

ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣା ହଟଚମଟ ସୃଷ୍ଟି କରିଛି। ଜଣେ ଏଏସ୍‌ଆଇ ତାଙ୍କୁ ଗୁଳିମାଡ଼ କରିଥିବା ସ୍ପଷ୍ଟ ହୋଇଛି। ସେ ଝାରସୁଗୁଡ଼ା ବ୍ରଜରାଜନଗର ଗାନ୍ଧି ଛକ ପୋଲିସ ଆଉଟ୍‌ପୋଷ୍ଟରେ ନିଯୁକ୍ତ ହୋଇଥିବା ଗୋପାଳ ଦାସ ବୋଲି…

ବିଶ୍ୱକପ୍‌ ପାଇନାଲ୍‌ ପୂର୍ବରୁ ଭାରତୀୟ ଦଳକୁ ଟିପ୍ସ ଦେଲେ ନୀରଜ

ପୋଶ୍ଚେଫଷ୍ଟ୍ରୁମ୍‌,୨୯।୧:: ରବିବାର ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଇଂଲଣ୍ଡ ସହ ମୁହାଁମୁହିଁ ହେବ। ଏହାପୂର୍ବରୁ ଭାରତର ତାରକା ଆଥଲେଟ ତଥା ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋ ନୀରଜ ଚୋପ୍ରା ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୁର୍ଭାଗ୍ୟଜନକ କହିବା ସହ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ତାଙ୍କର ଶୀଘ୍ର ଆରୋଗ୍ୟ ଲାଗି କାମନା କରିଛନ୍ତି। ନବ ଦାସଙ୍କ ଉପରେ ହୋଇଥିବା ଆକ୍ରମଣ ଦୁର୍ଭାଗ୍ୟଜନକ। ଏହା ମୋତେ ଚକିତ କରିଛି। ଏହି…

ଥରିଲା ପାକିସ୍ତାନ

ଇସଲାମାବାଦ୍‌,୨୯।୧: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ମାପ କରାଯାଇଛି। ଭୂକମ୍ପ ଯୋଗୁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ।…

ପେଟ୍ର ପାଭେଲ ହେଲେ ଚେକ୍‌ ରିପବ୍ଲିକର ନୂଆ ରାଷ୍ଟ୍ରପତି

ପ୍ରାଗ୍ୟୁ,୨୯।୧: ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସାମରିକ କମିଟିର ପୂର୍ବତନ ଅଧ୍ୟକ୍ଷ ପେଟ୍ର ପାଭେଲ ଚେକ୍‌ ରିପବ୍ଲିକର ନୂତନ ରାଷ୍ଟ୍ରପତି ହୋଇଛନ୍ତି। ପେଟ୍ର ପାଭେଲ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିବାଦୀୟ ରାଷ୍ଟ୍ରପତି ମିଲୋସ ଜେମାନଙ୍କୁ ସ୍ଥାନ ନେବା ପାଇଁ ରନ…

ଗଣତନ୍ତ୍ର ଆମ ଶିରାରେ ଅଛି: ମୋଦି

ନୂଆଦିଲ୍ଲୀ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣିଥରେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ନ୍ୟୁ ଇଣ୍ଡିଆ’ ବିଷୟରେ କହିଥିଲେ। ଏହା ବ୍ୟତୀତ ଆଦିବାସୀ ସମାଜର ଭୂମିକା ଏବଂ ପଦ୍ମ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?