ବାଣିଜି୍ୟକ କାର୍ଯ୍ୟକଳାପରେ ଆର୍‌ପିଏ ପ୍ରଚଳନ

ଭୁବନେଶ୍ୱର,୧୮ା୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରୋବୋଟିକ୍‌ ପ୍ରୋସେସ୍‌ ଅଟୋମେଶନ(ଆର୍‌ପିଏ)ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ତା’ର ବାଣିଜି୍ୟକ କାର୍ଯ୍ୟକଳାପରେ ଆର୍‌ପିଏ ପ୍ରଚଳନ କରୁଥିବା ଜଣାପଡ଼ିଛି। ଏହା ଭାରତର ଧାତୁ ଓ ଖଣି ଉଦ୍ୟୋଗ ପାଇଁ ପ୍ରଥମ ଧରଣର ଜ୍ଞାନକୌଶଳ ବୋଲି କୁହାଯାଉଛି। ଏପରିକି ଏକାଧିକ ବଡ଼ ଆକାରର ପ୍ଲାଣ୍ଟ କାର୍ଯ୍ୟ ସହ ସମ୍ପୃକ୍ତ ଅଞ୍ଚଳର ବିସ୍ତୃତ ଗ୍ରାହକଙ୍କ ଉପସ୍ଥିତି, ଯୋଗାଣ ନେଟ୍‌ୱର୍କ ଆଦି ପାଇଁ ଏହା ବିଶେଷ ଉପଯୋଗୀ ହେବ। ସେହିଭଳି କମ୍ପାନୀର ରଣନୀତିକ କାର୍ଯ୍ୟରେ ଏହା ମୂଲ୍ୟ ସୃଷ୍ଟିରେ ବେଶ୍‌ ସହାୟକ ହେବ। ତା’ ସହିତ ବ୍ୟବସାୟରେ ଆର୍‌ପିଏ ନିୟୋଜନ ବେଦାନ୍ତ ଆଲମୁିନିୟମର ବାଣିଜି୍ୟକ ପରିପକ୍ୱତା ସୂଚକାଙ୍କକୁ ଉତ୍କୃଷ୍ଟ ଭଣ୍ଡାର ପରିଚାଳନା ଓ ଚାହିଦା ଠିକ୍‌ ଏକୀକରଣ ମାଧ୍ୟମରେ ପ୍ରୋସେସ ମାନକକରଣକୁ ସକ୍ଷମ କରିବ, କର୍ମଚାରୀଙ୍କ ଉପତ୍ାଦକତାରେ ଉନ୍ନତି ଆଣିବ ଓ କାର୍ଯ୍ୟରେ ଅଗ୍ରଗତି ଆଣିବ ବୋଲି ଆଶା କରାଯାଉଛି। ଏହା ମଧ୍ୟ ରିୟଲ ଟାଇମ ଆଧାରରେ ବିଭିନ୍ନ ମାପଦଣ୍ଡ ଗୁଡ଼ିକର ଟ୍ରାକିଂ କରି କମ୍ପାନୀକୁ ସମୃଦ୍ଧ ତଥ୍ୟ ଦେବ। ଏହାଦ୍ୱାରା ଜଟିଳ ବ୍ୟବସାୟିକ ନିଷ୍ପତ୍ତି ନେବା ସହଜ ହେବ ବୋଲି ଜଣାପଡିଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଜୈନ କହିଛନ୍ତି, ଆସନ୍ତାକାଲିର ସ୍ବଚ୍ଛ ପ୍ରଯୁକ୍ତିବିଦ୍ୟା ଆଲୁମିନିୟମ କ୍ଷେତ୍ରର ବିବିଧ ପ୍ରୟୋଗ ଭବିଷ୍ୟତର ଧାତୁ ଭାବେ ପରିଣତ ହେବ। ବିଶ୍ୱରେ ସର୍ବୋଚ୍ଚ ଆଲୁମିନିୟମ ଉପତ୍ାଦକ ଭାବେ ଆମେ ଆମର କାର୍ଯ୍ୟଧାରାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପିସିଏରୁ ବାହାରିବେ ୪ ବ୍ୟାଙ୍କ

ନୂଆଦିଲ୍ଲୀ, ୩-୯: ଆର୍‌ବିଆଇର ପ୍ରମ୍ପଟ କରେକ୍ଟିଭ ଆକ୍ସନ (ପିସିଏ) କାର୍ଯ୍ୟାନୁଷ୍ଠାନ ପରିସରରୁ ଅବଶିଷ୍ଟ ୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବାହାରିବେ। ସରକାର ବ୍ୟାଙ୍କଗୁଡିକୁ ସଦ୍ୟତମ ପୁଞ୍ଜି ପ୍ରଦାନ...

କୃଷିଋଣ ଉପରେ ବାର୍ଷିକ ୧.୫% ସୁଧ ରିହାତି

ନୂଆଦିଲ୍ଲୀ,୧୮।୮(ପିଆଇବି): ଦେଶର ସମସ୍ତ ଚାଷୀଙ୍କ ସୁବିଧା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପ ଅବଧିର କୃଷି...

ଗୁଗଲ ଟ୍ରେଣ୍ଡରେ ଦିଭମଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ,୮।୧୦: ଉଦୀୟମାନ ଯୁବ କଳାକାର ଦିଭମ ଜୁନେଜା ଗୁଗଲ ଟ୍ରେଣ୍ଡରେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ଏପରିକି ସେ ଗୁଗଲ ଟ୍ରେଣ୍ଡରେ ଦେଶର ପ୍ରମୁଖ...

ଖିମ୍‌ଜୀର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୩ା୮: ଦୀର୍ଘ ୮୭ ବର୍ଷର ଅଭିଜ୍ଞତା ସହ ଓଡ଼ିଶାର ସର୍ବପୁରାତନ ତଥା ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ଖିମ୍‌ଜୀ ଜୁଏଲର୍ସର ପ୍ରତିଷ୍ଠାତା ଖିମ୍‌ଜୀ ଦୟାଭାଇଙ୍କୁ ସ୍ମରଣ କରି...

ମୌସୁମୀ ବିଗାଡ଼ିଦେବ ଅର୍ଥନୀତି

ନୂଆଦିଲ୍ଲୀ,୨୦।୬: ଚଳିତବର୍ଷ ଦେଶରେ ମୌସୁମୀ ପ୍ରବାହ ବିଳମ୍ବିତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ସପ୍ତାହକ ବିଳମ୍ବରେ ମୌସୁମୀ ଦେଶରେ ପ୍ରବେଶ କରିଛି। ଜୁନ୍‌ରେ ଅଦ୍ୟାବଧି ସାରା ଦେଶରେ ସାମାନ୍ୟରୁ...

ବିମାନ ଭଡ଼ାରେ ସୀମା ଜାରିକଲେ ସରକାର

ନୂଆଦିଲ୍ଲୀ,୨୨।୫ : ସରକାର ଗୁରୁବାର ବିମାନ ଭଡ଼ା ଉପରେ ମୂଲ୍ୟ ସୀମା ନିର୍ଦ୍ଧାରଣ କରିଛନ୍ତି। ବିମାନ ଯାତ୍ରାର ସମୟକୁ ନେଇ ଏହାକୁ ୭ ବର୍ଗରେ ରଖାଯାଇଛି।...

ପେଟ୍ରୋଲ,ଡିଜେଲ ମୂଲ୍ୟ ବଢିଲା

ନୂଆଦିଲ୍ଲୀ,୬-୭: ବଜେଟ ଯୋଜନା ମୁତାବକ ଇନ୍ଧନ ଉପରେ ଟିକସ ବୃଦ୍ଧି ହେବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଦର ଶୁକ୍ରବାର...

ଫେଲ୍‌ ମାରିଲା ଟ୍ରମ୍ପଙ୍କ ଜିଏସ୍‌ପି ପ୍ରତ୍ୟାହାର ନିଷ୍ପତ୍ତି;ଆମେରିକାକୁ ଭାରତରୁ ରପ୍ତାନି ବଢ଼ିଛି ୩୨%

ନୂଆଦିଲ୍ଲୀ,୧୩-୮: ଭାରତ ଠାରୁ ପ୍ରିଫରେନ୍ସିଆଲ ଟାରିଫ୍‌ ସିଷ୍ଟମ ଜିଏସ୍‌ପି ପ୍ରତ୍ୟାହାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଫେଲ୍‌ ମାରିଛି। ଜିଏସ୍‌ପି ହଟିବା ପରେ...

Advertisement
Archives

Model This Week