ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡକୁ ଟ୍ରୋଲ୍ କଲେ ଜାଫର୍
ନୂଆଦିଲ୍ଲୀ,୨୧।୧୦: ପୂର୍ବତନ ଭାରତୀୟ ତାରକା କ୍ରିକେଟର ଓ୍ବାସିମ ଜାଫର ଏବଂ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ମଧ୍ୟରେ ସର୍ବଦା କଥା କଟାକଟି ଦେଖିବାକୁ ମିଳିଥାଏ। ଉଭୟ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ପରସ୍ପର ଦେଶ ଏବଂ ଟିମ୍କୁ ନେଇ କିଛି…
ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ବୈଠକ ବର୍ଜନ କରି ଧାରଣାରେ ବସିଲେ ସରପଞ୍ଚ
କେସିଙ୍ଗା,୨୧।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚତୁର୍ଥ ପଞ୍ଚାୟତ ସମିତି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବୈଠକରେ କେସିଙ୍ଗା ବ୍ଲକର ୨୬ ସରପଞ୍ଚଙ୍କ ମଧ୍ୟରୁ ୨୨ ସରପଞ୍ଚ ବିଡିଓଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ବୈଠକ ବର୍ଜନ କରି ବ୍ଲକ ସଭାଗୃହ…
ସ୍ବାଭିମାନ ଅଞ୍ଚଳରେ ମନ୍ତ୍ରୀ, ୭ ବିଦ୍ୟାଳୟର ହଷ୍ଟେଲ ଉଦ୍ଘାଟନ
ଚିତ୍ରକୋଣ୍ଡା,୨୧।୧୦(ଡି.ଏନ୍.ଏ): ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ବିକାଶର ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଯନ୍ତାପାଇକୁ ଶୁକ୍ରବାର ଆଇନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଗସ୍ତ କରିଛନ୍ତି। ତାଙ୍କ ସହ…
୫ ବର୍ଷର ଶିଶୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ
ଫୁଲବାଣୀ ଅଫିସ,୨୧।୧୦: କନ୍ଧମାଳ ଜିଲା ଫୁଲବାଣୀ ପୋକ୍ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଶୁକ୍ରବାର ଜଣେ ୫ ବର୍ଷର ଝିଅଙ୍କୁ ବଳାତ୍କାର ମାମଲାର ବିଚାର କରିଛନ୍ତି। ଏହି ମାମଲାରେ ବଳାତ୍କାରୀଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
ସେନା ହେଲିକପ୍ଟର କ୍ରାସ୍ ଘଟଣା: ୨ ଜଣଙ୍କ ମୃତଦେହ ଉଦ୍ଧାର
ଇଟାନଗର,୨୧।୧୦: ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲାରେ ଶୁକ୍ରବାର ଏକ ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଲିକାବାଲି ସହରରୁ ବାହାରିଥିବା ଏହି ହେଲିକପ୍ଟରଟି…
ନୂଆ ଘର ଖୋଜୁଛନ୍ତି ଏହି କପୁଲ, ବିବାହ ପୂର୍ବରୁ ରହିବେ ଲିଭ ଇନରେ
ମୁମ୍ବାଇ: ଏବେ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ କପୁଲ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା । ଏମାନଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି । ବେଶ କିଛିଦିନ ହେବ ଏମାନଙ୍କ ରିଲେଶନକୁ ନେଇ ଆଲୋଚନା ହେଉଛି । ଯାହା…
ଜେଲରେ ଅନୀଲଙ୍କ ବିତିବ ଦୀପାବଳି
ମୁମ୍ବାଇ,୨୧।୧୦: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଖମୁଖଙ୍କୁ ମିଳିଲାନି ଆଶ୍ୱସ୍ତି। ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଜାମିନ ଆବେଦନକୁ ଶୁକ୍ରବାର ଖାରଜ କରିଛନ୍ତି। ଫଳରେ ଅନୀଲ ଦୀପାବଳି ଜେଲରେ ବିତାଇବେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ,…
ଛାତ୍ରୀଛାତ୍ରଙ୍କ ଅସନ୍ତୋଷ ପରେ ନିଷ୍ପତ୍ତିରୁ ଓହରିଲେ ରେଭେନ୍ସା କର୍ତ୍ତୃପକ୍ଷ
କଟକ ଅଫିସ,୨୧।୧୦: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନ କି ହିଂସାତ୍ମକ ଆଚରଣ କରିପାରିବେ ନାହିଁ। ଏ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଛାତ୍ରୀଛାତ୍ରମାନେ ହିଂସାତ୍ମକ ଆଚରଣ ପ୍ରଦର୍ଶନ,ଧାରଣା , କ୍ୟାମ୍ପସ ପରିସରରେ ମାଦକ ଦ୍ରବ୍ୟ…
ବାଣ ଦୋକାନ ଉପରେ ବିଏମ୍ସିର କଡା ନଜର
ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ଆଗକୁ ଦୀପାବଳି। ଏହାକୁ ଦୃଷ୍ଟିରେ ରଖି ବାଣ ଦୋକନ ଉପରେ ନଜର ରଖିଛି ବିଏମ୍ସି। ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟସ୍ଥାନରେ ବାଣ ଦୋକାନ ଖୋଲିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଏଥିସହ ରାଜଧାନୀର ବିଭିନ୍ନ…
କଙ୍ଗନାଙ୍କ ହାତରେ ଆଉ ଏକ ବାୟୋପିକ
ମୁମ୍ବାଇ: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ବିୟୁଟି କଙ୍ଗନା ରାନାୱତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ନିକଟରେ କଙ୍ଗନାଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ହିମାଚଳ ପ୍ରଦେଶ ପାଇଁ ଷ୍ଟାର ପ୍ରଚାରକ କରିଥିବା ବେଳେ…
ଓମିକ୍ରନର ସବ୍ ଭାରିଏଣ୍ଟ ଏକ୍ସଏକ୍ସବିକୁ ସତର୍କ କଲା ଡବ୍ଲ୍ୟୁଏଚ୍ଓ: ଆସିପାରେ ଆଉ ଏକ ଲହର
ଜେନେଭା୨୧।୧୦: କୋଭିଡ-୧୯ ଭୂତାଣୁ ଓମିକ୍ରନର ସବ୍ ଭାରିଏଣ୍ଟ ଏକ୍ସଏକ୍ସବିକୁ ନେଇ ବିଶ୍ୱସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ)ଙ୍କ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ ସତର୍କ କରାଇଛନ୍ତି। କିଛି ଦେଶରେ ଓମିକ୍ରନର ଏକ୍ସଏକ୍ସବି ସବ୍ ଭାରିଏଣ୍ଟ ସଂକ୍ରମଣ ଯୋଗୁ କରୋନାର ଆଉ ଏକ ଲହର ଦେଖାଯାଇପାରେ…
ଘର ଖାଲି କରିବାକୁ ମେହେବୁବାଙ୍କୁ ନୋଟିସ
ଶ୍ରୀନଗର,୨୧ ।୧୦: ପିପୁ୍ଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)ର ମୁଖ୍ୟ ମେହେବୁବା ମୁଫତିଙ୍କୁ ତାଙ୍କ ଶ୍ରୀନଗର ଘର ଖାଲି କରିବାକୁ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ନିଜେ ମେହେବୁବା ଖବରଦାତାଙ୍କୁ ଏହି ସୂଚନା ଦେଇଛନ୍ତି । ମେହେବୁବା କହିଛନ୍ତି ସରକାରଙ୍କ ପକ୍ଷରୁ…
Archives


