Home Left

ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡ଼ିଲେ ରୋନାଲ୍ଡୋ

ଲିସବନ୍‌,୧୭।୧୧: ଫିଫା ବିଶ୍ୱକପ୍‌ ୨୦୨୨ ପୂର୍ବରୁ ପର୍ତ୍ତୁଗାଲର ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ। ପେଟ ସମସ୍ୟା କାରଣରୁ ସେ ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡିଥିବା ସୂଚନା ମିଳିଛି। ଲିସବନ୍‌ରେ ନାଇଜେରିଆ ବିପକ୍ଷରେ ପର୍ତ୍ତୁଗାଲ ଏହାର ଅଭ୍ୟାସ ମ୍ୟାଚ୍‌ ଖେଳି…

ଭୋଟ ଦେବାରୁ ବଞ୍ଚିତ ହେଲେ ଆଜମ

ଲକ୍ଷ୍ନୌ,୧୭।୧୧: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍‌ଙ୍କ ଭୋଟ ଦେବା ଅଧିକାରକୁ ରଦ୍ଦ କରାଯାଇଛି। ଏପରିକି ଭୋଟର ତାଲିକାରୁ ମଧ୍ୟ ତାଙ୍କର ନାମକୁ ହଟାଇଦିଆଯାଇଛି। ଡିସେମ୍ବର ୫ରେ ହେବାକୁ ଥିବା ରାମପୁର ଉପନିର୍ବାଚନରେ ଆଜମ ଖାନ୍‌ ଆଉ ଭୋଟ ଦେଇପାରିବେ…

ଶୁଣିଲାନି ପ୍ରଶାସନ: ରାସ୍ତା ମରାମତି କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି,୧୭।୧୧(ଡି.ଏନ.ଏ): ମୋହନା ବ୍ଲକଠାରୁ ମାତ୍ର ୬କି.ମି. ଦୂର କର୍ଚ୍ଚବାଡି ପଞ୍ଚାୟତର ପାହାଡ଼ ପାଦଦେଶରେ ଅବସ୍ଥିତ ଡଙ୍ଗରୀଗାଁ ଗ୍ରାମକୁ ରାସ୍ତା ନାହଁ। ପ୍ରଶାସନ ନିକଟରେ ବହୁବାର ଏହି ସମସ୍ୟା ଜଣାଇଥିଲେ ବି ସୁଫଳ ମିଳିଲାନି। ତେଣୁ ଗ୍ରାମବାସୀ ଗାଁ ରାସ୍ତା ନିଜେ ମରାମତି…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଅଭିଯୁକ୍ତ ଗିରଫ

ବଲସକୁମ୍ପା,୧୭ା୧୧(ଡି.ଏନ.ଏ.): ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ଗୁରୁବାର ଖଜୁରିପଡା ପୋଲିସ ଜନୈକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲା ଚାରିଛକ…

ନିଜର ଅଙ୍ଗଦାନ କରିବେ ଦେବରକୋଣ୍ଡା

ମୁମ୍ବାଇ: ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାସହ ବିଜୟଙ୍କର ନିଷ୍ପତ୍ତିକୁ ଗର୍ବ ମଧ୍ୟ କରୁଛନ୍ତି। ବିଜୟ ଦେବରକୋଣ୍ଡା ଘୋଷଣା କରିଛନ୍ତି କି, ତାଙ୍କର ମୃତ୍ୟୁ ହେବା ପରେ ସେ…

ବୀମା ଟଙ୍କା ପାଇଁ କୃଷି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ

ସମ୍ବଲପୁର,୧୭ା୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କାକୁ ନେଇ ଭାଜପା ଓ ବିଜେଡି ପରସ୍ପର ମଧ୍ୟରେ ଦୋଷ ଲଦାଲଦି ହେବାରେ ଲାଗିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ସମ୍ବଲପୁର ଜିଲାରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଯୁଯୁମୁରା…

ମୁମ୍ବାଇରେ ୧୧ କୋଟିର ବଙ୍ଗଳା, ଅନେକ ଦାମୀ ଗାଡ଼ିର ମାଲିକାଣୀ ଡ୍ରାମା କୁଇନ୍‌; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ସର୍ବଦା ବିବାଦରେ ରହିବାକୁ ପସନ୍ଦ କରନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ବ୍ୟକ୍ତିଗତ ଜୀବନକୁ ନେଇ ସେ ରହିଥାନ୍ତି ବେଶ୍‌ ଚର୍ଚ୍ଚାରେ। ବିଶେଷତଃ ଆଇଟମ୍‌ ଗର୍ଲ ଭାବେ ଖ୍ୟାତ ଏହି ଅଭିନେତ୍ରୀ ଚାକଚକ୍ୟ ଜୀବନ ବିତାଇଥାନ୍ତି। କିଛି ଦିନ ହେଲାଣି…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ବିଦା ହେଲେ ୧୨ ଛାତ୍ର

ବ୍ରହ୍ମପୁର ଅଫିସ,୧୭।୧୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ଏକ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚାରଣ କରାଯାଇଥିବା ଭିଡିଓ ବୁଧବାର ଭାଇରାଲ ହେବା ପରେ ବ୍ରହ୍ମପୁର ବଡବଜାର ପୋଲିସ ୫ଜଣ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩ଜଣ ସାବାଳକ ଓ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ

ଆନନ୍ଦପୁର,୧୭।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ୫୩ ନଂ ରାଜ୍ୟ ରାଜପଥ ଆନନ୍ଦପୁର ଥାନା ଅଧୀନ ଶାଳବଣି ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ…

‘ଦ୍ରାବିଡଙ୍କୁ ଏତେ ବ୍ରେକ୍‌ରେ ରହିବାର ଆବଶ୍ୟକତା କ’ଣ ଅଛି’

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ଟିମ୍‌ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଉଭୟ ଟିମ୍‌ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ଟି୨୦ ସିରିଜ ଖେଳାଯିବ। ଏହି ସିରିଜ ଲାଗି ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ସମେତ ଅଧିନାୟକ ରୋହିତ ଶର୍ମା ଏବଂ…

ମହିଳା ଆଇନଜୀବୀ, କୋର୍ଟ ସିଏସ୍‌ଆଇଙ୍କୁ ଆକ୍ରମଣ: ତେଜିଲା ଅଭିଯୁକ୍ତଙ୍କ ଗିରଫ ଦାବି

ଭଞ୍ଜନଗର,୧୭।୧୧(ଡି.ଏନ୍‌.ଏ.): ଭଞ୍ଜନଗର ବାର୍‌ ଆସୋସିଏଶନର ବରିଷ୍ଠ ମହିଳା ଆଇନଜୀବୀ ଅଭାଙ୍ଗିନୀ ବିଷୋୟୀ, କୋର୍ଟର ପୂର୍ବତନ ସିଏସ୍‌ଆଇ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସମେତ ୫ଜଣଙ୍କୁ ବୁଧବାର ରାତିରେ କେତେଜଣ ଯୁବକ ଆକ୍ରମଣ କରିଛନ୍ତି। ଏଥିରେ ରାଜେନ୍ଦ୍ରଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଅନ୍ୟମାନେ…

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ଫିଲ୍ମ ‘କାନ୍ତାରା’

ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ଚଳିତ ବର୍ଷ ସବୁଠାରୁ ହିଟ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମଟି ପ୍ରଥମେ କନ୍ନଡରେ ମୁକ୍ତିଲାଭ କରିଥିଲା। ପରେ ଏକ ସକାରାତ୍ମକ ପ୍ରତିକ୍ରିୟା ପାଇବା ପରେ ‘କାନ୍ତାରା’ ନିର୍ମାତା ହିନ୍ଦୀ ସମେତ ଏକାଧିକ ଭାଷାରେ ଫିଲ୍ମକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri