Home Left

ଠକ ସୁକେଶ ଚନ୍ଦ୍ରଶେଖରଙ୍କ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଉପରକୁ ଆଉ ଏକ ଲେଟର ବମ, ଏବେ ପଲିଗ୍ରାଫ ଟେଷ୍ଟକୁ ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨ ।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଆଉ ଏକ ଲେଟର ବମ ସାମ୍ନାକୁ ଆସିଛି । ସୁକେଶ ତାଙ୍କ ଓକିଲ ଅଶୋକ ସିଂଙ୍କ ଜରିଆରେ ଏହାକୁ ଜାରି କରିଛନ୍ତି ।…

ଜନବସତି ନିକଟରେ ଖଣି ଷ୍ଟକ୍‌ୟାର୍ଡକୁ ବିରୋଧ

କେନ୍ଦୁଝର,୧୨।୧୧(ସ୍ବ.ପ୍ର.): ପଲ୍ଲୀସଭା ନ କରି, ବିନା ପ୍ରଦୂଷଣ ଅନୁମୋତିରେ ବାଂଶପାଳ ବ୍ଲକ୍‌ ତଳକଇଁସାରୀ ଗ୍ରାମରେ ଲୁହାପଥର ଷ୍ଟକ୍‌ୟାର୍ଡ ନିର୍ମାଣ ହେଉଛି। ଉକ୍ତ ସ୍ଥାନରୁ ଗଛ କଟାଯିବା ସହ ପଥର ତଡ଼ା ଯାଉଛି। ଏଥିସହ ଷ୍ଟକ୍‌ୟାର୍ଡ ହେବା ଫଳରେ ଅଞ୍ଚଳରେ ଚାଷ କ୍ଷତିଗ୍ରସ୍ତ…

ଛାତ୍ରଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଯାଉଛି

ମୋରଡ଼ା,୧୨।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ଥିବା ଏକ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରମାନଙ୍କୁ ଜଣେ ବ୍ୟକ୍ତି ନିଜ କାର୍ଯ୍ୟରେ ଲଗାଉଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ପରିସରରେ ଚାଷ କାର୍ଯ୍ୟ ଓ ଘର ପାଇଁ ପାଣି ଆଣିବା କାର୍ଯ୍ୟରେ ଛାତ୍ରମାନଙ୍କୁ…

ସିଡିପିଓଙ୍କୁ ୩ଘଣ୍ଟା ଅଟକ

ବାହାନଗା, ୧୨।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ କୋଚିଆକୋଇଲି ଗ୍ରାମର ୧ ନମ୍ବର ଅଙ୍ଗନୱାଡି କେନ୍ଦ୍ରର ସହାୟିକା ନିଯୁକ୍ତିକୁ ନେଇ ଗ୍ରାମ ମହିଳାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛ। ସିଡିପିଓଙ୍କୁ ମହିଳାମାନେ ୩ଘଣ୍ଟା କାଳ ଅଟକ ରଖିଥିଲେ। ପରେ ସାଉଡୁ ଫାଣ୍ଡି ଓ…

ମିଛ କହି ଶାସନ ଚଳାଇଛନ୍ତି କେନ୍ଦ୍ର ସରକାର: ଚେଲ୍ଲା କୁମାର

ବାଲେଶ୍ୱର ଅଫିସ, ୧୨ା୧୧: ବାଲେଶ୍ୱରରେ ଶୁକ୍ରବାର ପୂର୍ବାହ୍ନରେ ‘ଭାରତ ଯୋଡୋ ଯାତ୍ରା’ ଅନୁଷ୍ଠିତ ହୋଇଥିଲା। କଂଗ୍ରେସର କେନ୍ଦ୍ର ଓ ରାଜ୍ୟ ନେତୃବର୍ଗ ଏଥିରେ ସାମିଲ ହୋଇ ସହର ପ୍ରବେଶପଥ କୁରୁଡ଼ାଠାରୁ ଏକ ବିଶାଳ ପଦଯାତ୍ରାରେ ବାହାରି ଆଇଟିଆଇ ଛକ, ପୋଲିସ ଲାଇନ୍‌,…

ପଞ୍ଚାୟତ ବୁଲି କୃତଜ୍ଞତା ଜଣାଇଲେ ସୂର୍ଯ୍ୟବଂଶୀ

ଧାମନଗର,୧୨ା୧୧(ଡି.ଏନ.ଏ.): ଧାମନଗର ନବନିର୍ବାଚିତ ବିଧାୟକ ସୂର୍ୟବଂଶୀ ସୂରଜ ବିଭିନ୍ନ ପଞ୍ଚାୟତ ବୁଲି ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛନ୍ତି। ଏହି କୃତଜ୍ଞତା ଯାତ୍ରାରେ ବିଧାୟକ ଶୁକ୍ରବାର ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗିର ଛକଠାରୁ ଶତାଧିକ କର୍ମୀଙ୍କ ସହ ବାହାରି ପଧାନୀ ପଞ୍ଚାୟତର କଣ୍ଟିଦୋଳ, କଣ୍ଟଦା, ଭଗତପୁର,…

ବିଶ୍ୱର ସବୁଠାରୁ ସୁନ୍ଦରୀ ପୋଲିସ

ବୋଗୋଟା: ବର୍ତ୍ତମାନ ସୋସିଆଲ ମିଡିଆର ଢେର୍‌ ଚାହିଦା ବଢ଼ିଯାଇଛି। ଗୋଟିଏ ସାଧାରଣ ଲୋକକୁ ରାତାରାତି ଷ୍ଟାର କରିଦେଇ ପାରୁଛି ସାମିଜିକ ଗଣମାଧ୍ୟମ। ତେବେ ଏହା ଜରିଆରେ ଦେଶ ଛଡ଼ା ବିଦେଶରେ ମଧ୍ୟ ବେଶ୍‌ ପରଚିତ ହୋଇଛନ୍ତି କଲୋମ୍ବିଆର ଡିଆନା ରାମିରେଜ୍‌। ପେସାରେ…

୨ ନେତାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ବର,୧୨ା୧୧(ବ୍ୟୁରୋ): ଭାଜପାରେ ଦୁଇ ଜଣ ବରିଷ୍ଠ ନେତାଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଭାଜପା ଆର୍ଥତ୍କ ଦୁର୍ବଳଶ୍ରେଣୀ ବର୍ଗ ପ୍ରକୋଷ୍ଠ (ଇଡବ୍ଲ୍ୟୁଏସ୍‌ ସେଲ୍‌)ର ରାଜ୍ୟ ସଂଯୋଜକ ଭାବେ କୁଳମଣି ମିଶ୍ରଙ୍କୁ ଦାୟିତ୍ୱ ମିଳିଛି। ସେହିପରି…

ପ୍ରଦୀପ ପୁରୋହିତ ହେବେ ଭାଜପା ପ୍ରାର୍ଥୀ

ଭୁବନେଶ୍ବର, ୧୨ା୧୧(ବ୍ୟୁରୋ): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭାଜପା ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବ। ଭାଜପା ବିଧାୟିକା କୁସୁମ ଟେଟେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ପ୍ରଦୀପ ୧୪ ତାରିଖରେ ନାମାଙ୍କନ ଭରିବେ ବୋଲି ସେ…

ଆଦିବାସୀ, ବନବାସୀଙ୍କୁ ମିଳିବ ଜଙ୍ଗଲ ଜମି ଅଧିକାର

ଛତ୍ରପୁର,୧୨ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜଙ୍ଗଲ ଜମି ଅଧିକାର ଜିଲା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ । ଜଙ୍ଗଲ ଜମିରେ ବସବାସ କରୁଥିବା ଆଦିବାସୀ ଓ ପାରମ୍ପରିକ ବନବାସୀ ପରିବାରଗୁଡିକୁ…

ପଛକୁ ହଟିଲେ ରୁଷିଆ ସେନା, ୟୁକ୍ରେନ୍ ରାଷ୍ଟ୍ରପତି ଜେଲନସ୍କି କହିଲେ ଖେରସନ ଏବେ ଆମର

କ୍ୱିଭ,୧୨ ।୧୧: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ସଦ୍ୟ ସୂଚନା ଅନୁଯାୟୀ, ୟୁକ୍ରେନର ଖେରସନରୁ ରୁଷିଆ ସେନା ପଛକୁ ହଟି ଯାଇଛନ୍ତି । ଇତିମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଦାବି କରି କହିଛନ୍ତି, ଖେରସନ…

ହଳଦୀପତ୍ରର ଚାହିଦା, ମିଳୁନି ଠିକ୍‌ ଦର

ଦାରିଙ୍ଗବାଡି,୧୨ା୧୧(ଡି.ଏନ.ଏ): ଆସନ୍ତା ବୁଧବାର ପାଳନ ହେବ ପ୍ରଥମାଷ୍ଟମୀ। ଏହି ପର୍ବ ଓଡ଼ିଶାରେ ବଡ ଧୂମଧାମରେ ପାଳନ ହେଉଥିବା ବେଳେ ବିଶେଷ କରି ଭୁବନେଶ୍ୱର, କଟକ, ବାଲେଶ୍ୱର ସମେତ ବିଭିନ୍ନ ଜିଲାରେ ପାଳନ କରାଯାଉଛି। ତେବେ ଏହି ପର୍ବ ପାଳନ ଅବସରରେ ପିଠା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri