କ୍ଲାଇମେଟ ଚେଞ୍ଜ: ଦି ପାଓ୍ବାର ଅଫ୍ ୟୁଥ୍
ଧରିତ୍ରୀ ପକ୍ଷରୁ ଆସନ୍ତା ୨୪ ତାରିଖରେ ଭୁବନେଶ୍ୱରଠାରେ ଯୁବ ସମ୍ମିଳନୀ(ୟୁଥ୍ କନ୍କ୍ଲେଭ) ଅନୁଷ୍ଠିତ ହେବାକୁ ଯାଉଛି। ‘କ୍ଲାଇମେଟ୍ ଚେଞ୍ଜ: ଦି ପାଓ୍ବାର ଅଫ୍ ୟୁଥ୍’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀରେ ରାଜ୍ୟର ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନର ବହୁ ଯୁବ ବକ୍ତା…
ଚଳନ୍ତା ବାଇକ୍ରେ ନିଆଁ
ଚମ୍ପୁଆ, ୨୩।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ନୂଆଗାଁଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ୍ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଆରୋହୀ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୟୂରଭଞ୍ଜ ଜିଲା ରରୁଆଁ ଅଞ୍ଚଳର ଶ୍ରବଣ କୁମାର ମହାନ୍ତି ଚମ୍ପୁଆ…
ଫିଫା ଓ୍ବାଲର୍ଡକପ୍ରେ ଜାକିର ନାଏକ
ନୂଆଦିଲ୍ଲୀ/ପଣଜୀ,୨୩।୧୧: ବିବାଦୀୟ ଇସ୍ଲାମୀୟ ବିଦ୍ୱାନ ଜାକିର ନାଏକଙ୍କୁ ଫିଫା ଓ୍ବାଲର୍ଡକପ୍କୁ ବକ୍ତୃତା ଦେବା ପାଇଁ କାତାର ପକ୍ଷରୁ ନିମନ୍ତ୍ରଣ କରାଯିବା ଉପରେ ଭାରତରେ ଉଦ୍ବେଗ ପ୍ରକାଶ ପାଇଛି। ଇଣ୍ଡିଆନ୍ ଫୁଟ୍ବଲ୍ ଆସୋସିଏଶନ୍ ଏବଂ ଖେଳ ଦେଖିବାକୁ ଯାଉଥିବା ଭାରତୀୟମାନେ ବିଶ୍ୱକପ୍କୁ ବର୍ଜନ…
୧୦୦ ବିଲିୟନ ଡଲାର ହରାଇଲେଣି ମସ୍କ
ନୂଆଦିଲ୍ଲୀ,୨୩।୧୧(ପି.ଟି.): ଟେସ୍ଲା ସହପ୍ରତିଷ୍ଠାତା ଏଲନ୍ ମସ୍କ ଚଳିତ ବର୍ଷ ୧୦୦.୫ ବିଲିୟନ ଡଲାର ହରାଇଲେଣି। ତଥାପି ସେ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ। ବ୍ଲୁମ୍ବର୍ଗ ବିଲିୟନେୟାର୍ସ ସୂଚକାଙ୍କ ଅନୁଯାୟୀ ତାଙ୍କ ମୋଟ ସମ୍ପତ୍ତି ପରିମାଣ ୧୬୯.୮ ବିଲିୟନ ଡଲାର। ବର୍ଷେରୁ ଉର୍ଦ୍ଧ୍ୱ…
ମହାରାଷ୍ଟ୍ର ରାଜ୍ୟପାଳଙ୍କ ବହିଷ୍କାର ଲାଗି ହାଇକୋର୍ଟରେ ପିଟିଶନ
ମୁମ୍ବାଇ, ୨୩।୧୧: ଛତ୍ରପତି ଶିବାଜୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କୁ ବହିଷ୍କାର ଲାଗି ବମ୍ବେ ହାଇକୋର୍ଟରେ ପିଟିଶନ ଦାଏର ହୋଇଛି। ଶିବାଜୀଙ୍କୁ ପୁରୁଣା ଦିନର ଆଇକନ୍ ବୋଲି ରାଜ୍ୟପାଳ କହିଥିଲେ। ତାଙ୍କ ବିରୋଧରେ ଏତଲା…
ଚାଇନା ପ୍ଲାଣ୍ଟରେ ନିଆଁ: ୩୮ ମୃତ
ବେଜିଂ,୨୩।୧୧(ପି.ଟି.): ଚାଇନାର ହେନାନ ପ୍ରଦେଶରେ ଥିବା ଏକ କପଡ଼ା କାରଖାନାରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟି ୩୮ ଜଣଙ୍କ ମୃତ୍ୟୁ ହୋଇଛି। ନିଆଁ ଲିଭାଇବା ଲାଗି ଅଗ୍ନିଶମ ବାହିନୀକୁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଦୁଇଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ…
ଉପସ୍ବାସ୍ଥ୍ୟକେନ୍ଦ୍ର ଗୃହ ଭଙ୍ଗା, ଗଛ କଟାକୁ ବିରୋଧ
ନାଉଗଁା,୨୩ା୧୧(ସ୍ବ.ପ୍ର): ନାଉଗଁା ତହସିଲ ଅନ୍ତର୍ଗତ ଜାମୁଗଁାସ୍ଥିତ ଉପସ୍ବାସ୍ଥ୍ୟକେନ୍ଦ୍ର ଭଙ୍ଗା ଓ ଏହାର ନିକଟରେ ଥିବା ଗଛା କଟାକୁ ବନ୍ଦ କରିବା ଦାବିରେ ମଙ୍ଗଳବାର ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। ଏ ନେଇ ତହସିଲ ପ୍ରଶାସନ ପକ୍ଷରୁ ଗଛ କଟାକୁ ସ୍ଥଗିତ ରଖାଯାଇଛି।…
ବିଦ୍ୟୁତ୍ ନାହିଁ, ବିଲ୍ ୬୦ ହଜାର
ଶାମ୍ଲି,୨୩।୧୧: ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ। କିନ୍ତୁ ଘର ପିଛା ୩୦ ହଜାରରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିସିଟି ବିଲ୍ ଆସୁଛି। ଉତ୍ତର ପ୍ରଦେଶର ଶାମ୍ଲି ଜିଲା ଅନ୍ତର୍ଗତ ଝିନ୍ଝାନା ଅଞ୍ଚଳର ୧୨ ଗ୍ରାମରେ ଏଭଳି ଦେଖିବାକୁ ମିଳିଛି। ଏହାକୁ ନେଇ…
ସୁମେରୁରେ ତରଳୁଛି ହିମବାହ
ସୋଚି(ରୁଷିଆ),୨୩।୧୧: ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ସୁମେରୁରେ ବୃହତ୍ ହିମବାହ ତରଳିବାରେ ଲାଗିଛି। ଫଳରେ ନୂଆ ଶିପିଂ ରୁଟ୍ ଖୋଲିବ। ଭାରତ ମହାସାଗର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଗବେଷକମାନେ ମତ ଦେଇଛନ୍ତି। ସୋଚିରେ ରୁଷୀୟ କମ୍ପାନୀ…
ପାରାଦୀପ ବନ୍ଦରରେ ଆଇଏନ୍ଏସ୍ ଘଡ଼ିଆଳ
ପାରାଦୀପ,୨୩।୧୧(ସ୍ବ.ପ୍ର.): ଡିସେମ୍ବର ୫ ନୌସେନା ଦିବସ ପାଳିତ ହେବ। ଏହା ଅବ୍ୟବହିତ ପୂର୍ବରୁ ନୌସେନା ପକ୍ଷରୁ ଦୁଇଦିନିଆ ସ୍ବାସ୍ଥ୍ୟସେବା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ବନ୍ଦରରେ ମଙ୍ଗଳବାର ଇଫ୍କୋ ବର୍ଥରେ ଲାଗିଥିବା ଆଇଏନ୍ଏସ୍ ଘଡ଼ିଆଳ ଜାହାଜରେ ଏହି ଶିବିର ଆୟୋଜନ…
ଆଜି ଭାଜପା, କଂଗ୍ରେସ ବିଧାୟକ ଦଳ ବୈଠକ
ଭୁବନେଶ୍ବର, ୨୩ା୧୧(ବ୍ୟୁରୋ): ବିଧାନସଭାର ଷୋଡଶ ଅଧିବେଶନ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ନିଜ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବାରୁ ବିରୋଧୀଙ୍କ ପକ୍ଷରୁ…
ବିଟ୍କଏନ୍ କାରବାର କରୁଥିଲେ ମାଙ୍ଗାଲୁରୁ ବିସ୍ଫୋରଣ ଅଭିଯୁକ୍ତ
ମାଙ୍ଗାଲୁରୁ ,୨୩।୧୧: ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣ ଅଭିଯୁକ୍ତ ଶରିକ୍ଙ୍କ ସହ ଆତଙ୍କବାଦ ସମ୍ପୃକ୍ତିର ପ୍ରମାଣ ମିଳିଥିବାବେଳେ ସେ ବିଟ୍କଏନ କାରବାର ଚଳାଇଥିଲେ ବୋଲି ଜଣାପଡ଼ିଛି। ଜାଲ୍ ପରିଚୟରେ ମହୀଶୂରରେ ରହୁଥିବା ଶରିକ୍ଙ୍କ ଘର ଶିବମୋଗା ଜିଲାର ଥିର୍ଥହାଲି ସହରର ସୋପୁଗୁଡ୍ଡେ ଅଞ୍ଚଳରେ।…
Archives


