Home Left

୭ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ଫୋରଣ: ବନ ବିଭାଗ ଗାଡ଼ିକୁ ଉଡ଼ାଇଦେବାକୁ ହୋଇଥିଲା ଯୋଜନା

ବଘିଆପଡ଼ା,୨୮।୧୧(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଲକଡ଼ପାଯୁ ଜଙ୍ଗଲରେ ୭ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟିଛି। ବନ ବିଭାଗର ଗାଡ଼ିକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଯୋଜନା ହୋଇଥିବା ବେଳେ ୫୦ଜଣ ବନ କର୍ମଚାରୀଙ୍କ ସହ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୁରକ୍ଷାକର୍ମୀ ଗଞ୍ଜେଇ ଗଛ ନଷ୍ଟକରିବାକୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ସପ୍ତାହ ମଧ୍ୟରେ ଜମି ଚିହ୍ନଟ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଓଡିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରତିନିଧି ଦଳ ବିଭିନ୍ନ ଦାବି ସର୍ମ୍ପକରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେମାନେ ପୁରୀରେ ଏକ ଧର୍ମଶାଳା ନିର୍ମାଣ ନିମନ୍ତେ ଜମି…

କଂଗ୍ରେସରେ ସାମିଲ ହେଲେ ଜୟ ନାରାୟଣ

ଅହମଦାବାଦ,୨୮।୧୧: ଗୁଜରାଟର ବରିଷ୍ଠ ନେତା ତଥା ବିଧାୟକ ଜୟ ନାରାୟଣ ବ୍ୟାସ ତାଙ୍କ ପୁଅ ସମୀର ବ୍ୟାସଙ୍କ ସହ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି। ଅହମଦାବାଦରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଦଳରେ ବିଧିବଦ୍ଧ…

ଫିଲ୍ମ‘ପଠାନ୍‌’ ପାଇଁ ଏତିକି କୋଟି ନେଇଛନ୍ତି ଶାହରୁଖ

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ଫିଲ୍ମ‘ପଠାନ୍‌’ମାଧ୍ୟମରେ ୪ ବର୍ଷ ପରେ ବଡ ପରଦାରେ ଫେରିବାକୁ ଯାଉଛନ୍ତି। ତେବେ ଶାହରୁଖଙ୍କ ଜନ୍ମଦିନ ଅବସରରେ ‘ପଠାନ୍‌’ ର ଟିଜର ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା ପରେ ଦର୍ଶକ ମଧ୍ୟରେ ଉତ୍ସାହ ବହୁତ ବୃଦ୍ଧି ପାଇଛି।…

ଏସ୍‌ଏମ୍‌ସି ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ: ତରଳ ଲୁହା ପଡ଼ି ଶ୍ରମିକ ଗୁରୁତର

ଝାରସୁଗୁଡ଼ା ଅଫିସ,୨୮।୧୧: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅଧୀନ ହିର୍ମାସ୍ଥିତ ଏସ୍‌ଏମ୍‌ସି ଷ୍ଟିଲ୍‌ ଆଣ୍ଡ ପାୱାର ପ୍ଲାଣ୍ଟରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ତରଳ ଲୁହା ପଡ଼ି ଶ୍ରମିକ ଜଣକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଯୁଯୁମୁରା…

ଶୋଇଥିବା ବେଳେ ଘରେ ଲଗାଇ ଦେଲେ ନିଆଁ: ଦମ୍ପତି ଗୁରୁତର

ବାରିପଦା ଅଫିସ,୨୮।୧୧: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନୂଆସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀ ଜଣକ ସ୍ଥାନୀୟ ଅର୍ଜୁନ ଦଣ୍ଡପାଟଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଅର୍ଜୁନ ଏବଂ ତାଙ୍କ ସ୍ତ୍ରୀ ସୁମତୀ…

ଇନ୍‌ଷ୍ଟାଗ୍ରାମ କଲ୍‌ ଖୋଲିଦେଲା ପୂରା ହତ୍ୟା ଘଟଣାର ରାଜ୍‌, ଜାଣିଲେ…

ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷର ନାବାଳକ ୧୩ ବର୍ଷର ନାବାଳିକାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟା ବିଷୟରେ କେହି ଜାଣି ନ ଥିଲେ, କିନ୍ତୁ ଏକ ଇନ୍‌ଷ୍ଟାଗ୍ରାମ ଭିଡିଓ କଲ୍‌ ପୂରା ରହସ୍ୟକୁ ଉନ୍ମୋଚନ…

ବଢୁଛି ପୋଲିଓ ମାମଲା

ଇସଲାମାବାଦ,୨୮ା୧୧: ସୋମବାର ପାକିସ୍ତାନରେ ପୋଲିଓ ବିରୋଧୀ ଏକ ନୂତନ ଅଭିଯାନ ଆରମ୍ଭ ହୋଇଛି। ପିଲାମାନଙ୍କ ମଧ୍ୟରେ ପୋଲିଓ ମାମଲା ଦ୍ରୁତ ଗତିରେ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି।…

ଶୀତରେ ଥରୁଛି ଜି ଉଦୟଗିରି: ୮ ଡିଗ୍ରୀକୁ ଖସିଲା ପାରଦ

ଜି ଉଦୟଗିରି,୨୮।୧୧(ଡି.ଏନ୍‌.ଏ.): କିଛି ଦିନର ବ୍ୟବଧାନ ପରେ କନ୍ଧମାଳନ୍‌ ଜିଲା ଜି ଉଦୟଗିରି ସହରକୁ ପୁଣି ଶୀତ ଫେରିଛି । ୩ଦିନ ହେଲା କ୍ରମାଗତ ତାପମାତ୍ରା ହ୍ରାସ ପାଉଥିବାରୁ ଜନଜୀବନକୁ ପ୍ରବାହିତ କରିଛି। ୩ ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ…

ବିପାଶାଙ୍କୁ ଉପହାର ପଠାଇଲେ ସୋନମ

ମୁମ୍ବାଇ: ଅଭିନେତ୍ରୀ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ନଭେମ୍ବର ୧୨ରେ ଏକ କନ୍ୟା ସନ୍ତାନର ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବିବାହର ୬ ବର୍ଷ ପରେ ଏହି କପଲ ଝିଅ ଦେବୀଙ୍କୁ ଘରକୁ ସ୍ବାଗତ କରିଥିଲେ। ଦୁହିଁଙ୍କୁ…

ଘାଟିରେ ପଥର ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ଥାନା ସିକରମାହା ଘାଟିରେ ସୋମବାର ସକାଳୁ ଏକ ପଥର ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ହୋଇଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବାମୁଣୀଗାଁ ପୂର୍ତ୍ତବିଭାଗ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି। ସେହି ରାସ୍ତାରେ ଏବେ ଏକାଧିକ ଗାଡ଼ି…

୧୦୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଡେଭିସ କପ୍‌ ହାତେଇଲା କାନାଡା, ୨୮ ଥର ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆ ହାରିଲା…

ଅଟଓ୍ବା,୨୮।୧୧ : ପ୍ରଥମ ଥର ପାଇଁ କାନାଡା ଡେଭିସ କପ ଟେନିସ ଟାଇଟଲ ଜିତିଛି। ୧୦୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କାନାଡା ଡେଭିସ କପରେ ପ୍ରତିଦ୍ୱନ୍ଦ୍ୱିତା କରି ଫାଇନାଲରେ ୨୮ ଥର ଚାମ୍ପିୟନ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଦ୍ୱିତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri