Home Left

ଏମିତି ଦେଶ, ଯେଉଁଠି ଗୁପ୍‌ଚୁପ୍‌ ଖାଇବା ମନା

ଗୁପ୍‌ଚୁପ୍‌ ଏମିତି ଏକ ଖାଦ୍ୟ ଯାହାର ନାଁ ପ୍ରାୟ ସମସ୍ତେ ଜାଣିଛନ୍ତି। ଭାରତର ଲୋକମାନେ ଉତ୍ସାହର ସହିତ ଗୁପ୍‌ଚୁପ୍‌ ଖାଇଥାନ୍ତି। ଅନେକ ଲୋକ ଏକାଥରକେ ବହୁତ ଗୁପ୍‌ଚୁପ୍‌ ଖାଇପାରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି,…

ଲୋକସଭା ନିର୍ବାଚନକୁ ନେଇ ଅଖିଳେଶଙ୍କ ବଡ ଘୋଷଣା

ଲକ୍ଷ୍ନୌ,୨୪ ।୧୧: ଆସନ୍ତା ୨୦୨୪ ମସିହାରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ବଡ ଘୋଷଣା କରଛନ୍ତି । ସେ କହିଛନ୍ତି ୨୦୨୪ ଲୋକ ସଭା ନିର୍ବାଚନରେ ସେ କନ୍ନୌଜ ଆସନରୁ ଲଢିବେ…

ହିଜାବ ଖୋଲି ଇନ୍‌ଷ୍ଟାରେ ଭିଡିଓ ଅପଲୋଡ କରି ଗିରଫ ହେଲେ ଅଭିନେତ୍ରୀ

ତେହରାନ,୨୪।୧୧: ଜଣାଶୁଣା ଅଭିନେତ୍ରୀ ହେଙ୍ଗାମହ ଗାଜିଆନିଙ୍କୁ ଇରାନ ପୋଲିସ ଗିରଫ କରିଛି। ୫୨ ବର୍ଷୀୟା ଅଭିନେତ୍ରୀ ହେଙ୍ଗାମହ ହିଜାବ ହଟାଇ ନିଜର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ଏହାସହ ଦେଶରେ ଚାଲିଥିବା ହିଜାବ ବିରୋଧକୁ ସମର୍ଥନ କରି ସେ…

କ୍ରିକେଟରେ ହିଟ୍‌, ଏବେ ଅଭିନୟ ଦୁନିଆରେ ପାଦ ଥାପିବେ ଏହି କ୍ରିକେଟର…

ଇସଲାମାବାଦ,୨୪।୧୧: ପାକିସ୍ତାନର ଲୋକପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ନସିମ ଶାହା ଜଣେ। ସେ ନିଜର ଦ୍ରୁତ ବୋଲିଂ ସହ ସୁନ୍ଦର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ କିନ୍ତୁ ସେ କ୍ରିକେଟ ବ୍ୟତିତ ଆଉ କିଛି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଇଟି ହେଲା…

ଡିସେମ୍ବର ୫ରେ ମୋଦିଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ,୨୪।୧୧: ୨୦୨୩ ଜି-୨୦ ଶିଖର ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବ। ଏହାକୁ ନେଇ ଡିସେମ୍ବର ୫ରେ ଦିଲ୍ଲୀରେ ଏକ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ। ସେ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଆଲିଆ ଭଟ୍ଟଙ୍କୁ ପଛରେ ପକାଇଲେ ସାମନ୍ଥା

ମୁମ୍ବାଇ: ସୁପରହିଟ୍‌ ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ରଶ୍ମିକା ମନ୍ଦାନା ଲୋକପ୍ରିୟତା ହାସଲ କରିଥିବାବେଳେ ଫିଲ୍ମର ଆଇଟମ ନମ୍ବର ଗୀତରେ ଡ୍ୟାନ୍ସ କରି ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ। କେବଳ ଏତିକି ନୁହେଁ, ସାମନ୍ତ ଲୋକପ୍ରିୟତା…

‘ସୂର୍ଯ୍ୟକୁମାରଙ୍କୁ କିଣିବାକୁ ଆମ ପାଖରେ ଟଙ୍କା ନାହିଁ’

ସିଡନୀ,୨୪।୧୧:ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ କହିଛନ୍ତି, ବିଗ ବାସ୍‌ ଲିଗରେ ସୂର୍ଯ୍ୟକୁମାର ଯାଦବଙ୍କ ପରି ଜଣେ ବ୍ୟାଟ୍ସମ୍ୟାନ କିଣିବା ସମ୍ଭବ ନୁହେଁ।…

ମା’ ହେବେ ବାଳିକା ବଧୂ ଫେମ୍‌ ନେହା ମର୍ଦା

ବିବାହର ୧୦ ବର୍ଷ ପରେ ‘ବାଳିକା ବଧୂ’ ଫେମ୍‌ ନେହା ମର୍ଦା ମାଆ ହେବାକୁ ଯାଉଛନ୍ତି। ଏକ ଫଟୋ ଶେୟାର କରି ଅଭିନେତ୍ରୀ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଫଟୋରେ ଅଭିନେତ୍ରୀ ନାଲି ରଙ୍ଗର ପୋଷାକରେ ନିଜର ବେବି ବମ୍ପରେ…

ବର୍ଷକ ପାଇଁ ନିଲମ୍ବିତ ହେଲେ ଏହି ଶ୍ରୀଲଙ୍କା କ୍ରିକେଟର

ନୂଆଦିଲ୍ଲୀ,୨୪।୧୧: ଅଲରାଉଣ୍ଡର ଚାମୁକା କରୁଣାରତ୍ନେଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ବର୍ଷକ ପାଇଁ ନିଲମ୍ବିତ କରିଛି ଶ୍ରୀଲଙ୍କା କ୍ରିକେଟ(ଏସ୍‌ସିଏଲ୍‌)। ଟି୨୦ ବିଶ୍ୱକପ୍‌ ସମୟରେ ଖେଲାଳିଙ୍କ ଚୁକ୍ତିନାମାର ଅନେକ ନିୟମ ସେ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ତିନିଜଣିଆ ପ୍ୟାନେଲ ଦ୍ୱାରା ଶୃଙ୍ଖଳାଗତ ଅନୁସନ୍ଧାନ ପରେ…

ପୁଅ,ଝିଅଙ୍କ ସହ ମିଶି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ

ପଦ୍ମପୁର,୨୪ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ପୀରହାଟ ଥାନା ଅଧୀନସ୍ଥ ଖିଦିରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଝିଅ ସାଥିରେ  ମିଶି ସ୍ତ୍ରୀ ସ୍ବାମୀଙ୍କୁ ଜୀବନରୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମୃତକଙ୍କ ୮୦ ବର୍ଷୀୟା ମା’…

ବୟଫ୍ରେଣ୍ଡଙ୍କ ଫୋନ ଅନ୍ୟଜଣେ ଯୁବତୀ ଉଠାଇବାରୁ ଗର୍ଲଫ୍ରେଣ୍ଡ ନେଲେ ଏମିତି ନିଷ୍ପତ୍ତି

ଆମେରିକାର ଟେକ୍ସାସରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବୟଫ୍ରେଣ୍ଡଙ୍କ ଫୋନ ଆଉ ଜଣେ ଯୁବତୀ ଉଠାଇବାରୁ ରାଗରେ ଗର୍ଲଫ୍ରେଣ୍ଡ ତାଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ପୋଳିସ ସମ୍ପର୍କ ଯୁବତୀଙ୍କୁ ଗିରଫ କରିଛନ୍ତି। ଗିରଫ ଯୁବତୀ ଜଣଙ୍କ ହେଲେ ୨୩ ବର୍ଷୀୟା ସିନୌଡା…

କ୍ଷମା ମାଗିଲେ ରିଚା

ଅଭିନେତ୍ରୀ ରିଚା ଚଢା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହିଛନ୍ତି। ସେ ପ୍ରାୟତଃ ବିଭିନ୍ନ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରନ୍ତି। ଏଥିପାଇଁ ସେ ଅଧିକାଂଶ ସମୟରେ ସେ ଟ୍ରୋଲ୍‌ର ଶିକାର ହୋଇଥାନ୍ତି। ନିକଟରେ ସେନା ସମ୍ପର୍କରେ ଏକ ଟୁଇଟ କରି ଫସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri