Home Left

ପୁରୀରେ ଜାଲ୍‌ ନୋଟ କାରବାର

ପୁରୀ ଅଫିସ,୨୯।୧୦: ପୁରୀ ସମୁଦ୍ରକୂଳ ବଜାର ଅଞ୍ଚଳରେ ଜାଲ୍‌ ନୋଟ କାରବାର ନେଇ ଚର୍ଚ୍ଚା ହେଉଛି। ଜଣେ ମହିଳା ଏହି ନୋଟ କାରବାର କରୁଥିବା ର଼୍ୟାକେଟଙ୍କ ଟାର୍ଗେଟରେ ରହିଛନ୍ତି। କ୍ଷୀର କିଣିବାକୁ ଯିବା ସମୟରେ ମହଳା ଜଣଙ୍କ ଜାଲ୍‌ ନୋଟ ଦେଇଥିଲେ।…

ନଭେମ୍ବର ୪ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଏଏପି

ଅହମ୍ମଦାବାଦ,୨୯।୧୦: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ନଭେମ୍ବର ୧ କିମ୍ବା ୨ରେ ତାରିଖ ଘୋଷଣା ହୋଇପାରେ। ଦୁଇଟି ପର୍ଯ୍ୟାୟରେ ଏହି ନିର୍ବାଚନ ହୋଇପାରେ। ତେବେ ଏହାପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ…

ଡ୍ରଗ୍ସ ମାମଲା: ଭାରତୀ ସିଂ ତାଙ୍କ ସ୍ବାମୀଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ଏନ୍‌ସିବି

ମୁମ୍ବାଇ,୨୯।୧୦: ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏକ ଚାର୍ଜସିଟ ଦାଖଲ କରିଛି। ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲାରେ ୨୦୨୦ ନଭେମ୍ବର ୨୧ରେ ଏନ୍‌ସିବି ଚଢାଉ କରିଥିଲା। ଏହି…

ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁଣି ଦୁର୍ଘଟଣାଗ୍ରସ୍ତ: ୩୦ ମିନିଟ୍‌ ଯାଏ ଅଟକି ରହିଲା ଟ୍ରେନ୍‌

ଅହମ୍ମଦାବାଦ,୨୯।୧୦: ଗୁଜରାଟରେ ପୁଣି ଥରେ ସେମି ହାଇ ସ୍ପିଡ ଟ୍ରେନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ବଲସାଡର ଅତୁଲ ରେଲଓ୍ବେ ଷ୍ଟେସନ ନିକଟରେ ଏକ ଗାଇ ଟ୍ରେନ୍‌ ସମ୍ମୁଖରେ ଆସିଯିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଇ ସହ ଧକ୍କା…

ମାନବ ଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ୍‌: ୧୪ ମହିଳା ଉଦ୍ଧାର

ଶ୍ରୀନଗର,୨୯।୧୦: ଜମ୍ମୁ-କଶ୍ମୀର ବୁଡଗାଓ ଜିଲାରୁ ଏକ ମାନବ ଚାଲାଣ ଗ୍ୟାଙ୍ଗ୍‌କୁ ଶୁକ୍ରବାର ସ୍ଥାନୀୟ ପୋଲିସ ଧରିବାରେ ସଫଳ ହୋଇଛି। ଶାମିମ୍‌ ଅହମଦ୍‌ ଭଟ୍ଟ, ଶାଗୁଫ୍‌ତା ଏବଂ ଆସମତଙ୍କୁ ଗିରଫ କରାଯାଇଥିବା ବେଳେ ୧୪ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଦୁଲିପୋରା ଗ୍ରାମରେ ମାନବ…

ପିଏଫ୍‌ଆଇର କେରଳ ସମ୍ପାଦକ ଗିରଫ

ନୂଆଦିଲ୍ଲୀ,୨୯।୧୦: ବେଆଇନ ଘୋଷିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର କେରଳ ସାଧାରଣ ସମ୍ପାଦକ ସି.ଏ. ରୌଫ୍‌ଙ୍କୁ ପଲକ୍କଡର ପଟ୍ଟାମ୍ବିରୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ଗିରଫ କରିଛି। ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତି ମାମଲାରେ ରୌଫ୍‌ ୧୩ତମ ଅଭିଯୁକ୍ତ।…

ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର

ପୁରୀ ଅଫିସ, ୨୯।୧୦: ଶ୍ରୀମନ୍ଦିର ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ଜଣାପଡ଼ିଛି। ଶୁକ୍ରବାର ସନ୍ଧ୍ୟାରେ ଜେଟିପି ଚର୍ଚ୍ଚାଘର ବାହାର ପାର୍ଶ୍ୱରୁ ଗୋଟିଏ ଛୋଟ ପଥର ଖସିଥିଲା। ଏ ନେଇ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ…

ବନ୍ଦ କଠୋରିରେ ୮ଦିନ

ଜୟପୁର, ୨୯ା୧୦ (ନି.ପ୍ର.): ଜୟପୁର ଢେପଗୁଡାସ୍ଥିତ ଏକ ପରିବାରର ଲୋକେ ଜଣେ ୮୦ ବର୍ଷର ବୃଦ୍ଧାଙ୍କୁ ୮ଦିନ ଧରି ଏକ କଠୋରିରେ ବନ୍ଦ କରି ରଖିଥିଲେ। ବୃ୍‌ଦ୍ଧା ଜଣକ ହେଉଛନ୍ତି ପାର୍ବତୀ ନାୟକ ା ସେ କଠୋରିରେ ଖାଇବାକୁ ନ ପାଇ…

ପାନ୍ଥର୍ସ ବିପକ୍ଷରେ ଥାଲାଇଭାସ୍‌ ବିଜୟୀ

ବେଙ୍ଗାଲୁରୁ,୨୯ା୧୦: ପ୍ରୋ କବାଡି ଲିଗ୍‌ରେ ଶୁକ୍ରବାର ଜୟପୁର ପିଙ୍କ ପାନ୍ଥର୍ସକୁ ପରାସ୍ତ କରିଛି ତାମିଲ ଥାଲାଇଭାସ୍‌। ରେଡର୍‌ ନରେନ୍ଦରଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ବଳରେ ୩୮-୨୭ରେ ମ୍ୟାଚକୁ ଜିତି ନେଇଛି ଥାଲାଇଭାସ୍‌। ଏହା ସହିତ ଚଳିତ ଟୁର୍ନାମେଣ୍ଟରେ ନିଜର ଦ୍ୱିତୀୟ ବିଜୟ ହାସଲ…

ଶଙ୍କର ମୁଥୁସାମି ସେମିଫାଇନାଲରେ

ସାଣ୍ଟାଣ୍ଡର (ସ୍ପେନ୍‌), ୨୯ା୧୦ (ପି.ଟି.): ଭାରତର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଶଙ୍କର ମୁଥୁସାମି ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ ସହ ପଦକ ପକ୍କା କରିଛନ୍ତି। ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସେ ଚାଇନାର…

ଆକାଂକ୍ଷାଙ୍କ ଦ୍ୱାରା ୩ ନୂଆ ଜାତୀୟ ରେକର୍ଡ

ଗାଜିଆବାଦ, ୨୯ା୧୦ (ପି.ଟି.): ଖେଲୋ ଇଣ୍ଡିଆ ନ୍ୟାଶନାଲ ଓମେନ୍ସ ଓ୍ବେଟ୍‌ଲିଫ୍ଟିଂ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟରେ ମହାରାଷ୍ଟ୍ରର ଆକାଂକ୍ଷା ବ୍ୟବହାରେ ୪୦କେଜି କାଟେଗୋରିରେ ତିନୋଟି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର ଅଂଶବିଶେଷ ଏହି ଓ୍ବେଟ୍‌ଲିଫ୍ଟର ସ୍ନାଚ୍‌,…

ଅଷ୍ଟ୍ରେଲିଆ ପାଇଁ ବଢ଼ିଲା ସଙ୍କଟ

ମେଲବୋର୍ନ,୨୯ା୧୦(ପି.ଟି.): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ଦୁଇଟି ମ୍ୟାଚ୍‌ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ଓ ଆୟର୍ଲାଣ୍ଡ ବନାମ ଆଫଗାନିସ୍ତାନ ମ୍ୟାଚ୍‌ ବାତିଲ ହୋଇଯାଇଛି। ଉଭୟ ମ୍ୟାଚ୍‌ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri