ଅଙ୍କିତ ନୁହନ୍ତି, ଷ୍ଟାନଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ପ୍ରିୟଙ୍କା

ବମ୍ବେ: ବିଗ୍‌ବସ୍‌ ଜିତି ନାହାନ୍ତି ସତ, ହେଲେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ଆମେ କହୁଛୁ ବିବାଦୀୟ ରିଆଲିଟି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚାହର ଚୌଧୁରୀଙ୍କ କଥା। ଶୋ’ ଶେଷ ହେବା ପରେ ଅନେକ ସାକ୍ଷାତକାର ଦେଉଛନ୍ତି ସେ। ସେଥିରୁ ଗୋଟିଏରେ ସେ ଅଭିନେତା ଅଙ୍କିତ ନୁହନ୍ତି ବରଂ ଅନ୍ୟ ଦୁଇଜଣଙ୍କ ସହ ଡେଟ୍‌ରେ ଯିବାକୁ ଚାହିଁବେ ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି। ସେମାନେ ହେଲେ ଏମ୍‌ସି ଷ୍ଟାନ ଏବଂ ଅବ୍ଦୁ ରୋଜିକ୍‌।

ଷ୍ଟାନ ବହୁତ ବାସ୍ତବବାଦୀ। ତାଙ୍କ ହୃଦୟ ସଫା। ସେହିଭଳି ଅବ୍ଦୁ ମଧ୍ୟ ତାଙ୍କୁ ବହୁତ ପସନ୍ଦ। ଏଣୁ ଉଭୟଙ୍କ ସହ ଅଙ୍କିତଙ୍କ ବଦଳରେ ଡେଟ୍‌ କରିବାକୁ ଚାହିଁବେ ବୋଲି ପ୍ରିୟଙ୍କା କହିଛନ୍ତି।

ପୂର୍ବରୁ ଅନେକ ଥର ବିଗବସ୍‌ ବିଜେତା ଷ୍ଟାନ ପ୍ରିୟଙ୍କାଙ୍କ ସୁନ୍ଦରତାର ପ୍ରଶଂସା କରିସାରିଛନ୍ତି। ଏପରିକି ତାଙ୍କ ସହ ଏକ ମ୍ୟୁଜିକ ଭିଡିଓ କରିବେ ବୋଲି ସେ କହିଛନ୍ତି। ଏମିତିରେ ଦୁହେଁ କେବେ ଏକାଠି ହେବେ ପ୍ରଶଂସକ ତାକୁ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଉଦଙ୍କ ଘର ଭଙ୍ଗା ଯାଇ ପାରୁ ନ ଥିବା ବେଳେ କାହିଁକି ଭଙ୍ଗାଗଲା କଙ୍ଗନାଙ୍କ ଘର: ଫଡନବିଶ

ମୁମ୍ବାଇ,୧୧ ।୯: ମହାରାଷ୍ଟ୍ର ସରକାର ଓ ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ମଧ୍ୟରେ ତୁତୁ ମେମେ ଲାଗି ରହିଛି । ଇତିମଧ୍ୟରେ ମୁମ୍ବାଇ ପୋଲିସ କଙ୍ଗନାଙ୍କ...

ଚର୍ଚ୍ଚାରେ ତାରାଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆଙ୍କ ଫ୍ୟାଶନ ସେନ୍ସ ୟଙ୍ଗଷ୍ଟରଙ୍କୁ ବେଶ ପସନ୍ଦ । ସେ ସବୁବେଳେ ନୂଆ ନୂଆ ଲୁକ୍ସ ନିଜ ଉପରେ ଟ୍ରାଏ...

‘ଶହଜାଦା’ର ଟିଜର ଆଉଟ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ଆଜିର ଦିନର ଏକ ମହତ୍ୱ ରହିଛି । ମଙ୍ଗଳବାର ଅର୍ଥାତ୍ ନଭେମ୍ବର ୨୨ ହେଉଛି ଅଭିନେତାଙ୍କ ଜନ୍ମଦିନ...

ମା’ ହେବା ପରେ ଏମିତି ବଦଳିଗଲେଣି ଅନୁଷ୍କା

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ସ୍ବାମୀ ବିରାଟ କୋହଲି ଜାନୁୟାରୀରେ ମା-ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗର୍ଭବତୀ ପୂର୍ବରୁ ଏବଂ ପରେ...

କୋଟି କୋଟି ସମ୍ପତ୍ତିର ମାଲିକ ହୋଇ ସୁଦ୍ଧା ନିଜକୁ ଲେଟ୍‌ ନାଇଟ୍‌ ପାର୍ଟିରୁ ଦୂରେଇ ରଖନ୍ତି ଏହି ଅଭିନେତା: କାରଣ ଜାଣିଲେ…

୧୯୭୭ ସେପ୍ଟେମ୍ବର ୯ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜୀବ ଓମ ଭାଟିଆ ଅର୍ଥାତ ଅକ୍ଷୟ କୁମାରଙ୍କୁ ବଲିଉଡର ଖିଲାଡି କିଙ୍ଗ୍‌ କୁହାଯାଏ। ଅକ୍ଷୟ ନିଜେ ବଲିଉଡରେ...

ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ ଇରଫାନ୍‌: କହିଥିଲେ ‘ସୁଯୋଗ ମିଳିଲେ ସୁତପାଙ୍କ ପାଇଁ ବଞ୍ଚିବାକୁ ଚାହିଁବି’

ବମ୍ବେ: ”ଯଦି ମୋତେ ସୁଯୋଗ ମିଳେ, ମୁଁ ସୁତପାଙ୍କ ପାଇଁ ବଞ୍ଚିବାକୁ ଚାହିଁବି“। ଉକ୍ତିଟି ସ୍ବର୍ଗୀୟ ଅଭିନେତା ଇରଫାନ୍‌ ଖାନ୍‌ଙ୍କର। ଏଥିରୁ ଇରଫାନ୍‌ ସ୍ତ୍ରୀ ସୁତପାଙ୍କ...

ସୋନୁଙ୍କୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ମୁମ୍ବାଇ: ଗତବର୍ଷ କରୋନା ଲକ୍‌ଡାଉନ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କର ନୂଆ ଫିଲ୍ମ ଖୁବଶୀଘ୍ର ପରଦାକୁ ଆସିବ ।...

ଶାହିଦଙ୍କୁ ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି କରିଥିଲେ ପ୍ରପୋଜ୍‌

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ...

Advertisement
Archives

Model This Week