Home Left

ଡେଡ୍‌ଲାଇନ୍‌ ସରିଥିଲେ ବି ଦିଆଯିବ ମାଗଣା ଟିକା

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଡେଡ୍‌ଲାଇନ୍‌ ସରିଥିଲେ ବି ମାଗଣା ଟିକା ଦିଆଯିବ। ଜୁଲାଇ ୧୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିଲେ ବି ବୁଷ୍ଟର ଟିକାକରଣ ଆଗକୁ ଚାଲିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।…

ପୂର୍ବ ଶତ୍ରୁତା: ଗାଁ ବଜାରରେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

ଆରଡ଼ି,୧।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ବେତାଳି ଗାଁ ବଜାର ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଛି। ନନ୍ଦ କିଶୋର ଜେନା(୩୦) ନାମକ ଜଣେ ଯୁବକ ପାଳସାହି ଗ୍ରାମର ଦେବାଶିଷ ପ୍ରଧାନ(୨୧)ଙ୍କୁ ଭୁଜାଲିରେ ହାଣି ହତ୍ୟା କରିଛନ୍ତି।…

ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଆସିଲା ୟୁଜିସିର ନୂଆ ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୧।୧୦: ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ସିଟ୍‌ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁମତି ଦେଇଛନ୍ତି। ସେମାନଙ୍କ ପାଇଁ ସ୍ବଚ୍ଛ ନାମଲେଖା ପ୍ରକ୍ରିୟା ଆପଣାଇବା ନିମନ୍ତେ ୟୁଜିସି ପକ୍ଷରୁ ଶୁକ୍ରବାର…

ମାନ୍‌ଙ୍କ ସୁରକ୍ଷାରେ ୪୨ କାର୍‌କୁ କଂଗ୍ରେସର ସମାଲୋଚନା

ଚଣ୍ଡିଗଡ଼,୧।୧୦: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍‌ଙ୍କ ସୁରକ୍ଷା ପାଇଁ ୪୨ଟି କାର ବ୍ୟବହାରକୁ ନେଇ ବିରୋଧୀ କଂଗ୍ରେସ ସମାଲୋଚନା କରିଛି। ରାଇଟ୍‌ ଟୁ ଇନ୍‌ଫରମେଶନ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାନ୍‌ ନିଜ ସୁରକ୍ଷା ପାଇଁ ୪୨ଟି ଦାମୀ କାର୍‌…

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୪୨ ବର୍ଷ ଜେଲ

ଥିରୁଭାଲ୍ଲା,୧।୧୦: ଜଣେ ନାବାଳିକାଙ୍କୁ ୨ ବର୍ଷ ପର୍ଯନ୍ତ ବଳାତ୍କାର କରିଥିବା ଜଣେ ୪୧ବର୍ଷୀୟ ବ୍ୟକ୍ତିଙ୍କୁ କେରଳର ଏକ ଅଦାଲତ ଶୁକ୍ରବାର ୧୪୨ ବର୍ଷ ସଶ୍ରମ କାରାଦଣ୍ଡାରେ ଦଣ୍ଡିତ କରିଛନ୍ତି। ଏଥିସହ ପଥାନାମ୍‌ଥିଟ୍ଟା ଅତିରିକ୍ତ ଜିଲା ଓ ଦୌରା କୋର୍ଟ ବିଚାରପତି ଜୟକୁମାର…

ଜି. ଉଦୟଗିରରେ ମା’ଙ୍କ ମହାସପ୍ତମୀ ପୂଜା

ଜି.ଉଦୟଗିରି,୧।୧୦:(ଡି.ଏନ୍‌.ଏ.): ଜି ଉଦୟଗିରିରେ ସର୍ବପୁରାତନ ଦୁର୍ଗା ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମହାସପ୍ତମୀ ପୂଜା ଶନିବାର ଆରମ୍ଭ ହୋଇଛି। ସକାଳୁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ଘଟକୁ ଆବାହନ କରି ଅଣାଯିବା ପରେ ପୂଜା ଆରମ୍ଭ ହୋଇଥିଲା ।…

ଘାଟିରେ ଭୂସ୍ଖଳନ: ୧୧ ଦିନ ହେଲା ଯାତାୟାତ ବନ୍ଦ

ଦାରିଙ୍ଗବାଡି,୧।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ବର୍ଷାରେ ଗତ ୧୧ଦିନ ତଳେ ଭୂସ୍ଖଳନ ହୋଇଥିଲା। ହେଲେ ଏବେ ସୁଦ୍ଧା ତାହା ସ୍ବାଭାବିକ ହୋଇପାରିନାହିଁ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଉକ୍ତ ରାଜପଥଟି ଗୋପାଳପୁରଠାରୁ…

ସୁଧୀର ପାଢ଼ୀ ବିଜେଡି ଯୁବ ସଭାପତି

ଗଞ୍ଜାମ,୧।୧୦(ଡି.ଏନ୍‌.ଏ.): ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଭାପତି ଭାବେ ସୁଧୀର କୁମାର ପାଢ଼ୀ ମନୋନୀତ ହୋଇଛନ୍ତି । ଏଥିପାଇଁ ସେ ଗଞ୍ଜାମ ଜିଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଛତ୍ରପୁର ବିଧାୟକ…

ନିଜ ପଦରୁ ଇସ୍ତଫା ଦେଲେ ଖାର୍ଗେ

ନୂଆଦିଲ୍ଲୀ,୧।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ରାଜ୍ୟ ସଭାରେ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଖାର୍ଗେ କହିଛନ୍ତି, ଜଣେ ନେତାଙ୍କ ଗୋଟିଏ…

୨୦୨୩ ଭାରତରେ ଆୟୋଜନ ହେବ ମୋଟୋଜିପି ଗ୍ରାଁ ପ୍ରି

ନୂଆଦିଲ୍ଲୀ, ୧ା୧୦: ଭାରତରେ ୨୦୨୩ରୁ ମୋଟରସାଇକେଲ ରେସିଂ ଗ୍ରାଁ ପ୍ରି (ମୋଟୋଜିପି) ଆୟୋଜିତ ହେବ। ୯ ବର୍ଷ ପୂର୍ବେ ଫର୍ମୁଲା ଓ୍ବାନର ବିଦାୟ ପରେ ଦେଶକୁ ମୋଟରସ୍ପୋଟର୍‌ସ ଇଭେଣ୍ଟ ଫେରିବ। ବିଶ୍ୱର ପ୍ରିମିୟର ମୋଟରସାଇକେଲ ରେସିଂ ଚାମ୍ପିୟନଶିପ୍‌ ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ…

ବୃଦ୍ଧଙ୍କୁ ୧୨ କି.ମି. କାନ୍ଧରେ ବୋହିଲେ ଯବାନ

ମାଲକାନଗିର,୧।୧୦(ବ୍ୟୁରୋ): ଖଇରପୁଟ ସ୍ଥିତ ୧୫୧ ବିଏସ୍‌ଏଫ ବାଟାଲିୟନର ଯବାନମାନେ କୋମ୍ବିଂ ଅପରେଶନ ସାରି ଫେରୁଥିଲେ। ସେତିକି ବେଳେ କଦମଗୁଡା ପଞ୍ଚାୟତ ଅନ୍ତର୍ଗତ ଡାବୁଗୁଡା ଗାଁରେ ପହଞ୍ଚି ଜଣେ ୭୦ ବର୍ଷୀୟ ବୃଦ୍ଧ ଦାମୋଦର ଶିଷା ଜ୍ୱରରେ ପୀଡିତ ଥିବା ଜାଣିବାକୁ ପାଇଲେ।…

ମାଥିଲିରେ ପୋଲିସର ଫ୍ଲାଗ ମାର୍ଚ୍ଚ 

ମାଥିଲି, ୧।୧୦(ଡି.ଏନ.ଏ.) : ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ଶୁକ୍ରବାର ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ ଥାନା ପରିସରରୁ ବାହାରି ହସ୍ପିଟାଲ ଯାଏ ଯାଇଥିଲା। ପୋଲିସର ସମସ୍ତ କର୍ମଚାରୀଙ୍କ ସମେତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri