ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍
ମାଙ୍ଗାଲୁରୁ,୨୦।୧୧: କର୍ନାଟକ ମାଙ୍ଗାଲୁରୁରେ ଶନିବାର ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍ ରହିଥିବା ଜଣାପଡିଛି। କର୍ନାଟକ ପୋଲିସ ଡିଜି ପ୍ରବୀଣ ସୁଦ୍ ଏହି ସୂଚନା ଦେଇଛନ୍ତି। ବିସ୍ଫୋରଣ ସାଧାରଣ ନ ଥିଲା। ଏଥିରେ ଆତଙ୍କବାଦୀଙ୍କ ଷଡଯନ୍ତ୍ର ରହିଥିବା ପାଲିସର ପ୍ରାଥମିକ…
ଟାଇଗରଙ୍କୁ ଛାଡି ମିଷ୍ଟ୍ରି ମ୍ୟାନଙ୍କ ସହ ନଜର ଆସିଲେ ଦିଶା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନି ତାଙ୍କ ବୋଲ୍ଡ ଅନ୍ଦାଜ ସହ ଗ୍ଲାମରସ ଲୁକ ଓ ଅଭିନୟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଳେବେଳେ ନିଆଁ ଲଗାଇ ଦେଇଥାଏ । କିଛିଦିନ…
ଗର୍ଲଫ୍ରେଣ୍ଡଙ୍କ ସହ ଏକାଠି ରହିବା ଖବରକୁ ନେଇ ଏମିତି କହିଲେ ହ୍ରିତିକ
ଅଭିନେତା ହ୍ରିତିକ ରୋଶନ ଏବେ ଅଭିନେତ୍ରୀ ସବା ଆଜାଦଙ୍କ ପ୍ରେମରେ ପଡିଛନ୍ତି। ଉଭୟଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ଉଭୟ ଖୋଲାଖୋଲି ପ୍ରେମ ପ୍ରକାଶ କରୁଛନ୍ତି। ନିକଟରେ ଚର୍ଚ୍ଚା ହେଉଥିଲା, ହ୍ରିତିକ…
ହ୍ୱାଇଟ ହାଉସରେ ସମ୍ପନ୍ନ ହେଲା ବାଇଡେନଙ୍କ ନାତୁଣୀ ନାଓମିଙ୍କ ବିବାହ
ୱାଶିଂଟନ,୨୦ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନଙ୍କର ରବିବାର ହ୍ୱାଇଟ ହାଉସରେ ବିବାହ ସମ୍ପନ୍ନ ହୋଇଛି । ହ୍ୱାଇଟ ହାଉସରେ ଆୟୋଜିତ ଏକ ପ୍ରାଇଭେଟ ପାର୍ଟିରେ ସେ ପିଟର ନୀଲଙ୍କୁ ବିବାହ କରିଛନ୍ତି । ମିଡିଆ ରିପୋର୍ଟ…
ଦାବି ପୂରଣ ନ ହେଲେ କାମ ବନ୍ଦ
ସୋରଡା,୨୦।୧୧(ଡି.ଏନ୍.ଏ): ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟ ସୋର୍ସିଂ କର୍ମଚାରୀ ବର୍ତ୍ତମାନ ବହୁ କଷ୍ଟରେ ପରିବାର ପୋଷଣ କରୁଛନ୍ତି । ସରକାରଙ୍କ ସମସ୍ତ ପ୍ରକାର ଯୋଜନାରେ ଆଉଟସୋର୍ସିଂ କର୍ମଚାରୀ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟ କରୁଛନ୍ତି । ହେଲେ କର୍ମଚାରୀଙ୍କୁ ସରକାର…
ସୈନିକଙ୍କ ପାଇଁ ୬୨,୫୦୦ ବୁଲେଟପ୍ରୁଫ ଜ୍ୟାକେଟ୍ କିଣିବ ସେନା
ନୂଆଦିଲ୍ଲୀ,୨୦।୧୧: ଆତଙ୍କବାଦୀ ଘଟଣା ଏବଂ ସୀମାରେ ଥିବା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ବଡ ପଦକ୍ଷେପ ନେଇଛି। ସୈନିକମାନଙ୍କ ସୁରକ୍ଷା ପାଇଁ ଭାରତୀୟ ସେନା ୬୨,୫୦୦ ବୁଲେଟପ୍ରୁଫ ଜ୍ୟାକେଟ (ବିପିଜେ) କିଣିବା ପାଇଁ ଟେଣ୍ଡର ଜାରି କରିଛି। ଏହି…
ହେଉନି ଦାବି ପୂରଣ: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ନେଲେ କର୍ମୀ
ସୋରଡା,୨୦।୧୧(ଡି.ଏନ୍.ଏ.): ସୋମବାରଠାରୁ ବନ୍ଦ ରହିବ ସୋରଡ଼ା ବ୍ଲକର ୨୬ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ୨୫୮ ଅଙ୍ଗନଓ୍ବାଡି କେନ୍ଦ୍ର । ପ୍ରଭାବିତ ହେବେ ୭ ହଜାରରୁ ଊଦ୍ଧର୍ବ ଶିଶୁ । ସରକାରଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଅଙ୍ଗନଓ୍ବାଡି କର୍ମୀଙ୍କ ସମସ୍ୟାର ସମାଧାନ…
ମୋଦି କହିଥିଲେ ‘ବନବାସୀ’, ରାହୁଲ ବୁଝାଇଲେ ‘ଆଦିବାସୀ’ର ଅର୍ଥ
ନୂଆଦିଲ୍ଲୀ,୨୦ ।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଆଦିବାସୀ’କୁ ‘ବନବାସୀ’ କହିଥିବା କଥାକୁ ନେଇ ଟାର୍ଗେଟ କରିଛନ୍ତି । ରହୁଲ ମହାରାଷ୍ଟ୍ରରେ କହିଛନ୍ତି ଆଦିବାସୀ ଦେଶର ପ୍ରକୃତ ମାଲିକ । ରାହୁଲ ଗାନ୍ଧୀ ବୁଲଢାଣା ଜିଲାରେ ଆଦିବାସୀ ମହିଳା…
ଦ୍ରାବିଡଙ୍କ ସମର୍ଥନରେ ବାହାରିଲେ ଅଶ୍ୱିନ
ନୂଆଦିଲ୍ଲୀ,୨୦।୧୧: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ବିଶ୍ରାମକୁ ନେଇ କଡ଼ା ମନ୍ତବ୍ୟ ରଖିଥିଲେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ। ଏବେ ଏହି ମାମଲାରେ ରାହୁଲଙ୍କ ସପକ୍ଷରେ ବାହାରିଛନ୍ତି ବୋଲର୍ ରବିଚନ୍ଦ୍ରନ ଅଶ୍ୱିନ। ଅଶ୍ୱିନ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି,…
କୁମାର ବିଶ୍ୱାସଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ,୨୦।୧୧: ଗୁଜରାଟ ବିଧାନସଭା ଏବଂ ଦିଲ୍ଲୀ ଏମସିଡି ନିର୍ବାଚନ ମଧ୍ୟରେ ପୂର୍ବତନ ଆମ୍ ଆଦ୍ମୀ ପାର୍ଟି ନେତା ତଥା କବି କୁମାର ବିଶ୍ୱାସଙ୍କୁ ହତ୍ୟା ଧମକ ମିଳିଛି। ଏଥିସହ ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କୌଣସି ମନ୍ତବ୍ୟ ନଦେବାକୁ…
‘ମୋ ସଫଳତା ପଛରେ କେବଳ ଜଣେ, ସିଦ୍ଧାର୍ଥ…’
ବମ୍ବେ: ପୁଣିଥରେ ସ୍ବର୍ଗତ ପ୍ରେମିକ ସିଦ୍ଧାର୍ଥ ଶୁକ୍ଳାଙ୍କୁ ମନେ ପକାଇଛନ୍ତି ଶେହନାଜ ଗିଲ। ବିଗ୍ବସ୍ ଘରୁ ସେ ଆରମ୍ଭ କରିଥିବା ଯାତ୍ରା ବହୁତ ଆଗକୁ ବଢ଼ିଲାଣି। ଏବେ ସେ ଫିଲ୍ମଜଗତର ବଡ ନାମ ପାଲଟିଛନ୍ତି। ଶେହନାଜଙ୍କୁ ତାଙ୍କର କାମ ସହ ଲୋକପ୍ରିୟତାକୁ…
ଭଗବାନ ରାମ କେବଳ ହିନ୍ଦୁଙ୍କର ନୁହେଁ, ସମସ୍ତଙ୍କର: ଫାରୁକ ଅବଦ୍ଦୁଲ୍ଲା
ଶ୍ରୀନଗର,୨୦।୧୧: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏକ ସାଧାରଣ ସଭାରେ ଭାଜପାକୁ ଟାର୍ଗେଟ୍ କରିଛନ୍ତି। ଜମ୍ମୁ କଶ୍ମୀରର ଅଖନୁର ଜିଲାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଅବଦୁଲ୍ଲା କହିଛନ୍ତି, ନିର୍ବାଚନ ସମୟରେ ଭାଜପା ‘ହିନ୍ଦୁ ବିପଦରେ’ ବ୍ୟବହାର…
Archives


