Home Left

ଭାଜପାକୁ ୨୦୨୪ରେ ପରାଜୟର ଭୟ, ଏଥିଲାଗି ବାରମ୍ବାର ବିାହାର ଗସ୍ତରେ ଆସୁଛନ୍ତି ଶାହା: ତେଜସ୍ବୀ

ପୂର୍ଣ୍ଣିଆ,୨୫।୨: ବିହାର ରାଜନୀତି ଲାଗି ଶନିବାର ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବିହାରରେ ଦୁଇଟି ସଭାକୁ ସମ୍ବୋଧିତ କରି ଜେଡିୟୁ-ଆର୍‌ଜେଡି ମହାଗଠବନ୍ଧନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିବେ। ଅପରପକ୍ଷେ ପୁର୍ଣ୍ଣିଆରେ…

ଗ୍ରାମସଭାରେ ଉତ୍ତେଜନା: ବିରୋଧୀଙ୍କ ମାଡ଼ରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆହତ

ସାକ୍ଷୀଗୋପାଳ,୨୫।୨(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଧୀନ ସାଣ୍ଢରା ଶାସନ ପଞ୍ଚାୟତରେ ଗ୍ରାମସଭା ଚାଲିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମୀଣ ଆବାସ ଯୋଜନା ହିତାଧିକାରୀଙ୍କ ତାଲିକାକୁ ନେଇ କିଛି ଗ୍ରାମବାସୀ ପ୍ରତିବାଦ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ହୋହଲ୍ଲା ଓ…

ହାତକୁ ଦୁଇ ହାତ ହେବେ ଶାର୍ଦ୍ଦୁଳ

ନୂଆଦିଲ୍ଲୀ,୨୫।୨: ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବିବାହ କରିବାକୁ ଯାଉଛନ୍ତି। ମିତାଲୀ ପାରୁଲକରଙ୍କ ହାତ ଧରିବେ ସେ। ଆସନ୍ତା ଫେବୃୟାରୀ ୨୭ରେ ମୁମ୍ବାଇରେ ଏହି ବିବାହ ଅନୁଷ୍ଠିତ ହେବ। ଏଥିରେ ୨୦୦ରୁ ଅଧିକ ଅତିଥି ସାମିଲ ହେବେ। ବିବାହ…

କାର ସହ ୪୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ସୋନପୁର,୨୫।୨(ଆ.ପ୍ର.): ସୋନପୁର ଅବକାରୀ ବିଭାଗ ଶନିବାର ସ୍ଥାନୀୟ ପଟାଭା ଛକରୁ କାର ସହ ୪୦ କେଜି ଗଞ୍ଜେଇ ଜବତ କରିଛିି । ଏହି ଘଟଣା ରେ ୨ଜଣ ବାହାର ରାଜ୍ୟର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବିହାର…

ଜଳୁଛି ଗୋଜିଆ ଜଙ୍ଗଲ

ଗୋଲାମୁଣ୍ଡା,୨୫।୨(ଡି.ଏନ.ଏ.): ଗ୍ରୀଷ୍ମ ଋତୁ ଆସିନି ହେଲେ ଜଙ୍ଗଲରେ ଲାଗିଲାଣି ନିଆଁ। ନିଆଁ ବଢି ଚାଲିଥିବା ବେଳେ ଲିଭିବାର ନାଁ ନେଉନି। ଏବେଠାରୁ ନିଆଁକୁ ଆୟତ୍ତ କରା ନ ଗଲେ ଜଙ୍ଗଲରୁ ବହୁ ଗଛ ପୋଡି ନଷ୍ଟ ହୋଇଯିବ। କଳାହାଣ୍ଡି ଜିଲା ଗୋଲାମୁଣ୍ଡା…

ମାଓବାଦୀଙ୍କ ଗୁଳିରେ ୩ ଯବାନ ଶହୀଦ୍‌

ମାଲକାନଗିରି,୨୫।୦୨(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଅଞ୍ଚଳରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ମାଓବାଦୀ ଗୁଳିରେ ୩ ଯବାନ ଶହୀଦ୍‌ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ସୁକମାରେ ମାଓବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା । ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଶର୍ଚ୍ଚ…

ଗାଁକୁ ଫେରିଲେ ତେଲଙ୍ଗାନାରେ ବନ୍ଧକ ଦାଦନ

ନୂଆପଡ଼ା ଅଫିସ,୨୫।୨: ତେଲଙ୍ଗାନାରେ ବନ୍ଧକ ଥିବା ନୂଆପଡା ସଦର ବ୍ଲକ ବୋଇରଭାଡି ପଞ୍ଚାୟତ ସରାଇପାଲି ଗାଁର ୬ଜଣ ଦାଦନ ଶ୍ରମିକ ଗାଁକୁ ଫେରିଛନ୍ତି। ତେଲଙ୍ଗାନାରେ ବନ୍ଧକ ଥିବା ନେଇ ଗତ ବୁଧବାର ଧରିତ୍ରୀରେ ପ୍ରକାଶ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ…

୧୩ରୁ ୧୨ ଡାକ୍ତର ପଦ ଖାଲି

ବିନିକା,୨୫।୨(ରାମଗୋପାଳ ବାଘ) ) ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ସ୍ବାସ୍ଥ୍ୟସେବାର ରୁଗଣ ପ୍ରତିଛବି ଦେଖିବାକୁ ମିଳୁଛି। ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ମାନବସମ୍ବଳ ପ୍ରତି ସରକାର ଆଦୌ ଗୁରୁତ୍ୱ…

ଗରିବ ପିଲାଙ୍କୁ ମାଗଣାରେ ପଢ଼ାନ୍ତି ଦମ୍ପତି

ଭବାନୀପାଟଣା,୨୫।୨(ସ୍ବ.ପ୍ର.): ଗରିବ ପରିବାର ଛାତ୍ରୀଛାତ୍ର, ଶିଶୁ ଶ୍ରମିକ, ଟଙ୍କା ଅଭାବରୁ ପାଠ ପଢ଼େଇ ନ ପାରୁଥିବା ଆର୍ଥିକ ଅନାଗ୍ରସର ପରିବାରର ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇ ଏବେ ଜୁନାଗଡ଼ ସହରର ସୀତା ଗୁରୁମା’ ତାଙ୍କ ସ୍ବାମୀ ଦୀପକ ରଞ୍ଜନ ସାହୁ ଅନ୍ୟଙ୍କ…

କୃଷକଙ୍କୁ ହୋଲିର ଉପହାର ଦେଲେ ଯୋଗୀସରକାର

ଲକ୍ଷ୍ନୌ,୨୫।୨: ଉତ୍ତରପ୍ରଦେଶର ଯୋଗୀ ସରକାର ନିକଟରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ୟୁପି ସରକାରରେ ଅର୍ଥମନ୍ତ୍ରୀ ସୁରେଶ ଖନ୍ନା ଏହି ବଜେଟ ଉପସ୍ଥାପନ କରିଥିଲେ। ବଜେଟରେ ସମସ୍ତ ବିଭାଗ ସହିତ କୃଷକମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବଜେଟ ପରେ ମୁଖ୍ୟମନ୍ତ୍ରୀ…

ହକି ବିଶ୍ୱକପ୍‌ ଟ୍ରଫି ପରିକ୍ରମା, ପଲ୍ଲିଶ୍ରୀ ମେଳା ପାଇଁ ବୌଦ୍ଧ ଜିଲାପାଳ ସମ୍ବର୍ଦ୍ଧିତ

ବୌଦ୍ଧ,୨୫ା୨(ସ୍ବ.ପ୍ର.): ହକି ବିଶ୍ୱକପ୍‌ ଟ୍ରଫିର ଜିଲା ପରିକ୍ରମା ଏବଂ ବୌଦ୍ଧ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ସଫଳ ଆୟୋଜନ ପାଇଁ ବୌଦ୍ଧ ଜିଲାପାଳ ସତ୍ୟ ରଞ୍ଜନ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଜିଲାରେ ଏହି କାର୍ଯ୍ୟକ୍ରମର ସଫଳତା…

ଏଣିକି ନୂଆ ବିଷୟ ପଢ଼ିବେ ଦଶମ ଛାତ୍ରୀଛାତ୍ର

କଟକ ଅଫିସ,୨୫।୨ : ଆସନ୍ତା ଶିକ୍ଷା ବର୍ଷଠାରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରୀ ନୂଆ ବିଷୟ ପଢ଼ିବେ। ଏହା ସହ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରକାଶିତ ଭୌତ୍ତିକ ବିଜ୍ଞାନ ବହିରେ ଷ୍ଟାର ଚିହ୍ନ ଥିବା ବିଷୟଗୁଡ଼ିକୁ ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ପାଠ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?