ଅସଦାଚରଣ କରି ହୋଇଥିଲେ ଫେରାର, ବାନ୍ଧିଲା ପୋଲିସ

ଗୋପାଳପୁର,୧୦ା୨(ଡି.ଏନ.ଏ.): ଏକ ପରିବାରକୁ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ଓ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗୋଳନ୍ଥରା ଥାନା ପୋଲିସ ଶୁକ୍ରବାର ଫେରାର ଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ହଳଦିଆପଦର ଗ୍ରାମର ସୁମନ ଦାସ(୧୮)। ସେ ଗ୍ରାମରେ ଥିବା ବେଳେ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଏହି ଥାନା ଅନ୍ତର୍ଗତ କନିଷି ହାଟ ଗ୍ରାମର କେନାଲ ସାହି ନିକଟରେ ସୁଜାତା ପାତ୍ର ଓ ତାଙ୍କ ଝିଅଙ୍କୁ ଅସଦାଚରଣ କରିବା ସହ ତାଙ୍କ ଦୁଇ ପୁଅଙ୍କୁ ଘରୁ ଟାଣି ନେଇ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ସୁଜାତା ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ଏହି ମାମଲାରେ ପୋଲିସ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବା ବେଳେ ଘରେ ଲଗାଇ ଦେଲେ ନିଆଁ: ଦମ୍ପତି ଗୁରୁତର

ବାରିପଦା ଅଫିସ,୨୮।୧୧: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନୂଆସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀ ଜଣକ ସ୍ଥାନୀୟ ଅର୍ଜୁନ...

ସୁକ୍ରୁ ହତ୍ୟା ଘଟଣାର ପର୍ଦ୍ଦାଫାଶ: ଜଣେ ଗିରଫ

ସୁନ୍ଦରଗଡ଼,୨୯ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ଗ୍ରାମରେ ହୋଇଥିବା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ୬ ଦିନ ପରେ ଗୁରୁବାର କୁତ୍ରା ପୋଲିସ ଗିରଫ...

ପ୍ରାଣୀ ଚିକିତ୍ସା ସେବା ବିପର୍ଯ୍ୟସ୍ତ

ଜଗତ୍‌ସିଂହପୁର ଅଫିସ୍‌, ୨୧।୧୨ – ଜଗତ୍‌ସିଂହପୁର ଜିଲାରେ ଏବେ ପ୍ରାଣୀ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଦବୀ ଖାଲି ସାଙ୍ଗକୁ ଅସ୍ତ୍ରୋପଚାର ସୁବିଧା ନ ଥିବା...

ପରସ୍ପରଠୁ ଦୂରତ୍ୱ ରଖି ଶିବିରରେ ବସିଲେ

ସମ୍ବଲପୁର, ୭।୫ (ବ୍ୟୁରୋ)- ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଶ୍ରମିକ ଆଇନ ଆଧାରିତ କରୋନା ସଚେତନତା ଶିବିର ଗୁରୁବାର ଏଡିଆର କେନ୍ଦ୍ର କୋଠା ପରିସରରେ...

୨୦୦ ଏକରରେ ବାନ୍ଧିଲେ ସୋଲାର ବାଡ଼

ଝାଳବୁହା ପରିଶ୍ରମରେ କରିଥିବା ଫସଲକୁ ହାତୀପଲଠାରୁ ସୁରକ୍ଷା ପାଇଁ ହାତରୁ ଲକ୍ଷେରୁ ଅଧିକ ଟଙ୍କା ଖର୍ଚ୍ଚ କରି ୨୦୦ ଏକର ଜମିରେ ବୁଲାଇଲେ ସୋଲାର ତାରବାଡ଼।...

ଯୋଜନା ପରଖିଲେ ଭଦ୍ରକ ଜିଲାପାଳ

ଭଦ୍ରକ ଅଫିସ,୧୯।୪: କରୋନା ମୁକାବିଲା ଲାଗି କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ ଗରିବ ତଥା ଶ୍ରମିକ ଶ୍ରେଣୀୟ ଲୋକେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି...

ବାଲେଶ୍ୱରରେ ହେବ ଟଙ୍କା ଛାପା କାଗଜ କାରଖାନା

ବାଲେଶ୍ୱର ଅଫିସ,୧୩।୭:  ବାଲେଶ୍ୱର ଜିଲା ରେମୁଣା ତହସିଲ ଅଞ୍ଚଳରେ ହେବ ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର...

ଡାକ୍ତରଙ୍କୁ ୨ ଦିନ ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର ଅଫିସ,୨୫ା୨: ଭୁବନେଶ୍ୱରରେ ଫ୍ଲାଟ୍‌ ଦେବାକୁ ପ୍ରତିଶ୍ରୁତି ଦେଇ ଜଣେ ସୁନା ବ୍ୟବସାୟୀଙ୍କଠାରୁ ୨କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଅଭିଯୁକ୍ତ...

Advertisement
Archives

Model This Week