ପ୍ରଧାନୀ ଜଙ୍ଗଲରୁ ମୃତ ବାର୍‌ହା ଜବତ

ସିନାପାଲି,୨୫।୨(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବନଖଣ୍ଡ ଅଧୀନସ୍ଥ ସିନାପାଲି ରେଞ୍ଜ ପ୍ରଧାନୀ ଜଙ୍ଗଲରୁ ଶୁକ୍ରବାର ଏକ ମୃତ ବାର୍‌ହା ଉଦ୍ଧାର କରାଯାଇଛି। ସ୍ଥାନୀୟ ଘଣ୍ଟିଗୁଡା ସରପଞ୍ଚ ଖୁଟୁରାମ ସୁନାନୀ ଓ ସିନାପାଲି ରେଞ୍ଜ ଫରେଷ୍ଟର ଖଗେଶ୍ୱର ମାଝିଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀଙ୍କ ସହାୟତାରେ ବାର୍‌ହା ଉଦ୍ଧାର କରିଥିଲେ। ପଶୁ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ସ୍ଥାନୀୟ ସରଧାପୁର ନର୍ସରୀ ପରିସରରେ ପୋତି ଦିଆଯାଇଛି। ବାର୍‌ହା ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡିବ ବୋଲି ସମ୍ପୃକ୍ତ ପଶୁ ଡାକ୍ତର ପ୍ରକାଶ କରିଛନ୍ତି। ଆଜକୁ ପ୍ରାୟ ଦଶ ବର୍ଷରୁ ଊଦ୍ଧର୍‌ବ ହେବ ଏହି ଜଙ୍ଗଲରେ ନିଆଁ ଲାଗି ନାହିଁ। ଏହା କେବଳ ବନ୍ୟଜନ୍ତୁଙ୍କ ଦ୍ୱାରା ଓ ବନ୍ୟଜନ୍ତୁଙ୍କ ପାଇଁ ହିଁ ହୋଇପାରିଛି। ବନ୍ୟଜନ୍ତୁ ସୁରକ୍ଷା ପ୍ରତି ଆମେ ବିଶେଷ ଧ୍ୟାନ ଦେବାର ଜରୁରୀ ଅଛି ବୋଲି ସରପଞ୍ଚ ସୁନାନୀ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣ ଜୟନ୍ତୀ ପାଳନ ସ୍ମୃତି ସମାରୋହ : ରାଷ୍ଟ୍ରପତି ଭବନକୁ ପଠାଗଲା ବିଦ୍ୟାଳୟ ଫଟୋ

ନିରାକାରପୁର,୯ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ରାମେଶ୍ୱର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ୨୦୧୫ ଅଗଷ୍ଟ ୭ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍‌ଘାଟନ...

ଶ୍ରମିକଙ୍କ ସ୍ବାର୍ଥ ଦୃଷ୍ଟିରୁ ନୂତନ ଆଇନ୍‌ ଅଣାଯାଉ

ଜୟପୁର ୧।୫(ନି.ପ୍ର.): ବୁଧବାର ଜୟପୁରରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି।  ନିର୍ମାଣ ଶ୍ରମିକ ମିଳିତ ସଂଘର ପକ୍ଷରୁ ଏହି ଅବସରରେ ଏକ  ଶୋଭାଯାତ୍ରା ବାହାରି...

୪୦ ବିହାରୀ ଶ୍ରମିକ ଉଦ୍ଧାର

ଓଡ଼ାପଡ଼ା,୧ା୫(ଡି.ଏନ.ଏ.) – ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ହିନ୍ଦୋଳ ରୋଡ୍‌ ଛକରୁ ଗୁରୁବାର ୪୦ଜଣ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି।...

ବରୀ ଅଞ୍ଚଳରୁ କୋଲକାତା ଫେରନ୍ତାଙ୍କ ସ୍ବାବ୍‌ ସଂଗ୍ରହ କଲା ପ୍ରଶାସନ

ରତ୍ନଗିରି,୨୯।୪(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ଅଞ୍ଚଳକୁ କୋଲକାତାରୁ ଫେରିଥିବା ୧୪୬ ଜଣ ମଙ୍ଗଳବାର ସୁଦ୍ଧା ନିଜ ନାମ ପଞ୍ଜୀକୃତ କରିଛନ୍ତି। ଏହି ବ୍ଲକ ଅଧୀନସ୍ଥ ୨୬ଟି...

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ କୋର କମିଟି ଅଧ୍ୟକ୍ଷ

ବଲାଙ୍ଗୀର ଅଫିସ, ୨୬।୧: ବଲାଙ୍ଗୀର ଜିଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ମଙ୍ଗଳବାର ୭୨ତମ ଗଣତନ୍ତ୍ର ଦିବସ ଜିଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

୧୦ ଲକ୍ଷ ଟଙ୍କାର ଫସଲ ନଷ୍ଟ କଲେ ହାତୀପଲ

ଶେରଗଡ଼,୧୦।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଭୁଷୁଣ୍ଡା ଗ୍ରାମ ନିକଟ ପାକିଡି ପାହାଡ଼ରେ ହାତୀପଲ ୫୦୦ ଭରଣ ଜମିରେ ଲାଗିଥିବା ପନିପରିବା ଫସଲ ନଷ୍ଟ କରିଦେଇଛନ୍ତି।...

ମୁଠି ଚାଉଳରେ ଜଙ୍ଗଲ ସୁରକ୍ଷା

ନୟାଗଡ଼ ଅଫିସ,୧।୨: ଆଦିବାସୀଙ୍କ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ସମ୍ପଡ଼ା ଓ ଷଣ୍ଢମରା ଗାଁ ପାଖରେ ପୁଣି ନୂଆ...

କଟକରୁ ହଟିବ ଶଟ୍‌ଡାଉନ୍‌

କଟକ ଅଫିସ,୧୨।୭- କଟକ ସହରରୁ ସୋମବାରଠାରୁ ଶଟ୍‌ଡାଉନ୍‌ ହଟିବ। କଟକ ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ ପୂର୍ବପରି ଶନିବାର ଏବଂ ରବିବାର...

Advertisement
Archives

Model This Week