Posted inଖେଳ

ପ୍ରାୟ ୪୦ ଦିନ ପରେ ନିଜ ପାଦରେ ଛିଡ଼ା ହେଲେ ପନ୍ତ, ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୦।୧: ସୁସ୍ଥ ହେଉଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଡିସେମ୍ବର ୩୦ରେ ଏକ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ ସେ। ଏହାପରେ ପନ୍ତ ଡାକ୍ତରଖାନାରେ ପ୍ରାୟ ମାସେ ବିତାଇବା ପରେ ଘରକୁ ଆସିଛନ୍ତି। ସୁସ୍ଥ ଅନୁଭବ କରିବା ପରେ ସେ ନିଜର ପ୍ରତ୍ୟାବର୍ତ୍ତନକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ଅପ୍‌ଡେଟ୍‌ କରୁଛନ୍ତି।

ଶୁକ୍ରବାର ପନ୍ତ ଏକ ଟୁଇଟ୍‌ କରିଛନ୍ତି। ଏଥିରେ ସେ ଦୁଇଟି ଫଟୋ ମଧ୍ୟ ପୋଷ୍ଟ କରି ନିଜ ବିଷୟରେ ଅପ୍‌ଡେଟ୍‌ ଦେଇଛନ୍ତି। ଫଟୋଗୁଡ଼ିକରେ ସେ ଧିରେ ଧିରେ ଆଶାବାଡ଼ି ଧରି ଚାଲିବା ଆରମ୍ଭ କରୁଥିବା ସ୍ପଷ୍ଟ ହୋଇଛି।

କହିରଖୁଛୁ, ପନ୍ତ ନୂଆ ବର୍ଷ ପାଇଁ ନିଜ ଘରକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଡେରାଡୁନର ମ୍ୟାକ୍ସ ହସ୍ପିଟାଲ ଏବଂ ପରେ ମୁମ୍ବାଇର କୋକିଲାବେନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ତାଙ୍କର ଆଣ୍ଠୁ ଅସ୍ତ୍ରୋପଚାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରାଙ୍କ ସ୍ଥାନରେ ସିରାଜ

ନୂଆଦିଲ୍ଲୀ, ୧ା୧୦(ପି.ଟି.): ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତର ଅବଶିଷ୍ଟ ଦୁଇ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ସ୍ଥାନରେ ମହମ୍ମଦ...

ଜୀବନର ଅନ୍ତିମ ମୁହୂର୍ତ୍ତରେ ଧୋନୀଙ୍କ ବିଶ୍ୱକପ୍‌ ବିଜୟୀ ଛକା ଦେଖିବାକୁ ଚାହାନ୍ତି ପ୍ରସିଦ୍ଧ ଭାରତୀୟ ଖେଳାଳି

ଆଇସିସି ୨୦୧୧ ଦିନିକିଆ ବିଶ୍ୱକପ୍‌ ଭାରତୀୟ ପ୍ରଶଂସକଙ୍କ ମନରେ ସର୍ବଦା ଲିପି ବଦ୍ଧ ହୋଇ ରହିବ। ଓ୍ବାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ମହେନ୍ଦ୍ର ସିଂ...

ଧୋନୀଙ୍କ ଅବସର ପୂର୍ବରୁ ଏହି ସ୍ବପ୍ନ ପୂରଣ କରିବାକୁ ଚାହୁଁଛନ୍ତି ଉଥାପ୍ପା

ବେଙ୍ଗାଳୁରୁ,୨୨।୨: କ୍ରିକେଟର୍‌ ରବିନ ଉଥାପ୍ପା ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବେ। ଗତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଉଥାପ୍ପା ଖେଳିଥିଲେ। ଚେନ୍ନାଇ...

ଚାଇନା ପାରା ବ୍ୟାଡ୍‌ମିଣ୍ଟନ: ବିଜୟ ସହ ପ୍ରମୋଦଙ୍କ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୫।୯(କ୍ରୀଡ଼ା ପ୍ରତିନିଧି)-ଚାଇନା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ୟୁହାଙ୍ଗ ହାଙ୍ଗଝୋଉଠାରେ ମଙ୍ଗଳବାର ଆରମ୍ଭ ହୋଇଛି। ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ...

ଷ୍ଟଟଗାର୍ଟ ଓପନରୁ ଜେଭରେଭ ବିଦା

ଷ୍ଟଟଗାର୍ଟ,୧୪।୬(ଏଏଫ୍‌ପି): ବିଶ୍ୱର ୫ମ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ଆଲେକ୍ସଜାଣ୍ଡାର ଜେଭରେଭ ଏଠାରେ ଚାଲିଥିବା ଷ୍ଟଟଗାର୍ଟ ଏଟିପି ଇଭେଣ୍ଟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ...

ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳରେ ବକ୍ସର ବିକାଶ

ବେଙ୍ଗାଲୁରୁ, ୩୦।୧୨(ପି.ଟି.)- ପ୍ରତ୍ୟାବର୍ତ୍ତନରେ ଭାରତୀୟ ବକ୍ସର ବିକାଶ କ୍ରିଷନ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଫାଇନାଲ ଟ୍ରାଏଲ ବାଉଟ୍‌ରେ ବିଜୟୀ ହୋଇ ବିକାଶ ଆସନ୍ତାବର୍ଷ...

ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ଼ ଝଟକା !

ଲଣ୍ଡନ,୧୮।୮: ଇଂଲଣ୍ଡ ପେସର ମାର୍କ ଉଡ୍‌ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ତାଙ୍କ...

୧୦ ଉଇକେଟରେ ଜିତିଲା ହିମାଚଳ

ସମ୍ବଲପୁର,୧୯।୧(ବ୍ୟୁରୋ): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଡାଡିୟମରେ ଅନୁଷ୍ଠିତ ୨୫ ବର୍ଷରୁ କର୍ନେଲ ସିକେ ନାଉଡୁ ଟ୍ରଫିରେ ଓଡିଶାକୁ ୧୦ ଉଇକେଟରେ ହରାଇଛି ହିମାଚଳ ପ୍ରଦେଶ।...

Advertisement
Archives

Model This Week