ଆଜି ଭାରତ ବନ୍ଦ
ଭୁବନେଶ୍ବର, ୨୯ା୧୧(ବ୍ୟୁରୋ): ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓବିସିଙ୍କ ଜାତି ଆଧାରିତ ଜନଗଣନା କରା ନ ଯିବା ପ୍ରତିବାଦରେ ଏହି ଡାକରା ଦିଆଯାଇଛି। ସେହିପରି ଇଭିଏମ୍ ଟାମ୍ପରିଂ, ଏନ୍ଆର୍ସି/ଏନ୍ପିଆର/ସିଏଏ,…
୧୦ ଡିଗ୍ରୀ ତଳେ ୪ ସହର
ଭୁବନେଶ୍ୱର, ୨୯।୧୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କମୁଛି ପାରଦ। ଫଳରେ ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ରବିବାର ରାତିରେ ୯ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଥିଲା। କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ…
ଆମେ ମାଓବାଦୀ ସଂଗଠନରେ ଯୋଗଦେବୁ
କେନ୍ଦୁଝର,୨୯ା୧୧(ସ୍ବ.ପ୍ର.): ଆମକୁ ପୋଲିସ ନ୍ୟାୟ ଦେଉନାହିଁ। ପକ୍ଷପାତିତା କରି ଆକ୍ରମଣକାରୀଙ୍କୁ ନ ଧରି ଆମକୁ ଗିରଫ କରୁଛି। ଏଣୁ ଆମେ ସୁରକ୍ଷିତ ନାହୁଁ। ନ୍ୟାୟ ମିଳୁ ନ ଥିବାରୁ ମାଓବାଦୀ ସଂଗଠନରେ ଯୋଗଦେବାକୁ ଯାଉଛୁ। ଏଭଳି କହିଛନ୍ତି ଯୋଡ଼ା ଥାନା ଅନ୍ତର୍ଗତ…
ରାଜ୍ୟର ମୁଣ୍ଡପିଛା ଋଣ ଭାର ୨୨ ହଜାର ଟଙ୍କା
ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ମୁଣ୍ଡପିଛା ଋଣ ୨୨ ହଜାର ୪୨ ଟଙ୍କା ରହିଛି । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଋଣ ଭାର ୯୭ ହଜାର ୨୫୩ କୋଟି ଟଙ୍କା। ଚଳିତ ୨୦୨୨-୨୩…
ଇସ୍ରାଏଲ ଫିଲ୍ମ ମେକର ନାଦବ ଲାପିଡଙ୍କ ଉପରେ ବର୍ଷିଲେ ଅଶୋକ ପଣ୍ଡିତ, କହିଲେ ୭ ଲକ୍ଷ କଶ୍ମିରୀ ପଣ୍ଡିତଙ୍କର ହୋଇଛି ଅପମାନ
ନୂଆଦିଲ୍ଲୀ,୨୯ ।୧୧: ଗୋଆରେ ଆୟୋଜିତ ୫୩ ତମ ଇଣ୍ଟନ୍ୟାଶନାଲ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଦେଶ ଓ ବିଦେଶର ବହୁ ଫିଲ୍ମ ସ୍କ୍ରିନିଂ କରାଯାଇଛି । ଏଥିରେ ଚଳିତ ବର୍ଷର ସୁପରହିଟ୍ ବଲିଉଡ ଫିଲ୍ମ ‘ ଦ କଶ୍ମୀର ଫାଇଲ୍ସ’ ବି ସାମିଲ…
ଗୃହରେ ଶିକ୍ଷକଙ୍କ ଦାବିକୁ ନେଇ ହଙ୍ଗାମା
ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଦୁଇଦିନ ହେବ ପ୍ରାଥମିକ ଶିକ୍ଷକ ୩ ଦଫା ଦାବି ନେଇ ଅହୋରାତ୍ର ଧାରଣାରେ ବସିଛନ୍ତି। ଲକ୍ଷାଧିକ ଶିକ୍ଷକ ରାଜରାସ୍ତାକୁ ଅଚଳ କରି ରଖିଛନ୍ତି। ସରକାରଙ୍କ ଶିକ୍ଷା ମନ୍ତ୍ରୀ କିମ୍ବା କୌଣସି ଅଧିକାରୀ ସେମାନଙ୍କ ସହ ଆଲୋଚନା କରିବାକୁ ଯାଇନାହାନ୍ତି। ଶିକ୍ଷକଙ୍କ…
ନିର୍ଦ୍ଦେଶନାମା ପାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା
ସମ୍ବଲପୁର,୨୯ା୧୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଓ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଦାବି ନେଇ ଚାଲିଥିବା ଆନ୍ଦୋଳନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି)…
‘ଦ କଶ୍ମୀର ଫାଇଲ୍ସ’କୁ ନେଇ ପ୍ରଶ୍ନ ଉଠାଇଲେ ଆଇଏଫଏଫଆଇର ମୁଖ୍ୟ ଜୁରୀ
ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିଦ୍ଦେର୍ଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଚଳିତ ବର୍ଷ ସଫଳତାରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ଏହାସହ ଫିଲ୍ମ ଲଗାତାର ବିବାଦ ମଧ୍ୟରେ ଗତି କରିଛି । ନିକଟରେ ଗୋଆରେ ଆୟୋଜିତ…
ସାହସୀ ଝିଅ ଶ୍ରଦ୍ଧା
ଶ୍ରଦ୍ଧା କପୁର ଖୁବ୍ଶିଘ୍ର ନିଜ ଆଗାମୀ ପ୍ରୋଜେକ୍ଟ୍ କାମ ଆରମ୍ଭ କରିବାକୁ ଯାଉଛନ୍ତି। ସେ କରିଥିବା ସବୁ ଫିଲ୍ମ ଆପେକ୍ଷା ଏହି ଫିଲ୍ମର କାହାଣୀ ସାଙ୍ଗକୁ ଶ୍ରଦ୍ଧା ଏକ ଭିନ୍ନ ଚରିତ୍ରରେ ନଜରକୁ ଆସିବେ। ଜମ୍ମୁ କଶ୍ମୀରର ସାହସୀ ଝିଅ ରୁଖସାର…
ମଙ୍କିପକ୍ସର ନାମ ବଦଳାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ଜେନେଭା,୨୯ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ସୋମବାର କହିଛନ୍ତି କି ଏବେ ମଙ୍କିପକ୍ସକୁ ଏମପକ୍ସ ଭାବେ ନାମିତ କରାଯାଇଛି । ସାରା ବିଶ୍ୱର ବିଶେଷଜ୍ଞଙ୍କ ସହ ବିଚାର ବିମର୍ଷ ପରେ ଏହି ନିର୍ଣ୍ଣୟ ନିଆଯାଇଛି ।ତେବେ ଉଭୟ ନାମକୁ ଏକ ବର୍ଷ…
ରକ୍ତ ଜୁୁଡ଼ୁଜୁଡ଼ୁ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କୋକସରା,୨୮।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ସେ ମହୁଳମୁଣ୍ଡା ଗ୍ରାମର ଦୟାନିଧି ଦୁଣ୍ଡକିଆ ବୋଲି ଜଣାପଡ଼ିଛି। ଦୟାନିଧିଙ୍କୁ ନିର୍ମମ…
ଇଣ୍ଡୋନେସିଆକୁ ପୁଣି ଫେରିଲା ପୋଲିଓ: ଟିକାକରଣ ଅଭିଯାନ ଆରମ୍ଭ
ଜାକର୍ତ୍ତା,୨୮।୧୧: ଇଣ୍ଡୋନେସିଆକୁ ପୋଲିଓ ଫେରିଛି। ୪ଜଣ ଶିଶୁ ପୋଲିଓ ଆକ୍ରାନ୍ତ ଚିହ୍ନଟ ହେବା ପରେ ସୋମବାର ସୁମାତ୍ରା ଦ୍ୱୀପର ସିଗ୍ଲି ସହରରେ ପୋଲିଓ ଟିକା ଦିଆଯାଇଛି। ୧୦ ବର୍ଷ ପୂର୍ବେ ଇଣ୍ଡୋନେସିଆ ପୋଲିଓ ମୁକ୍ତ ଘୋଷିତ ହୋଇଥିଲା। ଗତ ଅକ୍ଟୋବରରେ ସିଗ୍ଲିରେ…
Archives


