ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ
ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ନବମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ପରୀକ୍ଷାର କିଛିଘଣ୍ଟା ପୂର୍ବରୁ ପ୍ରଶ୍ନ ଓ ଉତ୍ତରର ଏକ ଭିଡିଓ ୟୁଟ୍ୟୁବ୍ ମାଧ୍ୟମରେ ଅପଲୋଡ୍ କରାଯାଇଥିବା ଦେଖିବାକୁ ମିଳିଛି। ଗତ ତିନିଦିନ ହେବ ନବମ…
ଝିଅ ଭୟରେ ବାହାର କଲେ, ପୁଅ ହେବାରୁ ଘରକୁ ନେଲେ
ପାରାଦୀପ, ୩୦।୧୦(ସ୍ବ.ପ୍ର.): ଝିଅ ପୁଅ ଜନ୍ମ ହେବା ପାଇଁ ଏବେବି ମହିଳାଙ୍କୁ ଦୋଷ ଦିଆଯାଉଛି। ଜଣେ ମହିଳାଙ୍କ ପୂର୍ବରୁ ୨ଟି ଝିଅ ଥିଲା। ପୁନର୍ବାର ସେ ଗର୍ଭବତୀ ହୋଇଥିଲା। ମାତ୍ର ପ୍ରସବର ଗୋଟିଏ ଦିନ ପୂର୍ବରୁ ପୁନର୍ବାର ଝିଅ ଜନ୍ମ ହେବା…
ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୩୦।୧୦(ବ୍ୟୁରେ): ରାଜ୍ୟ ସରକାର ଶନିବାର ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ମାଲକାନଗିରି ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ବରିଷ୍ଠ ଓଏଏସ୍…
ଝିଅ ଭାମିକାଙ୍କ ସହ ଭାଇରାଲ ହେଉଛି ଅନୁଷ୍କାଙ୍କ ଫଟୋ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଅପକମିଂ ଫିଲ୍ମ ଚକଦା ଏକ୍ସପ୍ରେସକୁ ନେଇ ଏବେ ଖୁବ୍ ବିଜି ଅଛନ୍ତି । ଶନିବାର ସେ ତାଙ୍କର କୋଲକାତା ସିଡ୍ୟୁଲ ପୁରା କରିଛନ୍ତି । ଏହାର ଏକ ଝଲକ ସେ ସୋସିଆଲ ମିଡିଆରେ…
୬ ଆଇଏଏସ୍ଙ୍କୁ ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର,୩୦।୧୦(ବ୍ୟୁରେ): ଆସନ୍ତା ୩୧ ତାରିଖରେ ଓଡ଼ିଶା କ୍ୟାଡର ୩ ବରିଷ୍ଠ ଆଇଏଏସ୍ ଅଫିସର ତଥା ବୋର୍ଡ ଅଫ୍ ରେଭିନ୍ୟୁ ମେମ୍ବର ଜିଭିଭି ଶର୍ମା, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଏବଂ କେନ୍ଦ୍ରୀୟ ଡେପୁଟେଶନରେ ଥିବା ଉପେନ୍ଦ୍ର…
ଟୁଇଟରରେ ବଡ ସଂଖ୍ୟାରେ ହୋଇପାରେ ଛଟେଇ, ଟେକ୍ଓଭର ପରେ ଏଲନ ମସ୍କ କରୁଛନ୍ତି ଯୋଜନା
ୱାଶିଂଟନ,୩୦ ।୧୦: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେଲସାର ସିଇଓ ଏଲନ ମସ୍କ ଟୁଇଟର କ୍ରୟ କରିବା ପରେ କିଛିଦିନ ମଧ୍ୟରେ ଛଟେଇ ସଙ୍କେତ ଦେଇଛନ୍ତି । ଡିଲ ଶେଷ ହେବା ପରେ ଆକ୍ସନ ମୁଡରେ ନଜର ଆସିଛନ୍ତି ମସ୍କ…
ପଦ୍ମପୁର ପାଇଁ ୪୮୮ କୋଟିର ପ୍ରକଳ୍ପ
ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ବରଗଡ଼ ଜିଲାର ପଦ୍ମପୁର ନିର୍ବାଚନମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏହି ନିର୍ବାଚନମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ସମସ୍ତଙ୍କ ସହଯୋଗରେ ପଦ୍ମପୁର ଅଞ୍ଚଳ ବିକାଶର…
ଭାଜପା ନେତ୍ରୀଙ୍କୁ ଚୁପ କଲେ ପୁନମ
ନୂଆଦିଲ୍ଲୀ,୩୦ ।୧୦: କଂଗ୍ରେସ ଏବେ ଚଳାଇଛି ତା’ର ଭାରତ ଯୋଡୋ ଯାତ୍ରା । ଏଥିରେ ରାଜନେତାଙ୍କଠାରୁ ଆରମ୍ଭ କରି କଂଗ୍ରେସ କର୍ମୀ ଓ କେବେ କେବେ କେତେଜଣ ସେଲିବ୍ରିଟି ଏଥିରେ ସାମିଲ ହୋଇଥିବା ଦେଖାଯାଇଛି । ଏବେ ଭାରତ ଯୋଡୋ ଯାତ୍ରାରେ…
ହରିୟାଣା ପଞ୍ଚାୟତ ନିର୍ବାଚନ ୨୦୨୨: ୯ ଜିଲାରେ ମତଦାନ ଆରମ୍ଭ, ସକାଳ ୭ଟାରୁ ଲାଇନରେ ଠିଆ ହୋଇଛନ୍ତି ଭୋଟର
ଚଣ୍ଡିଗଡ଼,୩୦ ।୧୦: ହରିୟାଣା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରବିବାର ୯ ଜିଲାରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏସବୁ ଜିଲା ଭିତରେ ରହିଛନ୍ତି, ଭବନୀ, ଝଜ୍ଜର, କୈଥଲ, ମହେ୍ଦ୍ରଗଡ, ନୁଂହ, ପଞ୍ଚକୁଲା. ପାନିପତ ଓ ଯମୁନା ନଗରରେ ପଞ୍ଚାୟତ…
ଡ୍ରୋନ୍ ଆକ୍ରମଣର ଅଭିଯୋଗ ଆଣିଲା ରୁଷିଆ, ୟୁକ୍ରେନ ଦେଲା ଚେତବାନୀ
ମସ୍କୋ/କ୍ୱିଭ,୩୦ ।୧୦: ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ୟୁକ୍ରେନ୍ ଉପରେ ବଡ ଅଭିଯୋଗ ଆଣିଛି । ରୁଷିଆ କହିଛି ୟୁକ୍ରେନ କ୍ରିମିୟାର ସବୁଠାରୁ ବଡ ସହର ଓ ବନ୍ଦର, ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କରିଛି ଯାହା ଏକ ଆତଙ୍କବାଦୀ କାର୍ଯ୍ୟ…
ପୂର୍ବ ବାଗଦାଦରେ ଫୁଟବଲ ଷ୍ଟାଡିୟମ ନିକଟରେ ବିସ୍ଫୋରଣ, ୧୦ ମୃତ, ୨୦ରୁ ଅଧିକ ଆହତ
ବାଗଦାଦ,୩୦ ।୧୦: ଇରାକର ପୂର୍ବ ବାଗଦାଦରେ ହୋଇଥିବା ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ଅତିକମରେ ୨୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣ ଏକ ଫୁଟବଲ ଷ୍ଟାଡିୟମ ଓ ଏକ କୈଫେ ନିକଟରେ…
୫ ଜୁଆଡ଼ିଙ୍କୁ ଧରିଲା ପୋଲିସ, ଗାଡ଼ି ସହ ୨୧ ହଜାର ୬୯୦ ଟଙ୍କା ଜବତ
ଆନନ୍ଦପୁର,୨୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ପକ୍ଷରୁ ସାପ୍ତାହିକ ହାଟରେ ଚଢ଼ାଉ କରାଯାଇ ୫ ଜୁଆଡ଼ିଙ୍କୁ ଗିରଫସହିତ ସେମାନେ ବ୍ୟବହାର କରୁଥିବା ଜାଇଲୋ ଗାଡ଼ି, କାତି ଓ ୨୧ହଜାର ୬୯୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଜାମିନ ବଳରେ ଛଡ଼ାଯାଇଛି।…
Archives


