ଡ୍ୟାନ୍ସ ନମ୍ବରରେ ଦର୍ଶକଙ୍କ ଦିଲ ଜିତିବେ ରଣବୀର
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କୁ କୋରିଓଗ୍ରାଫରରୁ ନର୍ଦ୍ଦେଶକ ହୋଇଥିବା ବୋସକୋ ଲେସଲି ମାର୍ଟିସଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ପ୍ରଥମ ମୁଭି ‘ରକେଟ ଗ୍ୟାଙ୍ଗ’ରେ ଏକ ବିଶେଷ ଡ୍ୟାନ୍ସ ନମ୍ବରରେ ସାମିଲ କରାଯାଇଛି । ଏହାର ଟିଜର ସୋମବାର ରିଲିଜ୍ ହେବ…
କୋହଲିଙ୍କ ହୋଟେଲ୍ ରୁମ୍ ଭିଡିଓ ଭାଇରାଲ ପ୍ରସଙ୍ଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ପର୍ଥ,୩୧।୧୦: ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ରହୁଥିବା ହୋଟେଲ ରୁମ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ରାଗିଯାଇ କୋହଲି ଗୋପନୀୟତା ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି। ବିରାଟଙ୍କ ଜଣେ ପ୍ରଶଂସକ ହୋଟେଲରେ ଥିବା ତାଙ୍କ ରୁମ୍ ଭିତରକୁ ଯାଇ…
ଘୁଞ୍ଚିଲା ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍ ତାରିଖ!
ମୁମ୍ବାଇ: ସାଉଥ ସୁପରଷ୍ଟାର୍ ପ୍ରଭାସଙ୍କ ଅପକମିଙ୍ଗ୍ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ବିଭିନ୍ନ ମହଲରେ ଟ୍ରୋଲ କରାଯାଉଛି। ଏପରିକି ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୈଫ୍…
ଏହିଦିନ ବିବାହ କରିବେ କିଆରା-ସିଦ୍ଧାର୍ଥ!
ମୁମ୍ବାଇ: ବଲିଉଡ ସେଲିବ୍ରିଟିମାନେ ସେମାନଙ୍କ କ୍ୟାରିୟର ଅବା ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି ସେତିକି ଚର୍ଚ୍ଚାରେ ଥାଆନ୍ତି ତାଙ୍କ ପର୍ସନାଲ ଲାଇଫକୁ ନେଇ । ଏବେ ବଲିଉଡରେ ଚର୍ଚ୍ଚାର ଆଗରେ ରହିଛନ୍ତି କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ।…
ନିମ୍ନମାନର କାମ ନେଇ ଅଭିଯୋଗ
କେସିଙ୍ଗା,୩୧।୧୦(ଡି.ଏନ.ଏ.): ରାଜ୍ୟର ପ୍ରତ୍ୟେକ ବ୍ଲକରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର କରୁଛନ୍ତି। ଏହିକ୍ରମରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ୨୦୨୧-୨୨ ଆର୍ଥିକ ବର୍ଷରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ଭବାନୀପାଟଣା ପିଡବ୍ଲୁଡ଼ି…
ମୁକ୍ତ ନିରପେକ୍ଷ ଉପନିର୍ବାଚନ ଦାବି କଲା ଭାଜପା
ଭଦ୍ରକ ଅଫିସ,୩୧ା୧୦: ଧାମନଗରରେ ଆସନ୍ତା ନଭେମ୍ବର ୩ରେ ମୁକ୍ତ ଅବାଧ ଭୟମୁକ୍ତ ଉପନିର୍ବାଚନ ଓ ଶାସକ ଦଳର ଗୁଣ୍ଡାରାଜ ପ୍ରଶାସନିକ ପକ୍ଷପାତିତା ବିରୋଧରେ ସୋମବାର ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଭାଜପା ସତ୍ୟାଗ୍ରହ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ…
ମଙ୍ଗଳବାର ମୋର୍ବି ଦୁର୍ଘଟଣା ସ୍ଥାନ ପରିଦର୍ଶନ କରିବେ ମୋଦି
ନୂଆଦିଲ୍ଲୀ,୩୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜୁରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣା ସ୍ଥାନ ପରିଦର୍ଶନ କରିବେ। ଏହାପୂର୍ବରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମୁଁ ସମବେଦନା…
ଫ୍ଲାଏ ଓଭର କାମ ନିମ୍ନମାନର
ବଇଣ୍ଡା,୩୧।୧୦(ଡି.ଏନ.ଏ): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ବ୍ଲକ ବଇଣ୍ଡାଠାରେ ଫ୍ଲାଏ ଓଭର ବ୍ରିଜ୍ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଏ ନେଇ ବଇଣ୍ଡା ଅଞ୍ଚଳବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରବିବାର ଫ୍ଲାଏ ଓଭର ବ୍ରିଜ୍…
ପର୍ଯ୍ୟଟନର ନୂଆ ସମ୍ଭାବନା ‘ଗଦଗଦି’
ଢେଙ୍କାନାଳ ଅଫିସ, ୩୧।୧୦: ପର୍ଯ୍ୟଟନ ସମ୍ଭାରରେ ଭରପୂର ଢେଙ୍କାନାଳ। ଜିଲାର ପ୍ରାକୃତିକ ଶୋଭାରାଜି ଯେତିକି ମନୋରମ, ସେତିକି ସମୃଦ୍ଧ ଏଠାକାର ପ୍ରାଚୀନ କୀର୍ତ୍ତିରାଜି। କପିଳାସ, ସପ୍ତଶଯ୍ୟା, ମହିମା ଧର୍ମପୀଠ ଯୋରନ୍ଦା, କୁଆଲୋ ଅଷ୍ଟଶମ୍ଭୁ, ସରାଙ୍ଗ ଅନନ୍ତଶୟନ ଭଳି ପର୍ଯ୍ୟଟନସ୍ଥଳୀ ବର୍ଷତମାମ ପର୍ଯ୍ୟଟକଙ୍କୁ…
ଜାତୀୟ ରାଜପଥ ମରଣଯନ୍ତା
ବାଲେଶ୍ୱର ଅଫିସ,୩୧ା୧୦: ଭଦ୍ରକ-ବାଲେଶ୍ୱର ସେକ୍ସନ ୧୬ନଂ. ଜାତୀୟ ରାଜପଥରେ ୬ ଥାକିଆ ରାସ୍ତା ପାଇଁ ଏନ୍ଏଚ୍ଏଆଇ ପକ୍ଷରୁ ରାସ୍ତାର ସମ୍ପ୍ରସାରଣ କାମ ଚାଲିଛି। ଚେନ୍ନାଇଠାରୁ କୋଲକାତାକୁ ସଂଯୋଗ କରୁଥିବା ଏହି ରାଜପଥର ବାଲେଶ୍ୱର ଜିଲା ଏବେ ସବୁଠୁ ବିପଦସଙ୍କୁଳ। ପ୍ରତିଦିନ ଏକାଧିକ…
ଧାମନଗର ଉପନିର୍ବାଚନକୁ ନେଇ ରାଜ୍ୟ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଆସନ୍ତା ୩ରେ ଧାମନଗର ଉପନିର୍ବାଚନ। ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ରାଜ୍ୟ ପୋଲିସ ପକ୍ଷରୁ ପୋଲିସ ଡିଜି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ସୋମବାର ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ…
୧୦ ଦିନରେ ଗଲାଣି ୪ ଜୀବନ
ସୋରଡା,୩୧ା୧୦(ଡି.ଏନ୍.ଏ.): ସୋରଡ଼ା ଥାନା ଅଞ୍ଚଳରେ ଦ୍ରୁତ ଗାଡିଚାଳନା ସମସ୍ୟା ସୃଷ୍ଟି କରୁଛି। ନାବାଳକ ତଥା ଅନଭିଜ୍ଞମାନେ ଦ୍ରୁତ ଗତିରେ ବାଇକ୍ ଚଲାଉଥିବାରୁ ଦୁର୍ଘଟଣା ବଢ଼ୁଛି। ବିଶେଷକରି ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଠାରୁ ସୋରଡା ଦେଇ ପିପଳପଙ୍କା ପର୍ଯ୍ୟନ୍ତ ଜାତୀୟ ରାଜପଥରେ…
Archives


