Home Left

ସାଉଦି ଆରବରେ ୧୦ ଦିନରେ ୧୨ଜଣଙ୍କ ମୁଣ୍ଡକାଟ

ରିୟାଦ,୨୨।୧୧: ସାଉଦି ଆରବରେ ଗୁରୁତର ଅପରାଧ କରିଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ। ଗତ ୧୦ ଦିନ ମଧ୍ୟରେ ଦେଶରେ ୧୩ ଜଣଙ୍କ ମୁଣ୍ଡକାଟ କରାଯାଇଛି। ସେମାନେ ବିଦେଶୀ ନାଗରିକ ଥିବା ବେଳେ ବେଆଇନ୍‌ ଡ୍ରଗ୍ସ ବ୍ୟବସାୟରେ ଜଡ଼ିତ ଥିଲେ। ବିଦେଶୀ…

ଅବ୍ୟବସ୍ଥା ଘେରରେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର: ବିପଦ ସଙ୍କୁଳ କୋଠାରେ ଚାଲିଛି ରୋଗୀସେବା

ଗଞ୍ଜାମ,୨୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ସହର ବଡ଼ ବଜାର ସ୍ଥିତ ବହୁ ପୁରାତନ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଅବ୍ୟବସ୍ଥା ଘେରରେ ରହିଛି। ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ରୋଗୀସେବା। ମେଡିକାଲ କୋଠାଗୁଡିକ ଭାଙ୍ଗିରୁଜି ଯାଇଥିବା ବେଳେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରୁ କଂକ୍ରିଟ ଖସିଲା ଭଳି…

ଆର୍ଜେଣ୍ଟିନାକୁ ହରାଇଲା ସୌଦି ଆରବ…

ଦୋହା,୨୨।୧୧ : ସୌଦି ଆରବ ବିପକ୍ଷ ମ୍ୟାଚରେ ଲିଓନେଲ ମେସି ଏକ ବଡ଼ ରେକର୍ଡ କରିଛନ୍ତି। ଆର୍ଜେଣ୍ଟିନାର ଲିଓନେଲ ମେସି ୪ଟି ଭିନ୍ନ ବିଶ୍ୱକପରେ ସ୍କୋର କରିଥିବା ପ୍ରଥମ ଫୁଟବଲର୍‌ ହୋଇଛନ୍ତି। ଏହି କିମ୍ବଦନ୍ତୀ ଫୁଟବଲର୍‌ ଫିଫା ବିଶ୍ୱକପ ୨୦୦୬, ଫିଫା…

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର ଅଫିସବ,୨୨।୧୧: ଫାଷ୍ଟଟ୍ରାକ ପୋକସ ଜଜ ଗଣେଶ୍ୱର ପତି ମଙ୍ଗଳବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଯଥେଷ୍ଟ ପ୍ରମାଣ ମିଳିବାରୁ ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଗଞ୍ଜାମ ଜିଲା ପାଟପୁର ଅଞ୍ଚଳର ବାବୁ ମଲିକ।…

ପୁଣି ଥରେ ବାପା ହେବାକୁ ଯାଉଛନ୍ତି ମନୋଜ ତିଓ୍ବାରୀ

ବମ୍ବେ: ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଅଭିନେତା-ଗାୟକ ତଥା ରାଜନେତା ମନୋଜ ତିଓ୍ବାରୀ। ୫୧ ବର୍ଷୀୟ ମନୋଜଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି। ନିକଟରେ ଅଭିନେତାଙ୍କ ସ୍ତ୍ରୀ ସୁରଭି ତିଓ୍ବାରୀଙ୍କ ‘ଗୋଦଭରାଇ’ ଶେଷ ହୋଇଛି। ଏହାର ଭିଡିଓ ସୋସିଆଲ…

କାର ଭିତରୁ ୨୨ ଲକ୍ଷ ଟଙ୍କା ଜବତ: ଅଭିଯୁକ୍ତ ଫେରାର

ଖୋର୍ଦ୍ଧା ଅଫିସ,୨୨।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଶିଆଳିଆ ରାସ୍ତାରୁ ପୋଲିସ ଜଣେ ବ୍ରାଉନସୁଗାର ବେପାରୀଙ୍କ କାରରୁ ନଗଦ ୨୨ଲକ୍ଷ ଟଙ୍କା ଜବତ କରିଛି। ଜବତ କାର( ନଂ ଓଡି୦୨ସିବି-୪୨୪୨)ର ମୂଲ୍ୟ ପ୍ରାୟ ୧୮ଲକ୍ଷ ଟଙ୍କା ହେବ। ତେବେ ପୋଲିସକୁ ଚକମା…

‘ଶହଜାଦା’ର ଟିଜର ଆଉଟ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ଆଜିର ଦିନର ଏକ ମହତ୍ୱ ରହିଛି । ମଙ୍ଗଳବାର ଅର୍ଥାତ୍ ନଭେମ୍ବର ୨୨ ହେଉଛି ଅଭିନେତାଙ୍କ ଜନ୍ମଦିନ । ଏଥର ତାଙ୍କ ଜନ୍ମଦିନ ଆହୁରି ଖାସ୍ ହୋଇଯାଇଛି । କାରଣ ତାଙ୍କ ଅଭିନୀତ…

ରକ୍ତ ଜମାଟ ବାନ୍ଧିବା ଭଳି ଥଣ୍ଡାକୁ ସବୁଠାରୁ ଘାତକ ଅସ୍ତ୍ର କରିବାର ଯୋଜନାରେ ଲାଗିପଡିଛନ୍ତି ପୁଟିନ

ମସ୍କୋ,୨୨ ।୧୧: ଫେବୃୟାରୀ ୨୪ରୁ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବା ବେଳେ ଏଥିରେ କେବେ ପୂର୍ଣ୍ଣଚ୍ଛେଦ ପଡିବ ତାହା କହିବା ମୁସ୍କିଲ । କାରଣ ଗୋଟିଏ ପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୁଣ୍ଡ ନଇଁବାକୁ ରାଜି ନ ଥିବା ବେଳେ…

ପାଞ୍ଚ ବର୍ଷ ଡେଟିଂ ପରେ ନିର୍ବନ୍ଧ; ହେଲେ ବିବାହ ପୂର୍ବରୁ ହୋଇଥିଲା ବାଟ ଅଲଗା; ସାମ୍ନାକୁ ଆସିଲା କାରଣ…

ବମ୍ବେ: ଦୀର୍ଘ ପାଞ୍ଚ ବର୍ଷ ଧରି ଡେଟିଂ। ସରିଥିଲା ନିର୍ବନ୍ଧ। ହେଲେ ବିବାହ ପୂର୍ବରୁ ତୁଟିଯାଇଥିଲା ସମ୍ପର୍କ। ହୋଇଥିଲା ବାଟ-ଅଲଗା। ଚମକିଥିଲେ ପ୍ରଶଂସକ। ଆମେ କହୁଛୁ ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ କଥା। ଏକ ସମୟରେ…

ମୋତିଆବିନ୍ଦୁ ଅପରେଶନ୍‌ ପରେ ଚାଲିଗଲା ୬ଜଣଙ୍କ ଦୃଷ୍ଟି ଶକ୍ତି: ଯାଞ୍ଚ ନିର୍ଦ୍ଦେଶ ଦେଲେ ସିଏମ୍‌ଓ

କାନପୁର,୨୨।୧୧: ଉତ୍ତରପ୍ରଦେଶ କାନପୁରରେ ସ୍ବାସ୍ଥ୍ୟବିଭାଗର ଅବହେଳାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଏକ ଘରୋଇ ନର୍ସିଂ ହୋମରେ ଆଇ କ୍ୟାମ୍ପ୍‌ରେ ମୋତିଆବିନ୍ଦୁ ଅପରେଶନ୍‌ ପାଇଁ ଆସିଥିବା ୬ଜଣ ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଛି। ସୂଚନାଯୋଗ୍ୟ, ଶିବରାଜପୁରରେ ରହୁଥିବା ଉକ୍ତ ୬ଜଣ ବ୍ୟକ୍ତି…

ସୋନାଲି ଫୋଗାଟଙ୍କୁ ଜବରଦସ୍ତ ଦିଆଯାଇଥିଲା ଡ୍ରଗ୍‌, ସିବିଆଇ ପିଏ ସମେତ ୨ ଜଣଙ୍କୁ ଅଭିଯୁକ୍ତ ବୋଲି ଚାର୍ଜସିଟରେ ଦର୍ଶାଇଲେ

ନୂଆଦିଲ୍ଲୀ,୨୨ ।୧୧: ସୋନାଲି ଫୋଗାଟ ହତ୍ୟା ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରି ସାରିଛି । ଗୋଆର କର୍ଲିଜ ବାରରେ ସନ୍ଦିଗ୍ଧ ଅବସ୍ଥାରେ ସୋନାଲିଙ୍କର ମୃତ୍ୟୁ ହୋଇଥିଲା । ସାନାଲିଙ୍କ ପିଏ ସୁଧିର ସାଙ୍ଗୱାନ ଓ ସୁଖବିନ୍ଦରଙ୍କ ଉପରେ ଜବରଦସ୍ତ ଡ୍ରଗ୍ସ…

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ଲାଞ୍ଚ ଟଙ୍କା ସହ ନେଉଥିଲେ ବାଦାମ, ମୁଗ

ବେଗୁନିଆପଡ଼ା,୨୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୋଦଳା ତହସିଲ ଅନ୍ତର୍ଗତ ବି. ନୂଆଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଘରବାରି ପଟା କରାଇଦେବାକୁ ସେଠୀ ୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri