ଶ୍ରୀମନ୍ଦିର ଫଟୋ ଭାଇରାଲ ନେଇ ଥାନାରେ ଏତଲା
ପୁରୀ ଅଫିସ, ୨୧ା୧୧: ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରବିବାର…
କେଏଫ୍ସିର ପପ୍କର୍ଣ୍ଣ ମ୍ୟାଗି ବାଉଲ୍
ନୂଆଦିଲ୍ଲୀ,୨୧।୧୧: ଅନ୍ତଃରାଷ୍ଟ୍ରୀୟ ଫାଷ୍ଟଫୁଡ ବ୍ରାଣ୍ଡ୍ କେଏଫସି ପ୍ରଥମ ଥର ପାଇଁ ନେସ୍ଲେ ସହଭାଗିତାରେ ଏକ ସ୍ବତନ୍ତ୍ର ଡିସ୍ ‘ପପ୍କର୍ଣ୍ଣ ମ୍ୟାଗି ବାଉଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ବିଶେଷକରି କେଏଫ୍ସି ଇଣ୍ଡିଆ ମ୍ୟାଗିରୁ ପ୍ରସ୍ତୁତ କେଏଫ୍ସି ପପ୍କର୍ଣ୍ଣ ବାଉଲ୍ର ସ୍ବାଦ ଗ୍ରାହକଙ୍କୁ…
ଅସ୍ଥିଶଲ୍ୟ ଚିକିତ୍ସା ସମ୍ପର୍କିତ ଜାତୀୟ କର୍ମଶାଳା
କଟକ,୨୧।୧୧: ଓଡ଼ିଶା ଅସ୍ଥିଶଲ୍ୟ ଚିକିସତ୍କ ସଂଘ ଏବଂ ଓସ୍କାରର ମିଳିତ ଆନୁକୂଲ୍ୟରେ ‘ବୟସଗତ ଆଣ୍ଡୁଜନିତ ସମସ୍ୟାର ଅସ୍ଥିଶଲ୍ୟ ଚିକିସତ୍ା’ ଶୀର୍ଷକ ବିଷୟ ବସ୍ତୁ ଉପରେ ଏକଦିବସୀୟ ଜାତୀୟ କର୍ମଶାଳା ଶନିବାର ସ୍ଥାନୀୟ ଟାଙ୍ଗୀସ୍ଥିତ ପଦ୍ମିନୀ କେୟାର ହସ୍ପିଟାଲଠାରେ ଆୟୋଜିତ ହୋଇଯାଇଛି। ଏହି…
ଅବପାତରେ ପରିଣତ ହେଲା ଲଘୁଚାପ: ୧୦ ଜିଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ରବିବାର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ସୋମବାର ଓ ମଙ୍ଗଳବାର ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ହାଲୁକା ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
ଏସ୍ପ୍ଲାନେଡ୍ ମଲ୍ରେ ହିଲିଅସ୍ ଆଉଟ୍ଲେଟ୍
ଭୁବନେଶ୍ୱର,୨୧।୧୧: ଟାଟା ଗ୍ରୁପ୍ର ଲାଇଫ୍ ଷ୍ଟାଇଲ୍ କମ୍ପାନୀ ‘ହିଲିଅସ୍’ର ଆଉ ଏକ ପ୍ରିମିୟମ ଆଉଟ୍ଲେଟ୍ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ନେକ୍ସସ ଏସ୍ପ୍ଲାନେଡ୍ ମଲ୍ରେ ହିଲିଅସ୍ର ନୂତନ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏଠାରେ ପ୍ରିମିୟମ୍, ଫ୍ୟାଶନେବଲ, ସ୍ବିସ୍ ଏବଂ ସ୍ମାର୍ଟୱାଚ୍ର ବିଶାଳ…
‘ମହିନ୍ଦ୍ରାର ନୂଆ ଜି ୭୫ ସ୍ମାର୍ଟ ମୋଟର୍ ଗ୍ରେଡର୍’
ଭୁବନେଶ୍ୱର,୨୧।୧୧: ମହିନ୍ଦ୍ରା ଗ୍ରୁପ୍ର ସହଯୋଗୀ ସଂସ୍ଥା ମହିନ୍ଦ୍ରା କନ୍ଷ୍ଟ୍ରଶନ ଇକ୍ୟୁପ୍ମେଣ୍ଟ (ଏମ୍ସିଇ) ଡିଭିଜନର ନୂତନ ଉତ୍ପାଦ ‘ଜି ୭୫ ସ୍ମାର୍ଟ ମୋଟର୍ ଗ୍ରେଡର୍’ର ଉନ୍ମୋଚନ କରାଯାଇଛି। ଏପରିକି କମ୍ପାନୀର ‘ନ୍ୟୁ ମହିନ୍ଦ୍ରା ରୋଡ୍ମାଷ୍ଟର୍ ଜି ୭୫ ସ୍ମାର୍ଟ ‘ପ୍ରଫିଟ୍ କା ପାର୍ଟନର୍’ର…
ଯୋଗଦେଲେ ଭାରତର ଉପରାଷ୍ଟ୍ରପତି
ଦୋହା, ୨୧ା୧୧ (ପି.ଟି.): ଫିଫା ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନକର। କାତାର ଏମିର ଶେଖ୍ ତମିମ ବିନ୍ ହମାଦ ଅଲ୍ ଥାନିଙ୍କ ଆମନ୍ତ୍ରଣ କ୍ରମେ ଧନକର ଦୁଇଦିନିଆ କାତାର ଗସ୍ତରେ ଯାଇଛନ୍ତି। ବିଶ୍ୱକପ୍ ଉଦ୍ଘାଟନୀ…
ଧାନ ଫସଲ ନଷ୍ଟକଲେ ହାତୀପଲ
ପାଟଣା,୨୧ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୪ ଟିକିଆ ହାତୀପଲ ଶନିବାର ରାତିରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ବନବିର ନିକଟରେ ବୈତରଣୀ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି।…
ପୂର୍ବତନ ନୌସେନା ଅଧିକାରୀଙ୍କୁ ହତ୍ୟା
ବରୁଇପୁର,୨୧।୧୧ : ଦିଲ୍ଲୀର ଶ୍ରଦ୍ଧା ଓ୍ବାଲ୍କର ବୀଭତ୍ସ ହତ୍ୟାକାଣ୍ଡ ଅନୁରୂପ ଅପରାଧ ପଶ୍ଚିମବଙ୍ଗରେ ସାମ୍ନାକୁ ଆସିଛି। ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍-ଇନ ପାର୍ଟନର ହତ୍ୟା କରିବା ପରେ ଶରୀରକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ। ଦକ୍ଷିଣ ୨୪ ପ୍ରଗଣାର ବାରୁଇପୁର…
ଆଜି କୋର୍ଟରେ ହାଜର ହେବେ ଖଗେଶ୍ୱର
ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ ବିଜ୍ନେସ୍ ପାର୍ଟନର ଖଗେଶ୍ୱର ପାତ୍ରଙ୍କ ୧୦ ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତ ୧୧ ତାରିଖରୁ ଖଗେଶ୍ୱରଙ୍କୁ ମାରାଥନ ଜେରା କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ…
ବାସୁଙ୍କ ରକ୍ ସଙ୍ଗୀତକୁ ଅପେକ୍ଷା
କ୍ଲାଇମେଟ୍ ଚେଞ୍ଜ: ଦି ପାୱାର ଅଫ୍ ୟୁଥ୍ : ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍ କନ୍କ୍ଲେଭ୍-୨୦୨୨’। ନଭେମ୍ବର…
ଛତିଶଗଡ଼ରେ ଦଳ ବଦଳ ପ୍ରକ୍ରିୟା ଆରମ୍ଭ, ଭାଜପାରେ ଯୋଗଦେଲେ ଶହ ଶହ କଂଗ୍ରେସ କର୍ମୀ
ରାୟପୁର,୨୧ ।୧୧: ଛତିଶଗଡ଼ରେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆହୁରି ପ୍ରାୟ ବର୍ଷେ ସମୟ ରହିଛି । ହେଲେ ଏବେଠାରୁ ନେତା ଓ କର୍ମୀମାନେ ଦଳ ବଦଳ ପ୍ରକ୍ରୟା ଆରମ୍ଭ କରି ସାରିଲେଣି । ଏହାରି ଭିତରେ ଭାରତୀୟ ଜନତା…
Archives


