Home Left

ସେମିଫାଇନାଲରେ ପାକିସ୍ତାନ ପାଇଁ ସୁଯୋଗ ଅଛି କି ?, ଏସବୁ ତିନି ସମୀକରଣ ଗୁରୁତ୍ୱପୂର୍ଣ୍ଣ……

ମେଲବୋର୍ନ,୩୧।୧୦ : ଟି -୨୦ ବିଶ୍ୱକପ ୨୦୨୨ ରେ ଦକ୍ଷିଣ ଆଫ୍ରିକା ରବିବାର ଟିମ ଇଣ୍ଡିଆକୁ ୫ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚର ଫଳାଫଳ ପାକିସ୍ତାନ ଦଳ ଉପରେ ସବୁଠାରୁ ବଡ ପ୍ରଭାବ ପକାଇଛି। ଭାରତର ପରାଜୟ ପାକିସ୍ତାନ ଦଳକୁ…

ଆଜି ରାଜ୍ୟରୁ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ରାଜ୍ୟରୁ ସୋମବାର ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୧୩୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯ ଜଣ ଚିହ୍ନଟ ହୋଇଥିବା…

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ

ପର୍ଥ,୩୧।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଟି-୨୦ ବିଶ୍ୱକପରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି ହୋଇପାରିଛନ୍ତି। ଏହି ମ୍ୟାଚ ସମେତ ରୋହିତ…

ବନ୍ଦ କୋଠରିରୁ ୪ ସଦସ୍ୟଙ୍କ ମୃତଦେହ ମିଳିବା ଘଟଣା: ହତ୍ୟା ମାମଲା ରୁଜୁ କରି ପୋଲିସର ଛାନ୍‌ଭିନ୍‌

ବରଗଡ଼ ଅଫିସ,୩୧ା୧୦: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଜାଣ୍ଡୋଲ କନ୍ଧପଡ଼ାର ବନ୍ଦ କୋଠରିରୁ ଏକ ବୁଣାକାର ପରିବାରର ୪ସଦସ୍ୟଙ୍କ ମୃତଦେହ ମିଳିବା ଘଟଣା ସଭିଁଙ୍କୁ ସ୍ତବ୍ଧ କରି ପକାଇଛି। ପାରିପାଶର୍‌ବିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ…

ବଡ଼ ଉପଲବ୍ଧି ହାସଲ କଲେ କୋହଲି

ପର୍ଥ,୩୧।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ବିରାଟ କୋହଲିଙ୍କୁ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଥିଲେ। ଯଦିଓ ସେ ମାତ୍ର ୧୨ ରନ୍‌ ସ୍କୋର କରିବା ପରେ ଆଉଟ…

କାମରେ ଲାଗୁନି ବିଜୁ ସେତୁ

ପ୍ରୀତିପୁର,୩୧ା୧୦(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ରାସ୍ତା ଓ ବିଜୁ ସେତୁ ନିର୍ମାଣ କରୁଛନ୍ତି। ଏଥିଲାଗି ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଲୋକମାନଙ୍କ କାମରେ ଲାଗୁନାହିଁ। ଫଳରେ ଲୋକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଭଳି ଦେଖିବାକୁ…

ଆଦିବାସୀ ଗାଁ ଦାଣ୍ଡରେ ଲାଇଟ୍‌ ଲାଗିଲା

ରଘୁନାଥପୁର,୩୧।୧୦(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତର ୩ ନଂ. ଓ୍ବାର୍ଡର ଆଦିବାସୀ ସାହି ଗାଁ ଦାଣ୍ଡରେ ପ୍ରଥମଥର ପାଇଁ ଲାଇଟ୍‌ ଲାଗିଛି। ଓ୍ବାର୍ଡରେ ଏଭଳି ୩୦ଟି ଲାଇଟ୍‌ ଲଗାଯାଇଛି ବୋଲି ସରପଞ୍ଚ ସାହେବା ତବସୁମ୍‌ କହିଛନ୍ତି। ଏହାଦ୍ୱାରା ଏଠାରେ ବସବାସ କରୁଥିବା…

ନିର୍ମାଣାଧୀନ ବାତ୍ୟା ଆଶ୍ରୟସ୍ଥଳ ନିମ୍ନମାନର ଅଭିଯୋଗ

ଡେରାବିଶ,୩୧ା୧୦(ସ୍ବ.ପ୍ର.): ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକ ଓ ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ହେଲେ ନିର୍ମାଣ ଚାଲିଥିବା ବତ୍ୟା ଆଶ୍ରୟସ୍ଥଳ ନିମ୍ନମାନର ହେଉଥିବା…

ଅଭିନୟରେ ହସାଉଥିଲେ, ଜରାଶ୍ରମରେ ଗୁମୁରି କାନ୍ଦୁଛନ୍ତି ମଣିଭଦ୍ର ବିଶ୍ୱାଳ

ପାରାଦୀପ,୩୧ା୧୦(ସ୍ବ.ପ୍ର.): ନିଜ ଅଭିନୟରେ ଅନ୍ୟଙ୍କୁ ହସାଉଥିବା କଳାକାରଙ୍କ ଆଖିରୁ ଏବେ ଲୁହ ଝରୁଛି। ଅନେକ ଅପେରାରେ ହାସ୍ୟ କଳାକାର ଭୂମିକାରେ ଅଭିୟନ କରି ପ୍ରସିଦ୍ଧି ଲାଭ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ସୁପରିଚିତ ନାମ ମଣିଭଦ୍ର…

ବିଷାକ୍ତ ହେଉଛି ମହାନଦୀ, ମିଳୁନି ମାଛ

ମହାକାଳପଡ଼ା,୩୧ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀମାନେ ପୂର୍ବରୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ଜାଲ ବସାଇ ବିପୁଳ ଦେଶୀ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ମହାନଦୀରେ ପାରାଦୀପ ଅଞ୍ଚଳର ଶିଳ୍ପ କାରଖାନାର ବର୍ଜ୍ୟଜଳ…

ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ୍‌,୩୧।୧୦:ଗୁଜରାଟର ମୋର୍‌ବି ଝୁଲା ପୋଲ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇପଡିଛନ୍ତି। ଜାତୀୟ ଏକତା ଦିବସ ଅବସରରେ କେଭାଡିଆରେ ଏକ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇ କହିଛନ୍ତି, ମୁଁ ଏକତା ନଗରରେ ଅଛି କିନ୍ତୁ ମୋର ହୃଦୟ ମୋର୍‌ବି…

ଜାଗା ମିଶନ, ଆଶଙ୍କାରେ ଭୂମିହୀନ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଭୂମିହୀନଙ୍କୁ ଭୂମି ତଥା ବାସସ୍ଥାନ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ‘ଜାଗା ମିଶନ’କୁ କାର୍ଯ୍ୟକାରୀ କରାଯାଇଛି। ଏନେଇ ପ୍ରକୃତ ହିତାଧିକାରୀ ଚୟନ ପାଇଁ ଚୂଡ଼ାନ୍ତ ସର୍ଭେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri