୨୦୨୪ରେ ରିଲିଜ ହେବ ‘ପ୍ରୋଜେକ୍ଟ କେ’

ବମ୍ବେ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପ୍ରୋଜେକ୍ଟ କେ’ର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି। ମହାଶିବରାତ୍ରୀ ଉପଲକ୍ଷେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ପ୍ରଶଂସକଙ୍କୁ ଖୁସି ଖବର ଦେଇ ଏହାର ରିଲିଜ୍‌ ଡେଟ୍‌ ବିଷୟରେ ଜଣାଇଛନ୍ତି।

‘ପ୍ରୋଜେକ୍ଟ କେ’ ଏକ ସାଇନ୍ସ ଫ୍ରିକ୍ସନ ଫିଲ୍ମ। ଦୁଇଟି ଭାଗରେ ଏହା ରିଲିଜ ହେବ। ଏଥିରେ ସୁପରଷ୍ଟାର ପ୍ରଭାସ, ବିଗ୍‌ବି ଅମିତାଭ ବଚ୍ଚନ ଏବଂ ଦୀପିକା ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଫିଲ୍ମ ଜରିଆରେ ପ୍ରଥମ ଥର ଲାଗି ଦୀପିକା ଦକ୍ଷିଣ ଭାରତୀୟ ସିନେମାରେ କାମ କରିବାକୁ ଯାଉଛନ୍ତି। ଦର୍ଶକେ ଏହି ବିଗ୍‌ ବଜେଟ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି। ଏମିତିରେ ଫିଲ୍ମଟି ୨୦୨୪ ଜାନୁୟାରୀ ୧୨ରେ ରିଲିଜ ହେବ ବୋଲି ପ୍ରଭାସ ଏବଂ ଦୀପିକା ନିଜର ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରୋଲର୍‌ କହିଲେ ‘ଲଜ୍ଜାହୀନ’; ବ୍ୟାକ୍‌ଲେସ୍‌ ଟପ୍‌ ପିନ୍ଧି ଏଭଳି ଜବାବ ଦେଲେ ନିଆ ଶର୍ମା

ବମ୍ବେ: ଯେସାକୁ ତେସା। ଏପରି କିଛି କରିଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିଆ ଶର୍ମା। କେତେବେଳେ ବିକିନି ତ କେତେବେଳେ ନିଜର ନିଆରା ମେକଅପ୍‌...

୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ହାଉସ୍‌ଫୁଲ୍‌-୪’

ମୁମ୍ବାଇ: ଗତ ଧନତେରସରେ ରିଲିଜ ହୋଇଥିବା ବଲିଉଡ୍‌ ମୁଭି ‘ହାଉସ୍‌ଫୁଲ-୪’ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଅକ୍ଷୟ କୁମାର, ବବି ଦେଓଲ,...

ସଂଙ୍ଗୀତକାର ଶ୍ରବଣଙ୍କ ମୃତଦେହ ହସ୍ତାନ୍ତର କରୁନାହିଁ ଡାକ୍ତରଖାନା ! ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେନି ସ୍ତ୍ରୀ-ପୁଅ

ବମ୍ବେ:ପରଲୋକରେ ଲୋକପ୍ରିୟ ସଙ୍ଗୀତକାର ଶ୍ରବଣ କୁମାର। ୬୭ ବର୍ଷୀୟ ସଙ୍ଗୀତକାର କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଥିବା...

ବିଜୟଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି ରଶ୍ମିକା

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହୁନ୍ତି। ଉଭୟ ଅନେକ ଥର ଏକାଠି ନଜର ଆସିଛନ୍ତି।...

ଆଉ ଥରେ ପରଦାକୁ ଆସିବ ‘ପବିତ୍ର ରିସ୍ତା’: ଅଙ୍କିତାଙ୍କ ସହ ମାନବ ଭୂମିକାରେ ନଜର ଆସିବେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିୟର ବଦଳାଇ ଦେଇଥିଲା ଟେଲି ଧାରାବାହିକ ‘ପବିତ୍ର ରିସ୍ତା’। ତାଙ୍କ ମୃତ୍ୟୁ ପରେ ଓଟିଟି ପ୍ଲାଟଫର୍ମରେ ଏହି ଧାରାବାହିକ...

ଅତୀତର ସ୍ମୃତିକୁ ସାଉଁଟିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ଲିଜେଣ୍ଡ ଅଭିନେତା ଅନୁପମ ଖେର ସୋମବାର ନିଜର ୩୪ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅନୁପମ...

ହୋଇନି ବ୍ରେକ୍‌ଅପ୍‌ !

ବମ୍ବେ: କଥାରେ ଅଛି ସତ କେବେ ଲୁଚି ରହେନା। ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ କେବେ ବି ଖୋଲାଖୋଲି ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ସମ୍ପର୍କକୁ...

ଫେବୃୟାରୀରେ ୩୦ତମ ଫିଲ୍ମର ଶୁଟିଂ ଆରମ୍ଭ କରିବେ ଜୁନିୟର ଏନଟିଆର

ମୁମ୍ବାଇ: ଏବେ ଦର୍ଶକଙ୍କ ହୃଦୟରେ ଛାଇ ଯାଇଛନ୍ତି ସାଉଥ ଷ୍ଟାର ଜୁନିୟର ଏନଟିଆର । ମୁଭି ‘ଆରଆରଆର’ର ସଫଳତା ପରେ ଦର୍ଶକେ ତାଙ୍କ ଆଗାମୀ ଫିଲ୍ମକୁ...

Advertisement
Archives

Model This Week