ଛେଳି ଛୁଆଙ୍କ ଜନ୍ମଦିନରେ କେକ୍ କାଟିଲେ, ଡିଜେ ବଜାଇ ନାଚିଲେ…
ମଣିଷ ଛୁଆ ପରି ଛେଳି ଛୁଆଙ୍କ ଜନ୍ମଦିନରେ କଟାଗଲା କେକ୍। ଡିଜେର ତାଳେତାଳେ ନାଚିଲେ, ସୁସ୍ବାଦୁ ଭୋଜିରେ ଆପ୍ୟାୟିତ ହେଲେ ବନ୍ଧୁ ପରିଜନ। ଉତ୍ତରପ୍ରଦେଶର ବାନ୍ଦା ଜିଲାରେ ଏଭଳି ଏକ ଅଜବଗଜବ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହି ଜନ୍ମଦିନ…
କୁର୍କୁରେ ଖାଉଛି ଗୁଣ୍ଡୁଚିମୂଷା ,ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଠିକ୍ ସେପରି ଏକ ଭିଡିଓ ଶୋସିଆଲ ମିଡିଆରେ ଶେୟାର ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ବାହାରେ ବସି କୁର୍କୁରେ ଖାଉଥିଲେ।…
ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ: ଗାଁରେ ଅଶାନ୍ତି
ପୁରୁଷୋତ୍ତମପୁର,୧୦।୧୧(ଡି.ଏନ୍.ଏ.): ଗୁଣିଗାରେଡ଼ି, ଅନ୍ଧବିଶ୍ବାସକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ବେଢଜି ନୂଆଁପଲ୍ଲୀ ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ବୁଧବାର ରାତିରେ ଗୁଣିଗାରେଡ଼ି ସନ୍ଦେହରେ ଘରେ ପଶି କେତେକ ବ୍ୟକ୍ତି ଦମ୍ପତିଙ୍କୁ ଆକ୍ରମଣ କରିବା ସହ ଦାନ୍ତ ଭାଙ୍ଗି…
କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ ପାଓ୍ବାର
ମୁମ୍ବାଇ,୧୦।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସାମିଲ ହେବେ ନାହିଁ। ସ୍ବାସ୍ଥ୍ୟଗତ କାରଣରୁ ଶରଦ ପାଓ୍ବାର ଏହି ଯାତ୍ରାରେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଗୁରୁବାର କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୂଚନା…
ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ
ତାମିଲନାଡୁ,୧୦।୧୧: ତାମିଲନାଡୁର ମଦୁରାଇ ଜିଲାର ଭାଡାକମ୍ପଟ୍ଟୀ ନିକଟରେ ଥିବା ବାଣ କାରଖାନାରେ ଗୁରୁବାର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ ବିସ୍ଫୋରଣର…
ଟୁଇଟରରେ ଟ୍ରେଣ୍ଡ କରୁଛି ‘ବ୍ରିଙ୍ଗ୍ ବ୍ୟାକ୍ ଅର୍ଚ୍ଚନା’
ବମ୍ବେ: ଶାରୀରିକ ହିଂସାକୁ ବିଗ୍ବସ୍ରେ ବାରଣ କରାଯାଇଛି। ହେଲେ ସିଜନ ୧୬ ପ୍ରତିଯୋଗୀ ଶିବ ଠାକରେଙ୍କ ସହ ସେଭଳି କିଛି ଆଚରଣକୁ ନେଇ ରାତି ଅଧିଆ ଶୋ’ରୁ ବିଦା ହୋଇଛନ୍ତି ଅର୍ଚ୍ଚନା ଗୌତମ। ହେଲେ ଏହାକୁ ତାଙ୍କ ପ୍ରଶଂସକ ସହଜରେ ଗ୍ରହଣ…
ମଲାଇକା କହିଲେ-‘ମୁଁ ହଁ କହିଦେଲି’
ବମ୍ବେ: ବିବାହ ଲାଗି ହଁ କରିଦେଲେ ବଲିଉଡ୍ ଡିଭା ମଲାଇକା ଅରୋରା। ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଏଭଳି କିଛି କଥାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି। କଳା ରଙ୍ଗର ପୋଷାକ ପିନ୍ଧି ମଲାଇକା…
ଇଡି ଉପରେ ଅଭିଯୋଗ ଆଣିଲେ ଜ୍ୟାକଲିନ
ନୂଆଦିଲ୍ଲୀ,୧୦ ।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କ ରେଗୁଲାର ଜାମିନ ଆବେଦନ ଉପରେ ଗୁରୁବାର ପଟିଆଲା ହାଉସ କୋର୍ଟରେ ଶୁଣାଣି ଚାଲିଛି । ଏହାକୁ ନେଇ ଜ୍ୟାକଲିନ କୋର୍ଟରେ ପହଞ୍ଚି ସାରିଛନ୍ତି । କୋର୍ଟରେ ଶୁଣାଣି ସମୟରେ…
କୋହଲିଙ୍କ ‘ବିରାଟ’ ବିଶ୍ୱରେକର୍ଡ
ଆଡିଲେଡ,୧୦।୧୧: ଆଡିଲେଡରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଖେଳାଯାଉଛି। ଏଥି ସହ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏହି ମ୍ୟାଚରେ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। କୋହଲି ଟି-୨୦ ଅନ୍ତର୍ଜାତୀୟରେ ୪୦୦୦ ରନ…
ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା
ପଦ୍ମପୁର,୧୦ା୧୧(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପ-ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଚାଷୀମାନେ ଧାରଣା ଦେଇଛନ୍ତି। ଫସଲ ବୀମା ରାଶି ନ ମିଳିବା ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କୁ ନାମାଙ୍କନପତ୍ର ଦାଖଲ କରି ଦିଆଯିବ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଧାରଣାସ୍ଥଳକୁ ପଦ୍ମପୁର…
ହିମାଚଳ ପ୍ରଦେଶରେ ଅମିତ ଶାହା କହିଲେ ମିଥ୍ୟା ପ୍ରତିଶ୍ରୁତି ଦିଏ କଂଗ୍ରେସ, ଏବେ ପ୍ରତିଥର ଫେରିବ ଭାଜପା
ଶିମଲା,୧୦ ।୧୧: ହିମାଚଳ ପ୍ରଧୋ ବିଧାନସଭା ବାଇଁ ଗୁରୁବାର ହେଉଛି ପ୍ରଚାର ପାଇଁ ଶେଷ ଦିନ । ଏହି କ୍ରମରେ ଗୁରୁବାର ସ୍ୱରାଷ୍ଟୟ ମନ୍ତ୍ରୀ ଅମିତ ଶାହା ହିମାଚଳର ସୁଲହରେ ଏକ ଜନସଭାକୁ ସମ୍ବୋଧିତ କରଛନ୍ତି । ଏଥିରେ ସେ କଂଗ୍ରେସକୁ…
ଫଟୋଗ୍ରାଫରଙ୍କୁ ଦେଖି ରାଗିଲେ ଜୟା, ଚୁପ୍ ରହିବାକୁ ଦେଲେ ଇସାରା
ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଉଞ୍ଚାଇ’ ନଭେମ୍ବର ୧୧ରେ ହଲ୍ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ‘ବିଗ ବି’ଙ୍କ ବ୍ୟତୀତ ଅନୁପମ ଖେର, ବୋମନ ଇରାନୀ, ଡାନି ଡେଞ୍ଜୋଙ୍ଗପା, ନୀନା ଗୁପ୍ତା ଏବଂ ପରୀଣତି ଚୋପ୍ରା ପ୍ରମୁଖ ଭୂମିକାରେ…
Archives


