ଫିଲିପାଇନ୍ସ ଗଭର୍ନରଙ୍କୁ ଗୁଳି: ୪ ଅଙ୍ଗରକ୍ଷୀ ନିହତ

ଜାମ୍ବୋଆଙ୍ଗା,୧୮ା୨: ଦକ୍ଷିଣ ଫିଲିପାଇନ୍ସ ଅଞ୍ଚଳରେ ଶୁକ୍ରବାର ଜଣେ ପ୍ରାଦେଶିକ ଗଭର୍ନରଙ୍କ କାର୍‌କେଡ୍‌ ଉପରେ ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି। ସେମାନଙ୍କ ଗୁଳିରେ ଗଭର୍ନର ଆହତ ହୋଇଥିବାବେଳେ ତାଙ୍କର ୪ ଅଙ୍ଗରକ୍ଷୀ ନିହତ ହୋଇଛନ୍ତି। ଲାନାଇ ଡେଲ୍‌ ସୁର୍‌ର ଗଭର୍ନର ମାମିଣ୍ଟାଲ ଆଲୋଣ୍ଟୋ ଆଡିଓଙ୍ଗ୍‌ ଜୁନ୍‌ୟରଙ୍କ ଅଣ୍ଟାରେ ଗୁଳି ବାଜିଛି। ତାଙ୍କର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚରେ ୩ ଛୁଆଙ୍କୁ ଗୁଳି କରି ହତ୍ୟା

ସାକ୍ରାମେଣ୍ଟୋ,୧।୩: ଚର୍ଚ୍ଚରେ ୩ ଛୁଆଙ୍କୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ବାପା। କାଲିଫର୍ନିଆର ସାକ୍ରାମେଣ୍ଟୋଠାରେ ଘଟିଥିବା ଏହି ଗୁଳିକାଣ୍ଡରେ ୫ ଜଣଙ୍କ...

ବାୟୁସେନାର ୨ ବିମାନ ଦୁର୍ଘଟଣାଗ୍ରସ୍ତ: ୪ ପାଇଲଟ୍‌ଙ୍କ ମୃତ୍ୟୁ

ସିଓଲ,୧।୪: ଦକ୍ଷିଣ କୋରିଆ ବାୟୁସେନାର ୨ଟି ବିମାନ ଶୁକ୍ରବାର ପରସ୍ପର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସେନାର ୪ ଜଣ କର୍ମଚାରୀଙ୍କ (ପାଇଲଟ୍‌)...

ରୋଷେଇ ଭଲ ନ ହେଲେ ମହିଳାଙ୍କୁ ଜାଳି ଦିଆଯାଉଛି

କାବୁଲ,୨୧।୮ : ତାଲିବାନ ଫାଇଟରଙ୍କ ପାଇଁ ସ୍ବାଦିଷ୍ଟ ରୋଷେଇ ନ କରିପାରିବାରୁ ମହିଳାଙ୍କୁ ଜାଳି ଦିଆଯାଉଛି। ଆଫଗାନିସ୍ତାନର ଉତ୍ତରାଞ୍ଚଳରେ ଏଭଳି ଘଟଣା ଘଟୁଥିବା କହିଛନ୍ତି ପୂର୍ବତନ...

ଶ୍ରୀଲଙ୍କାକୁ ୧୬ କୋଟି ଡଲାର ସହାୟତା ଦେଲା ବିଶ୍ୱ ବ୍ୟାଙ୍କ୍‌

କଲମ୍ବୋ,୧୮।୫:ଶ୍ରୀଲଙ୍କାରେ ଏବେ ଘୋର ଆର୍ଥତ୍କ ସଙ୍କଟ ଦେଖାଦେଇଛି। ଦେଶକୁ ଏହି ସମୟରେ ବିଶ୍ୱ ବ୍ୟାଙ୍କ ସହାୟତାର ହାତ ବଢାଇଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନିଲ ୱିକେରେସିଂଘେ ବୁଧବାର...

ଦଳାଚକଟାରେ ଗଲା ୮ ଜୀବନ

ହ୍ୟୁଷ୍ଟନ୍‌,୬।୧୧: ଆମେରିକାର ହ୍ୟୁଷ୍ଟନ୍‌ ସହରରେ ଆଷ୍ଟ୍ରୋଓ୍ବାଲର୍‌ଡ ମ୍ୟୁଜିକ୍‌ ଫେଷ୍ଟିଭାଲ ଦଳାଚକଟା ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକେ ଲୋକେ ଆହତ ହୋଇଥିବା ଜଣାପଡିଛି।...

୧୪ ଦିନ କ୍ୱାରାଣ୍ଟାଇନରେ ରହିବାର କାରଣ କହିଲା ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୫ା୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) କରୋନା ରୋଗୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛି। ଅବଶ୍ୟ ଅଧିକାଂଶ କରୋନା ରୋଗୀ ଲକ୍ଷଣ...

କାବୁଲ ହୋଟେଲରେ ସୁଇସାଇଡ ଆଟାକ, ୨ ପୋଲିସ ଅଧିକାରୀଙ୍କ ସମେତ ୫ ମୃତ

କାବୁଲ,୧୨ ।୧୨: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ଏକ ହୋଟେଲରେ ସୁଇସାଇଡ ଆଟାକ ହୋଇଛି । ଏହି ହୋଟେଲରେ ଅଧିକାଂଶ ଚାଇନା ନାଗରିକ ଥିଲେ ।...

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୪ ସୈନ୍ୟ ମୃତ…

ଇସଲାମାବାଦ୍‌,୯।୮ : ପାକିସ୍ତାନର ଅଶାନ୍ତ ଅଞ୍ଚଳ ଉତ୍ତର ଓ୍ବଜରିସ୍ତାନରେ ମଙ୍ଗଳବାର ଏକ ଆତ୍ମଘାତୀ ଆକ୍ରମଣରେ ସୈନ୍ୟ ବାହିନୀର ୪ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ...

Advertisement
Archives

Model This Week