Home Left

ବନ୍ୟା ପରେ ବଢୁଛି ମ୍ୟାଲେରିଆ, ଡେଙ୍ଗୁ

ଇସଲାମାବାଦ,୯ା୧୦: ବନ୍ୟା ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ବର୍ତ୍ତମାନ ବିଭିନ୍ନ ରୋଗ ବ୍ୟାପିବାରେ ଲାଗିଛି। ଜାନୁୟାରୀ ୨୦୨୩ ସୁଦ୍ଧା ୩୨ଟି ଜିଲାର ପାକିସ୍ତାନରେ ୨.୭ ନିୟୁତ ମ୍ୟାଲେରିଆ ରୋଗ ସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇଛି।…

ମଞ୍ଚ ମାୟା

କାହିଁ କେଉଁ କାଳରୁ ଲୋକକଳାର ସୃଷ୍ଟି। ମୁକ୍ତାକାଶର ଖୋଲାମଞ୍ଚ ହେଉ କିମ୍ବା ସୌଖୀନ ରଙ୍ଗମଞ୍ଚ। ନାଟ୍ୟକଳା ପରିବେଷଣରେ କିଛି ଫରକ ପଡ଼େନା ଅଭିନୟ କରୁଥିବା କଳାକାରଙ୍କୁୁ। କ୍ଷୁଦ୍ର ନାଟକ ହେଉ କି ବୃହତ୍‌ କିମ୍ବା ପଥପ୍ରାନ୍ତ, ମଞ୍ଚମାୟାରେ ପଡ଼ିଯାଆନ୍ତି ନାଟ୍ୟପ୍ରେମୀ ।…

ରୁପା କଡ଼ା ନେବା ପାଇଁ ୧୦୮ ବର୍ଷୀୟା ମହିଳାଙ୍କ ୨ ଗୋଡ କାଟିଦେଲେ ଚୋର

ଜୟପୁର,୯।୧୦: ଜୟପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ରୂପା କଡ଼ା ନେବା ପାଇଁ ୧୦୮ ବର୍ଷୀୟା ମହିଳାଙ୍କ ୨ ଗୋଡ କାଟିଦେଇଛନ୍ତି ଚୋର। ଜୟପୁରର ମୀନା କଲୋନି ଗାଲଟାଗେଟର ଯମୁନା ଦେବୀ (୧୦୮) ତାଙ୍କ ଝିଅ ଗୋବିନ୍ଦୀ ଏବଂ ନାତୁଣୀ…

ପନ୍ତଙ୍କୁ ଫଲୋ କରୁଛନ୍ତି ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ପ୍ରକାଶ କରିବାକୁ ଆଦୌ ଭୁଲନ୍ତି ନାହିଁ। ପ୍ରତ୍ୟକ୍ଷରେ ନ ହେଲେ ବି ସୋସିଆଲ ମିଡିଆରେ ପରୋକ୍ଷରେ ସେ ପ୍ରକାଶ କରୁଛନ୍ତି। ଉର୍ବଶୀ ପନ୍ତଙ୍କ…

କେଉଁଠି ରଖିବେ ମା’ ଲକ୍ଷ୍ମୀଙ୍କ ଚରଣ ଚିହ୍ନ

ମାତା ଲକ୍ଷ୍ମୀଙ୍କୁ ଧନ, ସୁଖ, ସମୃଦ୍ଧିର ଦେବୀ ବୋଲି କୁହାଯାଏ। ନିଷ୍ଠାର ସହ ତାଙ୍କୁ ପୂଜିଲେ ଘରେ ସୁଖଶାନ୍ତି ବଢ଼ିବା ସହ ଐଶ୍ୱର୍ଯ୍ୟ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି। କେବଳ ମା’ଙ୍କ ପ୍ରତିମା ନୁହେଁ, ତାଙ୍କ ଚରଣ ଚିହ୍ନ ବି…

ଗୁଗ୍‌ଲ ମ୍ୟାପ୍‌ ଦେଖି ଚଳାଉଥିଲେ କାର୍‌, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ସମୟରେ ଗୁଗ୍‌ଲ ମ୍ୟାପ୍‌ ସମସ୍ତଙ୍କର ଆବଶ୍ୟକ ପଡୁଛି। ସହରର ଯେକୌଣସି ସ୍ଥାନକୁ ଯିବା ପାଇଁ ଲୋକମାନେ ଏହାକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି। ଏହି ମ୍ୟାପ୍‌ ଦ୍ୱାରା ଆଉ କାହାକୁ ପଚାରିବାର ଆବଶ୍ୟକତା ବା ବାଟ ଖୋଜିବାର ଅସୁବିଧା ହୋଇ…

ନ୍ୟାଶନାଲ ଗେମ୍ସରେ ଚମକିଲେ ୧୦ ବର୍ଷୀୟ ଶୌର୍ଯ୍ୟଜିତ; ପ୍ରଶଂସାରେ ମୋଦି କହିଲେ ‘ଷ୍ଟାର’

ନୂଆଦିଲ୍ଲୀ,୯।୧୦: ୧୦ ବର୍ଷୀୟା ମାଲଖମ୍ବ ପ୍ରତିଭା ଶୌର୍ଯ୍ୟଜିତଙ୍କ ପ୍ରଶଂସାରେ ଶତମୁଖ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ ଖେଳରେ ସେ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ସର୍ବକନିଷ୍ଠ ମାଲଖମ୍ବ ଖେଳାଳି ହୋଇଥିଲେ ହେଁ ଅସାଧାରଣରେ ପ୍ରଦର୍ଶନ ଯୋଗେ…

ପ୍ରଥମ ଥର ଲାଗି ପିତା ହେଲେ ନାଡ଼ାଲ

ନୂଆଦିଲ୍ଲୀ,୯।୧୦:ସ୍ପେନର ଟେନିସ ତାରକା ରାଫେଲ ନାଡାଲ ପ୍ରଥମ ଥର ପାଇଁ ପିତା ହୋଇଛନ୍ତି। ନାଡାଲଙ୍କ ପତ୍ନୀ ମାରିଆ ଫ୍ରାନ୍ସିସ୍କା ପେରେଲୋ ଶନିବାର (ଅକ୍ଟୋବର ୮) ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସ୍ପେନର ଏକ ପ୍ରସିଦ୍ଧ ଫୁଟବଲ କ୍ଲବ ରିଅଲ…

ଆଜି ଦ୍ୱିତୀୟ ଦିନିକିଆ: ଡେବ୍ୟୁ କରିପାରନ୍ତି ଏହି ଷ୍ଟାର ପ୍ଲେୟାର

ରାଞ୍ଚି,୯।୧୦: ଟିମ୍‌ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ରବିବାର ରାଞ୍ଚିରେ ଖେଳାଯିବ। ଶିଖର ଧାଓ୍ବନ ଏହି ମ୍ୟାଚ୍‌ରେ ଅଧିନାୟକତ୍ୱ କରିବେ। ପ୍ରଥମ ମୁକାବିଲାରେ ଭାରତୀୟ ଟିମ୍‌ ୯ ରନ୍‌ରେ ପରାଜିତ…

ଭୁଶୁଡ଼ିଲା ନିର୍ମାଣାଧୀନ ପୋଖରୀ ଓ୍ବାଲ୍‌

ଦାରିଙ୍ଗବାଡ଼ି,୯ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ସର୍ବ ପୁରାତନ ପୋଖରୀରେ ନିର୍ମାଣାଧୀନ କାର୍ଯ୍ୟ ଭୁଶୁଡ଼ି ପଡ଼ିଛି। ଅତି ନିମ୍ନମାନର କାର୍ଯ୍ୟ କରାଯାଉଥିବରୁ ଭୁଶୁଡ଼ି ଯାଇଥିବା ଗ୍ରାମର ଓକିଲ ପ୍ରଦୀପ ସାହୁ ଅଭିଯୋଗ କରିଛନ୍ତ। ସେ କହିଛନ୍ତି, ପୂର୍ବରୁ ଏନେଇ ପ୍ରଶାସନଙ୍କୁ ଅବଗତ କରାଯାଇଥିଲା।…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଅସୁସ୍ଥ

ଭବାନୀପାଟଣା,୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଡ଼ିଦର ପଞ୍ଚାୟତ ତେନ୍ତୁଳିପଡ଼ାରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଜଣ ଅସୁସ୍ଥ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବର୍ତ୍ତମାନ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ…

ବାଘର କାନକୁ ଭିଡି ଧରିଲା କୁକୁର, ସିଂହ ନେଉଥିଲା ମଜା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କ ସହ ଜଡ଼ିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ କ୍ୟାମେରାରେ ଏମିତି କିଛି ରେକର୍ଡ ହୁଏ, ଯାହାକୁ କେହି କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ଯାହା ପ୍ରକୃତିର ପ୍ରକୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏକ ଚିଡ଼ିଆଖାନରୁ ଏମିତି ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri