Home Left

ପଦୋନ୍ନତି ପାଇଁ ଜାରି ବିଜ୍ଞପ୍ତିରେ ଲାଗିଲା ରହିତାଦେଶ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ପାଇଁ ଏକ ବିଜ୍ଞପ୍ତି ଜାରି ହୋଇଥିଲା। ଓଡ଼ିଶା ହାଇକୋର୍ଟ ଏହା ଉପରେ ରହିତାଦେଶ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ଯାଏ ଓପିଏସ୍‌ସି କିଛି କାର୍ଯ୍ୟାନୁଷ୍ଠାନ ନ ନେବାକୁ କୋର୍ଟ ନିର୍ଦ୍ଦେଶ…

ଲାଞ୍ଚ ନେଇ ଭିଜିଲାନ୍ସର ଜାଲରେ ଲାଇନ୍‌ମ୍ୟାନ୍‌

ଫୁଲବାଣୀ ଅଫିସ/ଟିକାବାଲି,୧୮।୧୧: କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳର ବିଦ୍ୟୁତ ବିଭାଗର କର୍ମଚାରୀ କାଳୁ ଚରଣ ପଲେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ବିଦ୍ୟୁତ୍‌ ସଂଯୋଗ କରାଇ ଦେବାକୁ ଜଣେ ଗ୍ରାହାକଙ୍କଠାରୁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର…

ଭାଜପା ପାଇଁ ଏଏପି ଏକମାତ୍ର ଆହ୍ବାନ; ମୋତେ ଅଭିମନ୍ୟୁ ଭାବି ଚକ୍ରବ୍ୟୁହ ରଚନା କରାଯାଉଛି: କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୮।୧୧: ଗୁଜରାଟ ନିର୍ବାଚନରେ ଭାଜପାକୁ ଟକ୍କର ଦେବା ଲାଗି ଅଣ୍ଟା ଭିଡିଛି ଏଏପି। ଏହାକୁ ନେଇ ଉଭୟ ଦଳ ବିରୋଧରେ ବାକ୍‌ବିତଣ୍ଡା ଜାରି ରହିଛି। ଏହି କ୍ରମରେ ଏଏପି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁଣି ଥରେ ଭାଜପାକୁ…

ଷ୍ଟାଡିୟମରେ ବିୟର ବିକ୍ରିକୁ ନା

ଦୋହା,୧୮ା୧୧: କାତାର ବିଶ୍ୱକପ୍‌ ରବିବାର ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଏକ ବଡ଼ ଘୋଷଣା କରାଯାଇଛି। ଷ୍ଟାଡିୟମରେ ବିୟର ବିକ୍ରି ହେବ ନାହିଁ ବୋଲି ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା (ଫିଫା) ଶୁକ୍ରବାର ଏକ ବିବୃତିରେ ପ୍ରକାଶ କରିଛି। ଏପରି…

ପୁରୁଷଟିଏ ବି କାନ୍ଦେ, ହେଲେ ଲୁଚିକରି; ଭିନ୍ନ ପ୍ରକାରର ହୋଇଥାଏ ଡିପ୍ରେସନ

ପୁରୁଷକୁ କଷ୍ଟ ହୁଏନା, ପୁରୁଷଟିଏ କେବେ କାନ୍ଦେ ନାହିଁ। ପୁଅପିଲା ପରା, ଝିଅଙ୍କ ଭଳି କ’ଣ କାନ୍ଦୁଛୁ। ଏସବୁ ହେଉଛି କିଛି ଏଭଳି ଡାଏଲଗ୍‌ ଯାହା ଶକ୍ତ ପୁରୁଷର ସାର୍ଟିଫିକେଟ୍‌ ପ୍ରଦାନ କରେ। ହେଲେ ଆମେ ଭୁଲିଯାଉ ଯେ ପୁରୁଷ ବି…

ବ୍ରେକ୍ ନେବେ ରାହୁଲ

ନୂଆଦିଲ୍ଲୀ,୧୮ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡାର ଏମପି ରାହୁଲ ଗାନ୍ଧୀ ପ୍ରଚାର କରିବାକୁ ଯାଉଛନ୍ତି । ଏବେ ରାହୁଲ ଭାରତ ଯୋଡୋ ଯାତ୍ରାକୁ ନେଇ ଖୁବ୍ ବ୍ୟସ୍ତ ଥିବା ବେଳେ ହିମାଚଳ ପ୍ରଦେଶ…

ସାପ କାମୁଡା ଜନିତ ମୃତ୍ୟୁ: ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ବର,୧୮।୧୧: ସାପ କାମୁଡା ଜନିତ ମୃତ୍ୟକୁ ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତିି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଏଆଇଆଇଏମ୍‌ଏସ୍‌ ନିର୍ଦ୍ଦେଶକ, ଏସ୍‌ସିବି ପ୍ରତିନିଧି, ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ବୈଜ୍ଞାନିକ, ବିଶ୍ବବ୍ୟାଙ୍କ ପ୍ରତିନିଧି, ସ୍ନେକ…

୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣକୁ ନିଆଁ ଲଗାଇ ନଷ୍ଟ କଲା ପୋଲିସ

ଗୋପାଳପୁର,୧୮ା୧୧(ଡି.ଏନ.ଏ.): ଦୀପାବଳି ପୂର୍ବରୁ ଗୋଳନ୍ଥରା ଓ ଗୋଷାଣୀ ନୂଆଗାଁ ପୋଲିସ ପକ୍ଷରୁ ଜବତ ହୋଇଥିବା ଲକ୍ଷାଧିକ ଟଙ୍କାର ବାଣକୁ ଶୁକ୍ରବାର ନଷ୍ଟ କରିଦିଆଯାଇଛି। ସୁମାଣ୍ଡିଠାରେ ବେଆଇନ ଭାବେ ଘରେ ବାଣ ବିକ୍ରି କରୁଥିବା ଖବର ପାଇ ଅକ୍ଟୋବର ୨୨ରେ ଗୋଳନ୍ଥରା ଥାନା…

ଆମିରଙ୍କ ଝିଅ ଆୟରାଙ୍କ ସରିଲା ନିର୍ବନ୍ଧ

ବମ୍ବେ: ନିର୍ବନ୍ଧ କରିଛନ୍ତି ବଲିଉଡ୍‌ ଅଭିନେତା ଆମିର ଖାଁଙ୍କ ଝିଅ ଆୟରା ଖାଁ। କିଛି ମାସ ତଳେ ପ୍ରେମିକ ନୂପୁର ଶିଖରେ ତାଙ୍କୁ ପ୍ରପୋଜ୍‌ କରିଥିଲେ। ଏବେ ଉଭୟ ଆଧିକାରିକ ଭାବେ ନିବନ୍ଧ କରିଛନ୍ତି। ଆମିରଙ୍କ ସହ ପୁରା ପରିବାର ଏହି…

କୋହଳ ଦଫା ଲଗାଇ ଖସାଇଦେବାକୁ ଯୋଜନା, ତେଜିଲା ଆନ୍ଦୋଳନ

ଭଞ୍ଜନଗର,୧୮ା୧୧(ଡି.ଏନ.ଏ): ଭଞ୍ଜନଗର ବାର୍‌ ଆସୋସିଏଶନର ବରିଷ୍ଠ ସଭ୍ୟା ଅଭାଙ୍ଗିନୀ ବିଷୋୟୀ, ତାଙ୍କ ଭାଉଜ ଓ ଭାଇଙ୍କ ସମେତ ଅବସରପ୍ରାପ୍ତ ଏସ୍‌ଆଇ ଏବଂ ଜଣେ ଯୁବକଙ୍କୁ ବୁଧବାର ରାତିରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏ ନେଇ ଥାନାରେ ଏତଲା ପ୍ରକାରେ ପୋଲିସ ଅଭିଯୁକ୍ତମାନଙ୍କ…

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଲମ୍ବା ଡିଆଁ ମାରିଲେ ଅର୍ଶଦୀପ

ନୂଆଦିଲ୍ଲୀ,୧୮।୧୧: ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଲମ୍ବା ଡିଆଁ ମାରିଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର୍‌ ଅର୍ଶଦୀପ ସିଂହ। ୨୦୨୨ ବିଶ୍ୱକପ୍‌ରେ ସେ ନିଜ ବୋଲିଂରେ ବେଶ ପ୍ରଭାବିତ କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ୧୦ ଉଇକେଟ ନେଇଥିଲେ। ଏବେ ତାଙ୍କୁ ଏହାର…

ଟୁଇଟର ଅଫିସ ବନ୍ଦ କଲେ ମସ୍କ !

ନୂଆଦିଲ୍ଲୀ,୧୮।୧୧: ସାମୟିକ ଭାବେ ବନ୍ଦ ହୋଇଛି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରର ସମସ୍ତ କାର୍ଯ୍ୟାଳୟ। ନୂତନ ମାଲିକ ଏଲୋନ ମସ୍କ କମ୍ପାନୀରେ ଅନେକ ନିୟମ ଲାଗୁ କରିଛନ୍ତି। ଯେଉଁ କର୍ମଚାରୀମାନେ ନୂତନ ନିୟମ ପାଳନ କରିବାକୁ ମନା କରନ୍ତି ସେମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri