ଲୋକେ ଚାହିଁଲେ ୨୦୨୪ରେ ମଣ୍ଡିରୁ ନିର୍ବାଚନ ଲଢ଼ିବି: କଙ୍ଗନା ରାଣାଓ୍ବତ
ନୂଆଦିଲ୍ଲୀ,୨୯।୧୦: ରାଜନୀତିରେ ପ୍ରବେଶ କରିବାକୁ ମୁଁ ପ୍ରସ୍ତୁତ। ଯଦି ହିମାଚଳବାସୀ ଚାହିଁବେ ଏବଂ ଭାଜପା ଟିକେଟ ଦେବ, ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। କିଛି ଏଭଳି କହି ଚର୍ଚ୍ଚାରେ ଅଛନ୍ତି କଙ୍ଗନା ରାଣାଓ୍ବତ। ଜାତୀୟ ଗଣମାଧ୍ୟମରେ ଏକ କାର୍ଯ୍ୟକ୍ରମରେ…
କ୍ୟାଟ୍ରିନାଙ୍କ ଲୁକ୍ ଦେଖି ପାକିସ୍ତାନୀ ପ୍ରଶଂସକ ଲେଖିଲେ ଏମିତି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଆଜିକାଲି ତାଙ୍କ ଅପ୍ଡେଟ୍ ହରର କମେଡି ଫିଲ୍ମ ‘ଫୋନ୍ ଭୂତ୍’କୁ ନେଇ ବହୁତ ବ୍ୟସ୍ତ ରହୁଛନ୍ତି। ତାଙ୍କର ଏହି ଫିଲ୍ମ ଆସନ୍ତା ନଭେମ୍ବର ୪ରେ ହଲ୍ରେ ରିଲିଜ ହେବାକୁ ଯାଉଛି। ଏଥିପାଇଁ କ୍ୟାଟ୍ରିନା ପ୍ରତି…
ବିପର୍ଯ୍ୟୟ ପରିଚାଳନାରେ ଭଲ ପ୍ରଦର୍ଶନ କରି ଦାରିଙ୍ଗବାଡ଼ି ବ୍ଲକ ସମ୍ମାନିତ
ଦିଗପହଣ୍ଡି,୨୯ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ଅଞ୍ଚଳରେ ବିପର୍ଯ୍ୟୟ ପରିଚାଳନାରେ ଭଲ ପ୍ରଦର୍ଶନ କରିଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ପୁରସ୍କୃତ କରାଯିବା ସହ ସମ୍ମାନ ଜଣକ ପ୍ରମାନପତ୍ର ମିଳିଛି। ଏହି ମାନପତ୍ରକୁ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର…
ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ: ୪ ଗିରଫ
ବ୍ରହ୍ମପୁର ଅଫିସ,୨୯ା୧୦: ଅବକାରୀ ଗୁଇନ୍ଦା ଟିମ୍ ଶନିବାର ଅପରାହ୍ନ ୩ଟା ସମୟରେ ସଦର ଥାନା ଅନ୍ତର୍ଗତ ବାଲିପଢ଼ା ଛକରୁ ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ କରିଛି। ଚାଲାଣକାରୀ ସମେତ ୪ଜଣଙ୍କୁ ଅବକାରୀ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗଜପତି…
ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଫାଟ
ପୁରୀ ଅଫିସ,୨୯।୧୦: ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ସୃଷ୍ଟି ହୋଇଛି ଫାଟ। ଏଠାରେ ଥିବା ୪ଟିରୁ ୩ଟି କଲମରେ ଫାଟ ଥିବା ନେଇ ଶ୍ରୀମନ୍ଦିର ବୈଶୟିକ କୋର କମିଟି ପକ୍ଷରୁ କୁହାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଜଗମୋହନରେ ପୂର୍ବରୁ ଫାଟ ସୃଷ୍ଟି ହୋଇଥିଲା।…
ଗୋଚର ଜମି ଜବରଦଖଲ, ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ନିଶ୍ଚିନ୍ତକୋଇଲି,୨୯ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ପଞ୍ଚାୟତରେ ଗୋଚର ଜମିକୁ ଜବରଦଖଲ କରାଯାଇଛି। ଏଠାରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଶନିବାର ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ଧାରଣା ଦିଆଯାଇଛି। ଓରତି ପଞ୍ଚାୟତର ୩ଟି ରାଜସ୍ବ ଗ୍ରାମର ଗ୍ରାମବାସୀ…
ଏହିଦିନ ମା’ ହେବାକୁ ଯାଉଛନ୍ତି ଆଲିଆ
ମୁମ୍ବାଇ; ବଲିଉଡ ବିୟୁଟି ଆଲିଆ ଭଟ୍ଟ ଏବେ ତାଙ୍କ ଜୀବନର ସବୁଠାରୁ ସୁନ୍ଦର ସମୟ ଅତିବାହିତ କରୁଛନ୍ତି । କାରଣ ଆଲିଆ ମାଆ ହେବାକୁ ଯାଉଛନ୍ତି । ଏହି ନୂଆ ଜର୍ଣ୍ଣିକୁ ନେଇ ଆଲିଆ ଓ ପତି ରଣବୀର କପୁର ବେଶ…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ଚାଲିଗଲା ଯୁବକଙ୍କ ଜୀବନ
ଖଲ୍ଲିକୋଟ,୨୯ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଅରବିନ୍ଦ ନଗରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଅରବିନ୍ଦ ନଗରରେ ରହୁଥିବା ଜଣେ ଯୁବକ ଆଜି ସକାଳେ ବାଣ ଭିଡ଼ିବା ସମୟରେ ଅସାବଧାନତା ଯୋଗୁ ବାଣ ବିସ୍ଫୋରଣ ଘଟି ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ…
୫୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ପୋନ୍ନିୟିନ ସେଲଭମ: ୧’
ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ: ୧’ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛି । ସାରା ବିଶ୍ୱରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ୫୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏହି ଫିଲ୍ମକୁ…
ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ…
ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ସ୍ଥାନ ପାଇଁ ଲଢ଼େଇ ଜାରି ରହିଛି। ନ୍ୟୁଜିଲାଣ୍ଡର ଦୁଇଟି ମ୍ୟାଚରୁ ତିନୋଟି ପଏଣ୍ଟ ରହିଛି ଏବଂ ଦଳ…
ରବିବାର ଭାରତ-ଦକ୍ଷିଣ ଆଫ୍ରିକା ହାଇଭୋଲ୍ଟେଜ ମୁକାବିଲା
ନୂଆଦିଲ୍ଲୀ,୨୯ା୧୦: ଟି-୨୦ ବିଶ୍ୱକପ୍ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ହେବ ହାଇଭୋଲ୍ଟେଜ ମୁକାବିଲା। ଦୁଇ ଦଳ ମଧ୍ୟରେ ମ୍ୟାଚ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ପର୍ଥ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଭାରତୀୟ ବ୍ୟାଟିଂ ଏବଂ ଦକ୍ଷିଣ…
ଟ୍ରେନ୍ରେ ପ୍ରସବ ଘଟଣା: ସମ୍ବର୍ଦ୍ଧିତ ହେଲେ ଆର୍ପିଏଫ୍ କର୍ମଚାରୀ
ଝାରସୁଗୁଡ଼ା ଅଫିସ,୨୯ା୧୦: ଗତ ବୁଧବାର ବେଙ୍ଗାଲୁରୁ-ହଟିଆ ଏକ୍ସପ୍ରେସ୍ ଟ୍ରେନ୍ରେ ଜଣେ ମହିଳା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଝାରସୁଗୁଡ଼ା ଜଙ୍କ୍ଶନ୍ରେ ଉକ୍ତ ଟ୍ରେନ୍ ରହଣି ପରେ ଆର୍ପିଏଫ୍ କର୍ମଚାରୀ ଉକ୍ତ ମହିଳା ଓ ନବଜାତ ଶିଶୁକୁ ଉଦ୍ଧାର କରି ଆମ୍ବୁଲାନ୍ସ…
Archives


