ନଦୀକୂଳରେ ପଡ଼ିଛି ଶିଶୁପୁତ୍ରର ମୃତଦେହ, ଲାଗିଛି ଅନ୍ତନାଡ଼ୀ; କିଏ ଫିଙ୍ଗିଛି…
କେନ୍ଦ୍ରାପଡା, ୧୧।୧ (ଜଗନ୍ନାଥ ଧଳ)- କେନ୍ଦ୍ରାପଡ଼ା ଜିଲା ସଦର ଥାନା କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତ ଭ୍ରମରଦିଆ ପାଟଣା ନିକଟ ଗୋବରୀ ନଦୀକୂଳରୁ ଶିଶୁପୁତ୍ରର ମୃତଦେହ ରବିବାର ଉଦ୍ଧାର ହୋଇଛି। ଥାନା ପୋଲିସ ତତ୍ତ୍ୱାବଧାନରେ ଏହି ମୃତଦେହକୁ ନିକଟସ୍ଥ କଜଳା ଶ୍ମଶାନରେ…
Pakistan Terrorism: ପାକିସ୍ତାନର ପୋଲ୍ ଖୋଲିଲେ ଲସ୍କର ଆତଙ୍କବାଦୀ, କହିଲେ ପାକିସ୍ତାନ ସେନା ମୋତେ ଦେଉଥିଲା…
ଇସଲାମାବାଦ,୧୧।୧: ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (LeT) ମଧ୍ୟରେ ସମ୍ପର୍କର ଦୀର୍ଘ ଦିନର ଅଭିଯୋଗ ପୁଣିଥରେ ପ୍ରମାଣିତ ହୋଇଛି। ଲସ୍କର-ଏ-ତୋଇବାର ଉପମୁଖ୍ୟ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ସୈଫୁଲ୍ଲା କସୁରୀ ପାକିସ୍ତାନ ସେନା ସହିତ ତାଙ୍କର…
ହସଖୁସିରେ ଘରୁ ବୁଲି ବାହାରିଥିଲେ: ତପ୍ତପାଣି ଘାଟିରେ ଠିଆ ହୋଇଥିବା ଟ୍ରକ୍କୁ ପିଟିଲା ଟାଭେଲର୍ସ, ୨୫ ଯାତ୍ରୀ…
ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ପାଳୁଖଳା ଗ୍ରାମ ନିକଟ ମୁଖ୍ୟରାସ୍ତାରେ ରବିବାର ଭୋରରେ ଏକ ଲୁହାଛଡ଼ ବୋଝେଇ ଟ୍ରକକୁ ଯାତ୍ରୀବାହୀ ଟ୍ରାଭେଲର୍ସ ନଂ.(ଓଡ଼ି୦୫ ବିଏମ – ୧୫୧୯) ଧକ୍କା ଦେବାରୁ ଟ୍ରାଭେଲର୍ସ…
Rahul Dravid Net Worth: ରାହୁଲ ଦ୍ରାଭିଡଙ୍କ ନେଟ ଓ୍ବର୍ଥ କେତେ? ଜାଣନ୍ତୁ କେଉଁଠୁ ଆସୁଛି ଏହି ଅର୍ଥ
ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆଜି ଜାନୁଆରୀ ୧୧ ତାରିଖରେ ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ଦ୍ରାବିଡ କେବଳ ଜଣେ ଚମତ୍କାର କ୍ରିକେଟର ନଥିଲେ ବରଂ ଜଣେ ଚମତ୍କାର ପ୍ରଶିକ୍ଷକ…
ଧାନବିକ୍ରି ଅବ୍ୟବସ୍ଥା ପ୍ରତିବାଦ: ଆନ୍ଦୋଳନରତ ଚାଷୀଙ୍କୁ ଉଠାଇ ନେଲା ପୋଲିସ
ବରଗଡ଼/ଅତାବିରା,୧୧।୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ ମାସ ପୂରିବ। କିନ୍ତୁ ଏପର୍ଯ୍ୟନ୍ତ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି। ଜିଲାର ଅନେକ ଚାଷୀ ଏବେ ସୁଦ୍ଧା ଧାନବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି…
ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ବାହାରିଗଲେ ଏହି ଖେଳାଳି, ଜାଣନ୍ତୁ ବଡ଼ କାରଣ
ନୂଆଦିଲ୍ଲୀ,୧୧।୧: ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ଜାନୁଆରୀ ୧୧ରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି, କାରଣ ରିଷଭ ପନ୍ତ ଆଘାତ ଯୋଗୁ ଦିନିକିଆ ଦଳରୁ ବାଦ ପଡ଼ିଛନ୍ତି। ଶନିବାର ବରୋଦାରେ…
ରାଜା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ
ଖଡ଼ିଆଳ,୧୧ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଖଡିଆଳର ସ୍ବର୍ଗତ ରାଜା ଡ. ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହାସହ ପରିବାରର ରାଜ ମାତା ରାଜଶ୍ରୀ ଦେବୀ,…
ଏଇ ଭାରତରେ
ଘିକୁଆଁରି ଚାଷ ଲାଭଜନକ ବୋଲି ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହୃଷୀକେଶ ଜୟସିଂ ଧାନେ । ସତାରା ଜିଲା ପଡାଲି ଗାଁରେ ରୁହନ୍ତି ଜୟସିଂ। ସେଠାରେ ସେ ୮ ଏକର ଜମିରେ ଘିକୁଆଁରି ଚାଷ କରୁଛନ୍ତି। ଏହି ଚାଷରୁ ସେ ବର୍ଷକୁ ୩.୫…
ଇରାନର ନିର୍ବାସିତ ଯୁବରାଜ
ଇରାନରେ ଅର୍ଥନୈତିକ ସମସ୍ୟା ତୀବ୍ର ରୂପ ଧାରଣ କରିବା ସହ ଏହାର ମୁଦ୍ରା ‘ରିୟାଲ’ର ମୂଲ୍ୟ ବହୁ ମାତ୍ରାରେ ହ୍ରାସପାଇବା ପରେ ସେଠାରେ ଅରାଜକତା ସୃଷ୍ଟି ହୋଇଛି। ସାମଗ୍ରୀ ଦରଦାମ୍ ବଢ଼ିବା ସହ ନିଯୁକ୍ତି ସଙ୍କୁଚିତ ହୋଇଯାଇଥିବାରୁ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।…
ଯେତେ ବିଜ୍ଞ ସେତେ ଅଜ୍ଞ
ପ୍ରତ୍ୟେକ ସାହିତ୍ୟ ସଭାର ଆୟୋଜନ ଏକପ୍ରକାର ସ୍ବତନ୍ତ୍ର। ବିଶେଷକରି ରବିବାର ଦିନ ଆୟୋଜିତ ସାହିତ୍ୟ ଆସର ଅବସରର ଆନନ୍ଦ ସମ୍ପୂର୍ଣ୍ଣ ନିଆରା। ଜିଲା ସଂସ୍କୃତି ଭବନରେ ଜଣେ ଶିକ୍ଷାବିତ୍ଙ୍କ ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବର ଏକ ଭବ୍ୟ ସଭାରେ ମୋର ଉପସ୍ଥିତି…
ହସ୍ତକ୍ଷେପରୁ କ୍ଷତି
ଆମେରିକା ବିଷୟରେ ପ୍ରଶଂସା କରିବା ପାଇଁ ବହୁତ କିଛି ଅଛି ଏବଂ ଘୃଣା କରିବା ସକାଶେ ମଧ୍ୟ ଅନେକ କିଛି ରହିଛି। ସର୍ବାଧିକ ପ୍ରଶଂସା କରିବାର ବିଷୟ ହେଉଛି ଏହା ବିଶ୍ୱର ଅନେକ ପ୍ରତିଭାବାନ୍ ଲୋକଙ୍କୁ ଆକର୍ଷିତ କରି ସେମାନଙ୍କୁ ନିଜ…
ଭେନେଜୁଏଲା ତୈଳ ସେକ୍ଟରରେ ନିବେଶ ପାଇଁ ଟ୍ରମ୍ପ୍ଙ୍କ ଚାପ
ଓ୍ବାଶିଂଟନ,୧୧ା୧: ସମସ୍ୟା ଘେରରେ ଥିବା ଭେନେଜୁଏଲା ତୈଳ ଶିଳ୍ପର ପୁନରୁଦ୍ଧାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅନୂ୍ୟନ ୧୦୦ ବିଲିୟନ ଡଲାର ଘରୋଇ ସେକ୍ଟର ନିବେଶ ନିମନ୍ତେ ଚାପ ପକାଉଥିବାବେଳେ ନିଜ ଦେଶର ବୃହତ୍ ତୈଳ କମ୍ପାନୀଗୁଡ଼ିକ ଏହାର ବିରୋଧ…
Archives


